Shuru
Apke Nagar Ki App…
ଚୋରା ଚାଲାଣ ବେଳେ ବିଫଳ, ମାଡ଼ିବସିଲା ପୋଲିସ ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
Rajib Behera
ଚୋରା ଚାଲାଣ ବେଳେ ବିଫଳ, ମାଡ଼ିବସିଲା ପୋଲିସ ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
More news from Odisha and nearby areas
- Post by Rajib Behera1
- Post by Mayurbhanj Live1
- ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 17.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।1
- ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।1
- ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।2