ସରକାର ପକ୍ଷରୁ ମୁଳୁଥିବା ମୌଳିକ ସୁବିଧା ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ଲୋକେ ଆଜି ମଧ୍ୟ ବଞ୍ଚିତ ବଞ୍ଚିତ ସରକାର ଜନ ସାଧାରଣ ଙ୍କ ହିତ ପାଇଁ ରାଜ୍ୟ ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କରି ଥିବା ବେଳେ କେତେକ ଗରିବ ଶ୍ରେଣୀ ର ଜନ ସାଧାରଣ ଏହି ମୌଳିକ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ର ଶ୍ରୀମତି ସୁସ୍ମିତା ନାଏକ ସ୍ୱାମୀ ସୁରେଶ ନାଏକ ଙ୍କ ନାଁ ରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଟିଏ ନାହିଁ l ଏହି ପରିବାର ଗରିବ ଶ୍ରେଣୀ ର ହୋଇଥିବା ବେଳେ ନୀତି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା କହିଛନ୍ତି l ମନରେଗା କାମ କାମ କରିବା ପାଇଁ ଚାହିଁଲେ ବି ତାଙ୍କ ନାଁ ରେ ଜବକାର୍ଡ ଟିଏ ହେଲେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୁବିଧା ନ ହେବା ଚିନ୍ତାର ବିଷୟ ପାଲଟିଛି l ରାସନ କାର୍ଡ ପାଇଁ ପଞ୍ଜିକରଣ କରି ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ନିବାହିଁ ଅଧିକାରୀ ଙ୍କୁ ପଞ୍ଜିକରଣ କାଗଜ ଦେଇଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସୁରେଶ ନାଏକ କହିଛନ୍ତି । ଜଣେ ଖଟିଖିଆ ଦିନ ମଜୁରିଆ ଙ୍କୁ ଏପରି ଭାବରେ ତଳିତଳାନ୍ତ ହେଉଥିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚା ହେଉଛି ।ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

- ସରକାର ଜନ ସାଧାରଣ ଙ୍କ ହିତ ପାଇଁ ରାଜ୍ୟ ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କରି ଥିବା ବେଳେ କେତେକ ଗରିବ ଶ୍ରେଣୀ ର ଜନ ସାଧାରଣ ଏହି ମୌଳିକ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ର ଶ୍ରୀମତି ସୁସ୍ମିତା ନାଏକ ସ୍ୱାମୀ ସୁରେଶ ନାଏକ ଙ୍କ ନାଁ ରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଟିଏ ନାହିଁ l ଏହି ପରିବାର ଗରିବ ଶ୍ରେଣୀ ର ହୋଇଥିବା ବେଳେ ନୀତି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା କହିଛନ୍ତି l ମନରେଗା କାମ କାମ କରିବା ପାଇଁ ଚାହିଁଲେ ବି ତାଙ୍କ ନାଁ ରେ ଜବକାର୍ଡ ଟିଏ ହେଲେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୁବିଧା ନ ହେବା ଚିନ୍ତାର ବିଷୟ ପାଲଟିଛି l ରାସନ କାର୍ଡ ପାଇଁ ପଞ୍ଜିକରଣ କରି ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ନିବାହିଁ ଅଧିକାରୀ ଙ୍କୁ ପଞ୍ଜିକରଣ କାଗଜ ଦେଇଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସୁରେଶ ନାଏକ କହିଛନ୍ତି । ଜଣେ ଖଟିଖିଆ ଦିନ ମଜୁରିଆ ଙ୍କୁ ଏପରି ଭାବରେ ତଳିତଳାନ୍ତ ହେଉଥିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚା ହେଉଛି ।ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।1
- Post by Sandeep Barla1
- Post by Jitendra Muduli1
- ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ #LaneChangeSafely #RoadSafety #StayAlert #ComeHomeSafe1
- Post by Ghana Shyam Rana Digital Art1
- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଂଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ତର ନୀଳମଣି ଝାଙ୍କର ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।1
- ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ1
- राउरकेला पुलिस ने ड्रग्स के खिलाफ कड़ी कार्रवाई की! 🚔 आधी रात को एक बड़े ऑपरेशन में, राउरकेला पुलिस ने एक तेज़ रफ़्तार काफ़िले को रोका और राज्य की सीमाओं में तस्करी करके ले जाए जा रहे 502 KG से ज़्यादा गांजा ज़ब्त किया। 🌿🚫 ✅ 6 तस्करों को सलाखों के पीछे गिरफ्तार किया गया। ✅ 5 कारें (बोलेरो, डिज़ायर, ब्रेज़ा) ज़ब्त की गईं। ✅ कंधमाल से झारखंड/छत्तीसगढ़ तक के इंटरस्टेट रैकेट का भंडाफोड़ हुआ। हमारे शहर में ड्रग्स के लिए ज़ीरो टॉलरेंस! राउरकेला पुलिस #Rourkela #OdishaPolice #rourkelapolice #ndps #odisha1