logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଙ୍ଗା ଠୁ ପବିତ୍ର ଗଙ୍ଗ ଶିଉଳି l

9 hrs ago
user_Mayurbhanj Live
Mayurbhanj Live
Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
9 hrs ago

ଗଙ୍ଗା ଠୁ ପବିତ୍ର ଗଙ୍ଗ ଶିଉଳି l

More news from ଓଡ଼ିଶା and nearby areas
  • ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ
    1
    ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ହେଉଥିବା କଳସ ଯାତ୍ରାରେ ନିଜେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର। #baripada #mayurbhanj #viral
    1
    ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ହେଉଥିବା କଳସ ଯାତ୍ରାରେ ନିଜେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର। #baripada #mayurbhanj #viral
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
    2
    ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା।
ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    9 hrs ago
  • ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।
    1
    ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 🟥ଛାନଭିନ ଆରମ୍ଭ କରିଛି ପୋଲିସ । 🟥ଯୁବକ ଗୁରୁତର । 🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।
    1
    #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 
🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 
🟥ଛାନଭିନ ଆରମ୍ଭ କରିଛି ପୋଲିସ । 
🟥ଯୁବକ ଗୁରୁତର । 
🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 
🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 
🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 
🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    14 hrs ago
  • News Breaking News
    1
    News
Breaking News
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    1
    ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ବାରିପଦା - ଆସନ୍ତୁ ଦେଖିବା ଆଜିର ଓଡ଼ିଶାର 10 ଟୋପା ରାଜନୈତିକ ଖବର। #baripada #mohanmajhi #nabinpattanaik #congress #bjp #bjd #odisha
    1
    ବାରିପଦା - ଆସନ୍ତୁ ଦେଖିବା ଆଜିର ଓଡ଼ିଶାର 10 ଟୋପା ରାଜନୈତିକ ଖବର। #baripada #mohanmajhi #nabinpattanaik #congress #bjp #bjd #odisha
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.