Shuru
Apke Nagar Ki App…
Jay kala _ jay Kalinga
More news from ଓଡ଼ିଶା and nearby areas
- ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାତି ପାଇଲେ ପୁଅର ବାହାଘର, ବିଦ୍ୟୁତ୍ ସଂସ୍ପର୍ଶରେ ବାପାର ମୃତ୍ୟୁ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ରାତି ପାହିଲେ ପୁଅର ବାହାଘର ଥିବା ବେଳେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ବାପା ମଙ୍ଗୁଳୁ ଗୌଡଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଆସନ୍ତା କାଲି ମଙ୍ଗୁଳୁ ଗୌଡଙ୍କ ପୁଅ ଶିବ ଶଙ୍କରଙ୍କ ବାହାଘର ଥିଲା। ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା—ଟେଣ୍ଟ, ଭୋଜି ସାମଗ୍ରୀ, ହଣ୍ଡା-ହାଣ୍ଡି ସବୁ ଘର ଆଗରେ ଗଦା ହୋଇଥିଲା। ଖୁସିରେ ଘର ଚଞ୍ଚଳ ଥିବା ବେଳେ, ହଠାତ୍ ଦୁଃଖ ଆସି ପଡ଼ିଲା। ଘରେ ପାଣି ଭର୍ତ୍ତି ପାଇଁ ମଟର ଚାଲୁ କରୁଥିବା ସମୟରେ ମଙ୍ଗୁଳୁ ଗୌଡ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଆସିକା ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପାଙ୍କ ମୃତ୍ୟୁ ଖବର ମିଳିବା ସହିତ ବାହାଘରର ସମସ୍ତ ଖୁସି ଦୁଃଖରେ ପରିଣତ ହୋଇଯାଇଛି। ଘରେ କାନ୍ଦବୋବାଳି ଛାଇଯାଇଥିବା ବେଳେ, ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।1
- BBsRNews BJPNEs1
- ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #8amHeadlines #23thjan20261
- Post by Chinmaya pradhan1
- ଆର ଉଦୟଗିରି ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର ସମ୍ବଲପୁର ଗ୍ରାମ ରାସ୍ତା ରୁ ଦୁଇ କୁଣ୍ଟାଲ 37କିଲ ଗଞ୍ଜେଇ ଜବତ ଅଡବା ମୋହନା ଆର ଉଦୟଗିରି ପୋଲିସ ମିଳିତ ଚଡାଉ ଆନୁମାନିକ 23ଲକ୍ଷ୍ୟ 70ହଜାର ଟଙ୍କା ର ଗଞ୍ଜେଇ ଜବତ ଗଜପତି ଏସପି ଙ୍କ ସୂଚନା1
- କୁକୁଡ଼ାଖଣ୍ଡି ପଞ୍ଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର #live_odisha_news_update #published_from #Brahamapur #kukudakhandi1
- ଦେବୋତ୍ତର ଜମି ହଡ଼ପ ଏବଂ ମହିଳା ଓ ବୃଦ୍ଧଙ୍କ ଉପରେ ପୋଲିସ ଉପସ୍ଥିତିରେ ଅତ୍ୟାଚାର - ସାହାଯ୍ୟ ପାଇଁ ନିବେଦନ। ମହାଶୟ, ମୁଁ ଅଞ୍ଜଳି ପରିଡ଼ା, ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରୁ ଏହି ଭିଡିଓ ପଠାଉଛି। ଆମ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି (ପୂର୍ବତନ ସରପଞ୍ଚଙ୍କ ସମେତ) ଜାଲ୍ ଦଲିଲ କରି ଏକ ଦେବୋତ୍ତର ଜମିକୁ ଜବରଦଖଲ କରୁଛନ୍ତି। ଗତ ୧୬ ଓ ୧୭ ତାରିଖ ରାତିରେ ପୋଲିସ ସହାୟତାରେ ଆମ ପରିବାରର ମହିଳା ଏବଂ ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ଜୋରଜବରଦସ୍ତି ଘରୁ ବାହାର କରି ଦିଆଯାଇଛି। ଆମ ପିଲାମାନଙ୍କୁ ଥାନାକୁ ନେଇ ଜବରଦସ୍ତି ଦସ୍ତଖତ ରଖାଯାଇଛି। ଥାନା ଆମ ଅଭିଯୋଗ ଶୁଣୁନାହିଁ। ଏହି ଭିଡିଓରେ ଅଭିଯୁକ୍ତଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ଆମ ପ୍ରତି ହେଉଥିବା ଅନ୍ୟାୟର ସ୍ପଷ୍ଟ ପ୍ରମାଣ ଅଛି। ଦୟାକରି ଏହି ଖବରକୁ ପ୍ରସାରଣ କରି ଆମକୁ ନ୍ୟାୟ ଦେବାରେ ସାହାଯ୍ୟ କରନ୍ତୁ। ସ୍ଥାନ: ମାଣ୍ଡିଆମୁଳି ଚକ, କଲ୍ୟାଣପୁର, ଭୁବନେଶ୍ୱର। ଗଣେଶ ପାଣିଗ୍ରାହୀ ରିପୋର୍ଟ ଯୋଗାଯୋଗ ନମ୍ବର:85969042401