logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଶାସନ ଏବଂ ଜlଗା ମାଫିଆଙ୍କ ମଧୁ ଚନ୍ଦ୍ରିକା କୁ ପତନ କଲା ଜନତା ଙ୍କ ଦରବାର.. ଦେଖନ୍ତୁ ଭିଡିଓ, ଭିଡିଓଟି ଆନ୍ଦ୍ର ପ୍ରଦେଶ ଅଂଚଳର ଦୃଶ୍ୟ

9 hrs ago
user_Rajib Behera
Rajib Behera
ସାମ୍ବାଦିକ Mayurbhanj, Odisha•
9 hrs ago

ପ୍ରଶାସନ ଏବଂ ଜlଗା ମାଫିଆଙ୍କ ମଧୁ ଚନ୍ଦ୍ରିକା କୁ ପତନ କଲା ଜନତା ଙ୍କ ଦରବାର.. ଦେଖନ୍ତୁ ଭିଡିଓ, ଭିଡିଓଟି ଆନ୍ଦ୍ର ପ୍ରଦେଶ ଅଂଚଳର ଦୃଶ୍ୟ

More news from Odisha and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    9 hrs ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
    1
    ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 17.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 17.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    1
    ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ
ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    1
    ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା। ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
    2
    ସମ୍ବଲପୁର ଠାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୫ ଗୋଟି ଗୋମାତାଙ୍କୁ ସ୍ଥାନୀୟ ବିଶୋଇ ପୋଲିସର ସହାୟତାରେ ସଫଳତାର ସହିତ ଉଦ୍ଧାର କରାଗଲା।
ପୋଲିସର ତତ୍ପରତାରେ ଅବୈଧ ପାଚାର ଚକ୍ରକୁ ଲାଗିଲା ବଡ ଝଟକା ।
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.