Shuru
Apke Nagar Ki App…
Uttam Kumar Mahakud 9777334422
More news from ଓଡ଼ିଶା and nearby areas
- Post by Uttam Kumar Mahakud 97773344221
- Post by Satyabrata das1
- Post by Jitendra raj1
- ଗାଳି_ଗୁଲଜ_ପାଇଁ_ଆତ୍ମହତ୍ୟା_ଉଦ୍ୟମ ନୂଆପଡ଼ା କୋର୍ଟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ୨ ଛୁଆଙ୍କ ସହ ଦେହରେ ପେଟ୍ରୋଲ୍ ଢାଳିଲେ ଦମ୍ପତି । ଖଡିଆଳ ବ୍ଲକ ଡୁଆଝର ଗାଁର ଏହି ଦମ୍ପତିଙ୍କୁ ଗତ ୭ଫେବ୍ରୁଆରିରେ ତାଙ୍କ ପଡ଼ୋଶୀ ଜମିଜମା ମାମଲାକୁ ନେଇ ଗାଳି ଗୁଲଜ କରିବା ସହ ମାରପିଟ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି1
- କଂସବାହାଲ ରେଲୱେ କ୍ରସିଂ ଠାରେ ଓଭର ବ୍ରିଜ ନର୍ମାଣ ପାଇଁ ଦାବୀ ବ୍ରହ୍ମଣି ତରଙ୍ଗ -ରାଉରକେଲା ଜିଆରପି ଅନ୍ତର୍ଗତ କାଂସବାହାଲ ଷ୍ଟେସନ ର ପଶ୍ଚିମ କେବିନ ଠାରେ ଥିବା କ୍ରସିଂ ଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ ହୋଇଛି!କାଂସବାହାଲ ଅଂଚଳ ରେ ରହିଛି ପ୍ରସିଦ୍ଧ ଏଲ ଆଣ୍ଡ ଟି କଳ କାରଖାନା, ଆଇ ଆଇ ପି ଏମ ଶିକ୍ଷା ଅନୁଷ୍ଠାନ, ମାଣ୍ଡିଆ କୁଦର ଓ ଲାଇଙ୍ଗ, ବରପାଲି ଠାରେ ରହିଛି ବହୁ କଳ କାରଖାନା ସହ ଚୁଙ୍ଗି ମାଟି, ପାନପୋଷ, ଢେଲୁଆ, ଲାଇଙ୍ଗ ପଂଚାୟତ ର ହଜାର ହଜାର ଗ୍ରାମ ବାସୀ ଏହି ଷ୍ଟେସନ ଉପରେ ନିର୍ଭର କରି ଥାନ୍ତି!, ତେବେ ଏହି କ୍ରସିଂ ରେ ଗେଟ ରେ ଥରେ ଗେଟ ବନ୍ଦ ହେଲେ ଅଧଘଣ୍ଟା ଯାଏଁ ବନ୍ଦ ରହୁ ଥିବାରୁ ଖରାରେ ଲୋକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ଥାନ୍ତି,!ତେଣୁ ରେଳ ଉଚ୍ଚ କତୃପକ୍ଷ ଏହି ଅସୁବିଧା ପ୍ରତି ଧ୍ୟାନ ଦେଇ ଏଠାରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ କଂସବାହାଲ ଜନ ସାଧାରଣ ଦାବୀ କରି ଛନ୍ତି ",2
- - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା1
- Post by Manjukhara1
- Post by Uttam Kumar Mahakud 97773344221