logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସୋନପୁର_ବ୍ଲକ_ସମ୍ମିଳନୀ_କକ୍ଷ_ଠାରେ_ଅନ୍ତର୍ଜାତୀୟ_ #ମହିଳା_ଦିବସ_ପାଳିତ #rishitv #intennational #womendaycelebration #subarnapur #BlockOffice #sonepur_odisha ସୋନପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ନାବାର୍ଡ ଏବଂ ଆଶାଦୀପ ବେସରକାରୀ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ଯୁକ୍ତ ଉଦ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ.

2 hrs ago
user_Ranjan hota
Ranjan hota
ସୋନପୁର, ସୋନପୁର, ଓଡ଼ିଶା•
2 hrs ago

#ସୋନପୁର_ବ୍ଲକ_ସମ୍ମିଳନୀ_କକ୍ଷ_ଠାରେ_ଅନ୍ତର୍ଜାତୀୟ_ #ମହିଳା_ଦିବସ_ପାଳିତ #rishitv #intennational #womendaycelebration #subarnapur #BlockOffice #sonepur_odisha ସୋନପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ନାବାର୍ଡ ଏବଂ ଆଶାଦୀପ ବେସରକାରୀ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ଯୁକ୍ତ ଉଦ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ.

More news from Sonepur and nearby areas
  • Post by BAHUJAN ADHIKAR
    2
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    ଜଗୁଆଳି Sonapur, Sonepur•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।
    1
    ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ 
ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର  । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଇକୋ କ୍ଲବ ଏବଂ ହତିଲିମୁଣ୍ଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ। ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଗ, ବନରକ୍ଷୀ ଶିବସମ୍ଭୁ ସା, ଗୌଡଗାଡ ବିଟ ର ବନରଖି ରାମେଶ୍ୱର ମୁର୍ମୁ,ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ଇକୋ କ୍ଲବ ର ସମ୍ବିତ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ,ନଟବର ରଣା ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ର କୁପରିମାଣ ବିଷୟରେ ଆଲୋଚନା କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ। ଏହା ପରେ ବନକର୍ମଚାରୀ ଙ୍କ ସହିତ ସମୟ ଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ନଟିଆ ଚରଣ ସାହୁ,ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଇକୋ କ୍ଲବ ଏବଂ ହତିଲିମୁଣ୍ଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ। ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଗ,  ବନରକ୍ଷୀ ଶିବସମ୍ଭୁ ସା, ଗୌଡଗାଡ ବିଟ ର ବନରଖି ରାମେଶ୍ୱର ମୁର୍ମୁ,ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ଇକୋ କ୍ଲବ ର ସମ୍ବିତ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ,ନଟବର ରଣା ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ର କୁପରିମାଣ ବିଷୟରେ ଆଲୋଚନା କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ। ଏହା ପରେ ବନକର୍ମଚାରୀ ଙ୍କ ସହିତ ସମୟ ଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ନଟିଆ ଚରଣ ସାହୁ,ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • କୃଷକ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଓ ଅର୍ଥନୀତିର ପ୍ରକୃତ ସାରଥି । ‘ଜୟ କିଷାନ’ର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଡବଲ ଇଞ୍ଜିନ ସରକାର କୃଷକମାନଙ୍କ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ । କୃଷକଙ୍କ ଉନ୍ନତି ହେଉଛି ଦେଶ ଓ ରାଜ୍ୟର ଉନ୍ନତିର ମୂଳ ଭିତ୍ତି । ସେଥିପାଇଁ ଅନ୍ନଦାତାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ନୁହେଁ, ବରଂ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ନିରନ୍ତର ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସମୃଦ୍ଧ କୃଷକ ସଶକ୍ତ ଓଡ଼ିଶା ।
    1
    କୃଷକ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଓ ଅର୍ଥନୀତିର ପ୍ରକୃତ ସାରଥି । ‘ଜୟ କିଷାନ’ର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଡବଲ ଇଞ୍ଜିନ ସରକାର କୃଷକମାନଙ୍କ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ । କୃଷକଙ୍କ ଉନ୍ନତି ହେଉଛି ଦେଶ ଓ ରାଜ୍ୟର ଉନ୍ନତିର ମୂଳ ଭିତ୍ତି । ସେଥିପାଇଁ ଅନ୍ନଦାତାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ନୁହେଁ, ବରଂ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ନିରନ୍ତର ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଉଛି।
ସମୃଦ୍ଧ କୃଷକ ସଶକ୍ତ ଓଡ଼ିଶା ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.