logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ଉପଖଣ୍ଡିୟ ଡାକ୍ତରଖାନା ରେ ପହଞ୍ଚି ରୋଗୀ ମାନଙ୍କ କଥା ବୁଝିଲେ ପୃଥ୍ଵୀରାଜ ଜଗଦଲା।

2 hrs ago
user_BAHUJAN ADHIKAR
BAHUJAN ADHIKAR
ଜଗୁଆଳି Sonapur, Sonepur•
2 hrs ago

ବୀରମହାରାଜପୁର ଉପଖଣ୍ଡିୟ ଡାକ୍ତରଖାନା ରେ ପହଞ୍ଚି ରୋଗୀ ମାନଙ୍କ କଥା ବୁଝିଲେ ପୃଥ୍ଵୀରାଜ ଜଗଦଲା।

More news from ଓଡ଼ିଶା and nearby areas
  • ଉଲୁଣ୍ଡା ଜଙ୍ଗଲରେ ଅଫୁ ଚାଷକେ ନେଇକରି ସନ୍ଦେହନେ ବନ କର୍ମଚାରୀଙ୍କର ଭୂମିକା
    1
    ଉଲୁଣ୍ଡା ଜଙ୍ଗଲରେ ଅଫୁ ଚାଷକେ ନେଇକରି ସନ୍ଦେହନେ ବନ କର୍ମଚାରୀଙ୍କର ଭୂମିକା
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    2
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    ଜଗୁଆଳି Sonapur, Sonepur•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।
    1
    ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ 
ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର  । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଇକୋ କ୍ଲବ ଏବଂ ହତିଲିମୁଣ୍ଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ। ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଗ, ବନରକ୍ଷୀ ଶିବସମ୍ଭୁ ସା, ଗୌଡଗାଡ ବିଟ ର ବନରଖି ରାମେଶ୍ୱର ମୁର୍ମୁ,ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ଇକୋ କ୍ଲବ ର ସମ୍ବିତ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ,ନଟବର ରଣା ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ର କୁପରିମାଣ ବିଷୟରେ ଆଲୋଚନା କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ। ଏହା ପରେ ବନକର୍ମଚାରୀ ଙ୍କ ସହିତ ସମୟ ଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ନଟିଆ ଚରଣ ସାହୁ,ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଇକୋ କ୍ଲବ ଏବଂ ହତିଲିମୁଣ୍ଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ। ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଗ,  ବନରକ୍ଷୀ ଶିବସମ୍ଭୁ ସା, ଗୌଡଗାଡ ବିଟ ର ବନରଖି ରାମେଶ୍ୱର ମୁର୍ମୁ,ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ଇକୋ କ୍ଲବ ର ସମ୍ବିତ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ,ନଟବର ରଣା ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ର କୁପରିମାଣ ବିଷୟରେ ଆଲୋଚନା କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ। ଏହା ପରେ ବନକର୍ମଚାରୀ ଙ୍କ ସହିତ ସମୟ ଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ନଟିଆ ଚରଣ ସାହୁ,ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    4 hrs ago
  • ଖରାଦିନ ଆସିଲେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା l ବିଶେଷକରି ସଚେତନତା ଅଭାବରୁ ଲୋକେ ବିଲରେ ନିଆଁ ଲଗେଇ ଦେଉଥିବାରୁ ହଇରାଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ l ଏନେଇ କଣ କହୁଛନ୍ତି କଣ୍ଟାମାଳ ଅଗ୍ନିଶମ ଅଧିକାରୀ ଶୁଣନ୍ତୁ
    1
    ଖରାଦିନ ଆସିଲେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା l ବିଶେଷକରି ସଚେତନତା ଅଭାବରୁ ଲୋକେ ବିଲରେ ନିଆଁ ଲଗେଇ ଦେଉଥିବାରୁ ହଇରାଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ l ଏନେଇ କଣ କହୁଛନ୍ତି କଣ୍ଟାମାଳ ଅଗ୍ନିଶମ ଅଧିକାରୀ ଶୁଣନ୍ତୁ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.