logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି। ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_GANESH PANlGRAHl
GANESH PANlGRAHl
Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାଲା ଅଟୋ ଓଲଟି ଜଣେ ମୃତ 10 ରୁ ଉଦ୍ଧ ଗୁରୁତର ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାଲା ଅଟୋ ଓଲଟି ଜଣେ ମୃତ 10 ରୁ ଉଦ୍ଧ ଗୁରୁତର ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    31 min ago
  • ଗୋଟିଏ କାରରେ ଆଗ ଓ ପଛରେ ଭିନ୍ନ ଭିନ୍ନ ଦୁଇଟି ନମ୍ବର ପ୍ଲେଟ... ଗଞ୍ଜାମ ଜିଲ୍ଲା ଆସିକା ସହରର ବିନାୟକ ବଜାର ସତ୍ୟନାରାୟଣ ମନ୍ଦିର ଛକ ନିକଟରେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଲା ଲାଲ ରଙ୍ଗର ହ୍ୟୁଣ୍ଡାଇ କାର। ସରକାରୀ ନିୟମ ଉଲଂଘନ ପାଇଁ ଗାଡି ମାଲିକଙ୍କ ଉପରେ ୩୦ ହଜାର ଟଙ୍କା ମୋଟା ଅଙ୍କର ଚାଲାଣ କଟିଲା। ଗାଡି ଯାଞ୍ଚ ସମୟରେ ଆସିକା ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ଶେଖର ପତ୍ରଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ।
    3
    ଗୋଟିଏ କାରରେ ଆଗ ଓ ପଛରେ ଭିନ୍ନ ଭିନ୍ନ ଦୁଇଟି ନମ୍ବର ପ୍ଲେଟ...
ଗଞ୍ଜାମ ଜିଲ୍ଲା ଆସିକା ସହରର ବିନାୟକ ବଜାର ସତ୍ୟନାରାୟଣ ମନ୍ଦିର ଛକ ନିକଟରେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଲା ଲାଲ ରଙ୍ଗର ହ୍ୟୁଣ୍ଡାଇ କାର। ସରକାରୀ ନିୟମ ଉଲଂଘନ ପାଇଁ ଗାଡି ମାଲିକଙ୍କ ଉପରେ ୩୦ ହଜାର ଟଙ୍କା ମୋଟା ଅଙ୍କର ଚାଲାଣ କଟିଲା। ଗାଡି ଯାଞ୍ଚ ସମୟରେ ଆସିକା ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ଶେଖର ପତ୍ରଙ୍କ ନେତୃତ୍ୱରେ କାର୍ଯ୍ୟାନୁଷ୍ଠାନ।
    user_Ganjam Khabar
    Ganjam Khabar
    Journalist Asika, Ganjam•
    22 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    23 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    5 hrs ago
  • କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    1
    କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    3 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    3 hrs ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି। ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି।
ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.