Shuru
Apke Nagar Ki App…
bohut din haba aie rasta khola heiki padichi aie rasta utaraparyap panchatyata aw deoda panchayata jauchi
Mr ALOK
bohut din haba aie rasta khola heiki padichi aie rasta utaraparyap panchatyata aw deoda panchayata jauchi
More news from Odisha and nearby areas
- ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ1
- ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.4
- ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି1
- ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- Post by Md mustafa news1
- କଟକ ଜିଲ୍ଲା ଅଞ୍ଚଳର ଦୃଶ୍ୟ କଣ ଦୁଃଖ ଲାଗୁନି ଏ ସମାଜର ମନୁଷ୍ୟକୁ1
- ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ତେଣୁ କଣ କଣ ରହିଛି ଚଳିତ ଥର ମାଟ୍ରିକ ପରୀକ୍ଷା କୁ ନେଇ ଅପଡେଟ ଶୁଣି ନିଅନ୍ତୁ ବୋର୍ଡ଼ ସଭାପତି ଙ୍କ ପାଖରୁ ।1
- ଦୂଷିତ ପାନୀୟଜଳ ବ୍ୟବହାର କରିବାରୁ ସହରର କାଫଳାବଜାର, ଶେଖ ବଜାର, ମାନସିଂ ପାଟଣା, ଆଦି ଅଂଚଳରେ ଜଣ୍ଡିସ ବା କାମଳ କାୟା ବିସ୍ତାର କରିଛି, ଉକ୍ତ ଅଞ୍ଚଳ ରେ ଅନେକ ଲୋକ ଏବେ ପୀଡିତ ଅଛନ୍ତି, ସିଏମସି ପକ୍ଷରୁ ଘରେ ଦିଆଯାଇଥିବା ପାନୀୟଜଳ ପାଇପ ଗୁଡିକ ଦୀର୍ଘଦିନ ଧରି ବଦଳା ନ ଯିବାରୁ ମଇଳା ପାଣି ଟ୍ୟାପ ନିକଟରେ ଜମା ରହୁଛି ଫଳରେ ସେହି ପାଣିରୁ ଜଣ୍ଡିସ ବ୍ୟାପୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି,ଏହା ବ୍ୟତୀତ ଡ୍ରେନ ରୁ ଠିକ ଭାବରେ ପାଣି ନିଷ୍କାସନ ହେଉ ନାହିଁ, ଫଳରେ ଲୋକଙ୍କ ଘର ଆଗରେ ଡ୍ରେନ ଅପରିସ୍କାର ପାଣି ଜମି ରହୁଛି, ସେହିଭଳି ଶୌଚାଳୟ ଟାଙ୍କି ଗୁଡିକର ବି ସମାନ ପରିସ୍ଥିତି, ଟାଙ୍କି ସଫା ହେଉ ନଥିବାରୁ ରାସ୍ତା ରେ ଟାଙ୍କି ପାଣି ଜମି ରହୁଛି, ଏହିଭଳି ବିଭିନ୍ନ ସମସ୍ୟା ରହୁଥିବାରୁ ଆଜି ଜଣ୍ଡିସ ବ୍ୟାପିଛି, ତେବେ ଆଜି cmc ମେୟର,କମିଶନର ଙ୍କ ସହିତ ସ୍ୱାଥ୍ୟ ବିଭାଗ ଟିମ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି4