Shuru
Apke Nagar Ki App…
ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଲଘୁଚାପ ଓଡ଼ିଶାରେ।।।। Back 2 Back ଓଡ଼ିଶାରେ ଲଘୁଚାପ। 29/30/31 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।
କ୍ରିଶାନ୍ତ ଦିବାକା
ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଲଘୁଚାପ ଓଡ଼ିଶାରେ।।।। Back 2 Back ଓଡ଼ିଶାରେ ଲଘୁଚାପ। 29/30/31 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।
More news from ଓଡ଼ିଶା and nearby areas
- ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ । "ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।4
- #ପାଣି_ପାଇଁ_ଡହଳବିକଳ ବର୍ଷ ବର୍ଷ ଧରି ଜଳକଷ୍ଟ, ପଥର କୂଅର ଅପରିଷ୍କାର ପାଣି ଭରସାରେ ଗୋଛାଗୁଡ଼ାବାସୀ #Odisha #KanakNews1
- ଫୁ କା ଫୁକା ଗା ଆ ଲା ନ ନୀ ତର କୁ ଚୂ କୁ ଚି ଆ ବା ଆ ଲା1
- ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ଥାନା ଅଧିକାରୀ ସୁଧୀର କୁମାର ସାହୁ ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😱 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି କୁର୍ଲୀ ଗ୍ରାମପଞ୍ଚାୟତର ଥୁଆଗୁଡ଼ା ଘାଟିରେ ଘଟିଛି ଭୟଙ୍କର ଅଟୋ ଦୁର୍ଘଟଣା। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋରିକ୍ସା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛକୁ ଧକ୍କା ଦେଇଥିଲା। ପରେ ଅଟୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ କମାଣ୍ଡର ଯୋଗେ ଆହତମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଡିକାଲ ସୂତ୍ର ଅନୁସାରେ, ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାୟଗଡ ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4