logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ମଧ୍ୟ ଚିକିତ୍ସା କୁ ନେଇ ଖଟରେ ବୋହା ହେଉଛନ୍ତି ରୋଗୀ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଆଜି ମଧ୍ୟ ବିରଳ ।ରାସ୍ତାର କଥା ହେଉ କି ଚିକିତ୍ସାର କଥା, ପାନୀୟ ଜଳର ସୁବିଧା ହେଉ କି ଲୋକଙ୍କ ଜୀବନ ଜୀବିକା ।ଏହି କାରଣରୁ ଲୋକେ ଦାଦନ କରିବାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡ଼ି ପରିବାର ସର୍ବହରା ହେଇପଡୁଛି।

2 hrs ago
user_Raju kumar patel
Raju kumar patel
News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
2 hrs ago

ଆଜି ମଧ୍ୟ ଚିକିତ୍ସା କୁ ନେଇ ଖଟରେ ବୋହା ହେଉଛନ୍ତି ରୋଗୀ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଆଜି ମଧ୍ୟ ବିରଳ ।ରାସ୍ତାର କଥା ହେଉ କି ଚିକିତ୍ସାର କଥା, ପାନୀୟ ଜଳର ସୁବିଧା ହେଉ କି ଲୋକଙ୍କ ଜୀବନ ଜୀବିକା ।ଏହି କାରଣରୁ ଲୋକେ ଦାଦନ କରିବାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡ଼ି ପରିବାର ସର୍ବହରା ହେଇପଡୁଛି।

More news from ଓଡ଼ିଶା and nearby areas
  • ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଆଜି ମଧ୍ୟ ବିରଳ ।ରାସ୍ତାର କଥା ହେଉ କି ଚିକିତ୍ସାର କଥା, ପାନୀୟ ଜଳର ସୁବିଧା ହେଉ କି ଲୋକଙ୍କ ଜୀବନ ଜୀବିକା ।ଏହି କାରଣରୁ ଲୋକେ ଦାଦନ କରିବାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡ଼ି ପରିବାର ସର୍ବହରା ହେଇପଡୁଛି।
    1
    ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଆଜି ମଧ୍ୟ ବିରଳ ।ରାସ୍ତାର କଥା ହେଉ କି ଚିକିତ୍ସାର କଥା, ପାନୀୟ ଜଳର ସୁବିଧା ହେଉ  କି ଲୋକଙ୍କ ଜୀବନ ଜୀବିକା ।ଏହି କାରଣରୁ ଲୋକେ ଦାଦନ କରିବାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡ଼ି ପରିବାର ସର୍ବହରା ହେଇପଡୁଛି।
    user_Raju kumar patel
    Raju kumar patel
    News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • ସରକାର ଜନ ସାଧାରଣ ଙ୍କ ହିତ ପାଇଁ ରାଜ୍ୟ ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କରି ଥିବା ବେଳେ କେତେକ ଗରିବ ଶ୍ରେଣୀ ର ଜନ ସାଧାରଣ ଏହି ମୌଳିକ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ର ଶ୍ରୀମତି ସୁସ୍ମିତା ନାଏକ ସ୍ୱାମୀ ସୁରେଶ ନାଏକ ଙ୍କ ନାଁ ରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଟିଏ ନାହିଁ l ଏହି ପରିବାର ଗରିବ ଶ୍ରେଣୀ ର ହୋଇଥିବା ବେଳେ ନୀତି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା କହିଛନ୍ତି l ମନରେଗା କାମ କାମ କରିବା ପାଇଁ ଚାହିଁଲେ ବି ତାଙ୍କ ନାଁ ରେ ଜବକାର୍ଡ ଟିଏ ହେଲେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୁବିଧା ନ ହେବା ଚିନ୍ତାର ବିଷୟ ପାଲଟିଛି l ରାସନ କାର୍ଡ ପାଇଁ ପଞ୍ଜିକରଣ କରି ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ନିବାହିଁ ଅଧିକାରୀ ଙ୍କୁ ପଞ୍ଜିକରଣ କାଗଜ ଦେଇଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସୁରେଶ ନାଏକ କହିଛନ୍ତି । ଜଣେ ଖଟିଖିଆ ଦିନ ମଜୁରିଆ ଙ୍କୁ ଏପରି ଭାବରେ ତଳିତଳାନ୍ତ ହେଉଥିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚା ହେଉଛି ।ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
    1
    ସରକାର ଜନ ସାଧାରଣ ଙ୍କ ହିତ ପାଇଁ ରାଜ୍ୟ ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କରି ଥିବା ବେଳେ କେତେକ ଗରିବ ଶ୍ରେଣୀ ର ଜନ ସାଧାରଣ ଏହି ମୌଳିକ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ର ଶ୍ରୀମତି ସୁସ୍ମିତା ନାଏକ ସ୍ୱାମୀ ସୁରେଶ ନାଏକ ଙ୍କ ନାଁ ରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଟିଏ ନାହିଁ l ଏହି ପରିବାର ଗରିବ ଶ୍ରେଣୀ ର ହୋଇଥିବା ବେଳେ ନୀତି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା କହିଛନ୍ତି l ମନରେଗା କାମ କାମ କରିବା ପାଇଁ ଚାହିଁଲେ ବି ତାଙ୍କ ନାଁ ରେ ଜବକାର୍ଡ ଟିଏ ହେଲେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୁବିଧା ନ ହେବା ଚିନ୍ତାର ବିଷୟ ପାଲଟିଛି l ରାସନ କାର୍ଡ ପାଇଁ ପଞ୍ଜିକରଣ କରି ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ନିବାହିଁ ଅଧିକାରୀ ଙ୍କୁ ପଞ୍ଜିକରଣ କାଗଜ ଦେଇଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସୁରେଶ ନାଏକ କହିଛନ୍ତି । ଜଣେ ଖଟିଖିଆ ଦିନ ମଜୁରିଆ ଙ୍କୁ ଏପରି ଭାବରେ ତଳିତଳାନ୍ତ ହେଉଥିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚା ହେଉଛି ।ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    19 hrs ago
  • ବ୍ରାହ୍ମଣି ତରଙ୍ଗ -ସୁନ୍ଦରଗଡ ଜିଲ୍ଲାର ପ୍ରସିଦ୍ଧ ଘୋଗର ଶୈବ ପୀଠ ନିକଟରେ ଥିବା ପଦ୍ମ ପୋଖରୀ ଟି ଅତି ଜର୍ଜ ରିତ ଅବସ୍ଥାରେ ପଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି!ପ୍ରାପ୍ତ ସୂଚନା ଅନୁଯାଇ 115 ବର୍ଷ ତଳେ ସୁନ୍ଦର ଗଡ଼ ରାଜା ମନ୍ଦିରରେ ପୂଜା କରୁଥିବା ପୂଜାରୀ ମାନଙ୍କ ଗାଧେଇବା ପାଇଁ ଓ ପଶୁ ପକ୍ଷୀଜଳ ପିଇବା ପାଇଁ ଏହି ପୋଖରୀ ଟି କରି ଥିଲେ!ତେଣୁ 2000ମସିହା ରେ ପଂଚାୟତ କତୃପକ୍ଷ ଏହାର ମରାମତି କରି ଥିଲେ!, ତେବେ ଗ୍ରାମ ବାସି ଏହି ପୋଖରୀ ରୁ ମାଛ ମାରିବା ଶହ ପୋଖରୀ ରେ ଫୁଟୁ ଥିବା ପଦ୍ମ ଫୁଲ ତୋଳି ବିକ୍ରି କରି ନିଜର ପରିବାର ପୋଷୁଥିଲେ!ତେବେ ବର୍ତମାନ ପୋଖରୀ ରେ କଡେ କଡେ ଅନା ବନା ଗଛ ଉଠି ଓ ପଙ୍କରେ ପୋଖରୀ ଭର୍ତି ଥିବାରୁ ଗ୍ରାମ ବାସି ଆଉ ପୋଖରୀ କୁ ବ୍ୟବହାର କରୁ ପାରୁ ନାହାନ୍ତି!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ସମାଧାନ ନିମନ୍ତେ ଦାବୀ କରିଛନ୍ତି "
    1
    ବ୍ରାହ୍ମଣି ତରଙ୍ଗ -ସୁନ୍ଦରଗଡ ଜିଲ୍ଲାର ପ୍ରସିଦ୍ଧ ଘୋଗର ଶୈବ ପୀଠ ନିକଟରେ ଥିବା ପଦ୍ମ ପୋଖରୀ ଟି ଅତି ଜର୍ଜ ରିତ ଅବସ୍ଥାରେ ପଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି!ପ୍ରାପ୍ତ ସୂଚନା ଅନୁଯାଇ 115 ବର୍ଷ ତଳେ ସୁନ୍ଦର ଗଡ଼ ରାଜା ମନ୍ଦିରରେ ପୂଜା କରୁଥିବା ପୂଜାରୀ ମାନଙ୍କ ଗାଧେଇବା ପାଇଁ ଓ ପଶୁ ପକ୍ଷୀଜଳ ପିଇବା ପାଇଁ ଏହି ପୋଖରୀ ଟି କରି ଥିଲେ!ତେଣୁ 2000ମସିହା ରେ ପଂଚାୟତ କତୃପକ୍ଷ ଏହାର ମରାମତି କରି ଥିଲେ!, ତେବେ ଗ୍ରାମ ବାସି ଏହି ପୋଖରୀ ରୁ ମାଛ ମାରିବା ଶହ ପୋଖରୀ ରେ ଫୁଟୁ ଥିବା ପଦ୍ମ ଫୁଲ ତୋଳି ବିକ୍ରି କରି ନିଜର ପରିବାର ପୋଷୁଥିଲେ!ତେବେ ବର୍ତମାନ ପୋଖରୀ ରେ କଡେ କଡେ ଅନା ବନା ଗଛ ଉଠି ଓ ପଙ୍କରେ ପୋଖରୀ ଭର୍ତି ଥିବାରୁ ଗ୍ରାମ ବାସି ଆଉ ପୋଖରୀ କୁ ବ୍ୟବହାର କରୁ ପାରୁ ନାହାନ୍ତି!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ସମାଧାନ ନିମନ୍ତେ ଦାବୀ କରିଛନ୍ତି "
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    15 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • यूपी के गोंडा रहस्यमय ढंग से कल शाम से गायब 4 मासूम बच्चे आज दोपहर में मिले सरसों के खेत में। बच्चों के न मिलने से जिला व पुलिस प्रशासन के फूले थे हाथ पांव। लगातार खोजबीन में जुटी थी जिले भर की कई टीमें। बच्चों के सकुशल मिलने से ग्रामीणों ने ली राहत की सांस। परिजनों के चेहरे चमके। #GondaPolice #UPPolice #UttarPradesh
    1
    यूपी के गोंडा रहस्यमय ढंग से कल शाम से गायब 4 मासूम बच्चे आज दोपहर में मिले सरसों के खेत में। बच्चों के न मिलने से जिला व पुलिस प्रशासन के फूले थे हाथ पांव। लगातार खोजबीन में जुटी थी जिले भर की कई टीमें। बच्चों के सकुशल मिलने से ग्रामीणों ने ली राहत की सांस। परिजनों के चेहरे चमके। #GondaPolice #UPPolice #UttarPradesh
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    1
    Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    user_ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    Religious Book Store ଲାହୁଣିପଡା, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
  • ଫାଶୀମାଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
    1
    ଫାଶୀମାଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    15 hrs ago
  • ସ୍ୱାଧୀନତା ର ୭୬ବର୍ଷ ବିତିଗଲା ପରେ ମଧ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ଜନ ସାଧାରଣ ସରକାରୀ ମୌଳିକ ସୁବିଧା ରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି l ଆଗରୁ ଅଞ୍ଚଳ ର ରାସ୍ତା ଘାଟ ଯେମିତି ଥିଲା ସେହିପରି ଭାବରେ ଆଜି ମଧ୍ୟ ସେମିତି ରହିଛି l ଯୋଜନା ପରେ ଯୋଜନା ବିତି ଚାଲିଛି କିନ୍ତୁ ଗ୍ରାମାଞ୍ଚଳ ରେ କିଛି କାମ ହୋଇ ପାରିନି l ସରପଞ୍ଚ, ସମିତି ମେମ୍ବର ପଥଭ୍ରାନ୍ତ କଥା ବୋଲି ଜନ ସାଧାରଣ ଙ୍କ ଠାରୁ ଭୋଟ ସମୟ ରେଭୋଟ ନେଇ ସ୍ୱାର୍ଥପର କାମ କରି ଚାଲିଛନ୍ତି l ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ବାଲିଶଙ୍କରା ବ୍ଲକ କୁରେଇ ପଞ୍ଚାୟତ ଅନ୍ତର୍ଗତ ଦୂତ ପାନୀ (ସାପ କୁଣ୍ଡଳ )ତଳ ପଡା ରୁ ଉପର ପଡା କୁ ଯାଇଥିବା ରାସ୍ତା କଥା l ଏଠାରେ କିପରି ଜନ ସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି /
    1
    ସ୍ୱାଧୀନତା ର ୭୬ବର୍ଷ ବିତିଗଲା  ପରେ ମଧ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ଜନ ସାଧାରଣ  ସରକାରୀ ମୌଳିକ ସୁବିଧା ରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି l ଆଗରୁ ଅଞ୍ଚଳ ର ରାସ୍ତା ଘାଟ ଯେମିତି ଥିଲା ସେହିପରି ଭାବରେ ଆଜି ମଧ୍ୟ ସେମିତି ରହିଛି l ଯୋଜନା ପରେ ଯୋଜନା ବିତି ଚାଲିଛି କିନ୍ତୁ ଗ୍ରାମାଞ୍ଚଳ ରେ କିଛି କାମ ହୋଇ ପାରିନି l ସରପଞ୍ଚ, ସମିତି ମେମ୍ବର  ପଥଭ୍ରାନ୍ତ କଥା ବୋଲି ଜନ ସାଧାରଣ ଙ୍କ ଠାରୁ ଭୋଟ ସମୟ ରେଭୋଟ ନେଇ ସ୍ୱାର୍ଥପର କାମ କରି ଚାଲିଛନ୍ତି l ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ବାଲିଶଙ୍କରା ବ୍ଲକ କୁରେଇ ପଞ୍ଚାୟତ ଅନ୍ତର୍ଗତ ଦୂତ ପାନୀ (ସାପ କୁଣ୍ଡଳ )ତଳ ପଡା ରୁ ଉପର ପଡା କୁ ଯାଇଥିବା ରାସ୍ତା କଥା l ଏଠାରେ କିପରି ଜନ ସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି /
    user_Raju kumar patel
    Raju kumar patel
    News repoter ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.