Shuru
Apke Nagar Ki App…
ଉଲୁଣ୍ଡା ଜଙ୍ଗଲରେ ଅଫୁ ଚାଷକେ ନେଇକରି ସନ୍ଦେହନେ ବନ କର୍ମଚାରୀଙ୍କର ଭୂମିକା
OTV SONEPUR
ଉଲୁଣ୍ଡା ଜଙ୍ଗଲରେ ଅଫୁ ଚାଷକେ ନେଇକରି ସନ୍ଦେହନେ ବନ କର୍ମଚାରୀଙ୍କର ଭୂମିକା
More news from ଓଡ଼ିଶା and nearby areas
- Post by Sonepur news khulasa1
- ଉଲୁଣ୍ଡା ଜଙ୍ଗଲରେ ଅଫୁ ଚାଷକେ ନେଇକରି ସନ୍ଦେହନେ ବନ କର୍ମଚାରୀଙ୍କର ଭୂମିକା1
- Post by BAHUJAN ADHIKAR2
- Post by Ranjan hota1
- ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।1
- ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଇକୋ କ୍ଲବ ଏବଂ ହତିଲିମୁଣ୍ଡା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ। ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଗ, ବନରକ୍ଷୀ ଶିବସମ୍ଭୁ ସା, ଗୌଡଗାଡ ବିଟ ର ବନରଖି ରାମେଶ୍ୱର ମୁର୍ମୁ,ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ଇକୋ କ୍ଲବ ର ସମ୍ବିତ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ,ନଟବର ରଣା ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ର କୁପରିମାଣ ବିଷୟରେ ଆଲୋଚନା କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ। ଏହା ପରେ ବନକର୍ମଚାରୀ ଙ୍କ ସହିତ ସମୟ ଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ନଟିଆ ଚରଣ ସାହୁ,ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।1
- ଖରାଦିନ ଆସିଲେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା l ବିଶେଷକରି ସଚେତନତା ଅଭାବରୁ ଲୋକେ ବିଲରେ ନିଆଁ ଲଗେଇ ଦେଉଥିବାରୁ ହଇରାଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ l ଏନେଇ କଣ କହୁଛନ୍ତି କଣ୍ଟାମାଳ ଅଗ୍ନିଶମ ଅଧିକାରୀ ଶୁଣନ୍ତୁ1