Shuru
Apke Nagar Ki App…
କଂସବାହାଲ ରେଲୱେ କ୍ରସିଂ ଠାରେ ଓଭର ବ୍ରିଜ ନର୍ମାଣ ପାଇଁ ଦାବୀ ବ୍ରହ୍ମଣି ତରଙ୍ଗ -ରାଉରକେଲା ଜିଆରପି ଅନ୍ତର୍ଗତ କାଂସବାହାଲ ଷ୍ଟେସନ ର ପଶ୍ଚିମ କେବିନ ଠାରେ ଥିବା କ୍ରସିଂ ଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ ହୋଇଛି!କାଂସବାହାଲ ଅଂଚଳ ରେ ରହିଛି ପ୍ରସିଦ୍ଧ ଏଲ ଆଣ୍ଡ ଟି କଳ କାରଖାନା, ଆଇ ଆଇ ପି ଏମ ଶିକ୍ଷା ଅନୁଷ୍ଠାନ, ମାଣ୍ଡିଆ କୁଦର ଓ ଲାଇଙ୍ଗ, ବରପାଲି ଠାରେ ରହିଛି ବହୁ କଳ କାରଖାନା ସହ ଚୁଙ୍ଗି ମାଟି, ପାନପୋଷ, ଢେଲୁଆ, ଲାଇଙ୍ଗ ପଂଚାୟତ ର ହଜାର ହଜାର ଗ୍ରାମ ବାସୀ ଏହି ଷ୍ଟେସନ ଉପରେ ନିର୍ଭର କରି ଥାନ୍ତି!, ତେବେ ଏହି କ୍ରସିଂ ରେ ଗେଟ ରେ ଥରେ ଗେଟ ବନ୍ଦ ହେଲେ ଅଧଘଣ୍ଟା ଯାଏଁ ବନ୍ଦ ରହୁ ଥିବାରୁ ଖରାରେ ଲୋକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ଥାନ୍ତି,!ତେଣୁ ରେଳ ଉଚ୍ଚ କତୃପକ୍ଷ ଏହି ଅସୁବିଧା ପ୍ରତି ଧ୍ୟାନ ଦେଇ ଏଠାରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ କଂସବାହାଲ ଜନ ସାଧାରଣ ଦାବୀ କରି ଛନ୍ତି ",
Rabindra Nayak

More news from ଓଡ଼ିଶା and nearby areas
- କୁଚିଣ୍ଡା ଗତ ରାତ୍ରି ରେ ମହୁଲପାଲି ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମରୁ ଧନୁ ଯାତ୍ରା ଦେଖି ଚାଲି ଚାଲି କଦପଡ଼ା ଗ୍ରାମକୁ ଫେରୁଥିବା ସମୟ ରେ ଏକ ବୋଲେରୋ ନଅ ଜଣଙ୍କ ଉପର କୁ ଦ୍ରୁତ ଗତି ରେ ଆସି ଚଢି ଯାଇଥିଲା, ଏଇ ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଅତି ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଚାରି ଜଣ ଆହତ ଙ୍କୁ କୁଚିଣ୍ଡା ଡାକ୍ତର ଖାନା ରେ ଚିକିତ୍ସା କରାଯାଉଛି, ମହୁଲପାଲି ପୋଲିସ ବୋଲେରୋ ଗାଡି କୁ ଜବତ କରିବା ସହିତ ଚାଳକ କୁ ଅଟକ ରଖି ତଦନ୍ତ ଜାରି ରଖିଛି1
- Post by Uttam Kumar Mahakud 97773344221
- Post by Satyabrata das1
- ବାଗଡିହି ରେଳ ଫାଟକ ର ଦୃଶ୍ୟ। କେନ ପ୍ରକାର ଟ୍ରେନ ରେ ଆସ ଯାଉଛେ ଦେଖୁନ।1
- मार्च 2027 तक 207 बड़े पीने के पानी के प्रोजेक्ट्स पर काम पूरा हो जाएगा। इससे यह पक्का होगा कि राज्य के हर घर तक साफ़ पानी पहुंचे और पानी की कमी हमेशा के लिए दूर हो जाएगी।1
- ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ1
- प्रधानमंत्री की पहल के तहत, ओडिशा के 34 लाख से ज़्यादा किसानों को 22वीं किस्त में सीधे 684 करोड़ रुपये ट्रांसफर किए गए हैं @CMO_Odisha @IPR_Odisha @KVSinghDeo11
- Post by Manjukhara1
- Post by Srikant Reddy2