Shuru
Apke Nagar Ki App…
ଜୟ ବଜରଙ୍ଗ ବଲି
ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
ଜୟ ବଜରଙ୍ଗ ବଲି
More news from ଓଡ଼ିଶା and nearby areas
- Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ1
- ବ୍ରାହ୍ମଣି ତରଙ୍ଗ -ସୁନ୍ଦରଗଡ ଜିଲ୍ଲାର ପ୍ରସିଦ୍ଧ ଘୋଗର ଶୈବ ପୀଠ ନିକଟରେ ଥିବା ପଦ୍ମ ପୋଖରୀ ଟି ଅତି ଜର୍ଜ ରିତ ଅବସ୍ଥାରେ ପଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି!ପ୍ରାପ୍ତ ସୂଚନା ଅନୁଯାଇ 115 ବର୍ଷ ତଳେ ସୁନ୍ଦର ଗଡ଼ ରାଜା ମନ୍ଦିରରେ ପୂଜା କରୁଥିବା ପୂଜାରୀ ମାନଙ୍କ ଗାଧେଇବା ପାଇଁ ଓ ପଶୁ ପକ୍ଷୀଜଳ ପିଇବା ପାଇଁ ଏହି ପୋଖରୀ ଟି କରି ଥିଲେ!ତେଣୁ 2000ମସିହା ରେ ପଂଚାୟତ କତୃପକ୍ଷ ଏହାର ମରାମତି କରି ଥିଲେ!, ତେବେ ଗ୍ରାମ ବାସି ଏହି ପୋଖରୀ ରୁ ମାଛ ମାରିବା ଶହ ପୋଖରୀ ରେ ଫୁଟୁ ଥିବା ପଦ୍ମ ଫୁଲ ତୋଳି ବିକ୍ରି କରି ନିଜର ପରିବାର ପୋଷୁଥିଲେ!ତେବେ ବର୍ତମାନ ପୋଖରୀ ରେ କଡେ କଡେ ଅନା ବନା ଗଛ ଉଠି ଓ ପଙ୍କରେ ପୋଖରୀ ଭର୍ତି ଥିବାରୁ ଗ୍ରାମ ବାସି ଆଉ ପୋଖରୀ କୁ ବ୍ୟବହାର କରୁ ପାରୁ ନାହାନ୍ତି!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ସମାଧାନ ନିମନ୍ତେ ଦାବୀ କରିଛନ୍ତି "1
- Post by Jitendra Muduli1
- आज सुबह तकरीबन 10:30 बजे एक महिला चोर को गांव वालों ने पकड़ा इससे पहले भी उसे औरत को इस इलाके में देखा गया जिसके घर में चोरी हुई थी इस औरत को वह भी पहचान गए ऐसा उसे बस्ती के लोगों का कहना है. चंपुआ से मामूर अली खान की रिपोर्ट2
- ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଆଜି ମଧ୍ୟ ବିରଳ ।ରାସ୍ତାର କଥା ହେଉ କି ଚିକିତ୍ସାର କଥା, ପାନୀୟ ଜଳର ସୁବିଧା ହେଉ କି ଲୋକଙ୍କ ଜୀବନ ଜୀବିକା ।ଏହି କାରଣରୁ ଲୋକେ ଦାଦନ କରିବାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡ଼ି ପରିବାର ସର୍ବହରା ହେଇପଡୁଛି।1
- यूपी के गोंडा रहस्यमय ढंग से कल शाम से गायब 4 मासूम बच्चे आज दोपहर में मिले सरसों के खेत में। बच्चों के न मिलने से जिला व पुलिस प्रशासन के फूले थे हाथ पांव। लगातार खोजबीन में जुटी थी जिले भर की कई टीमें। बच्चों के सकुशल मिलने से ग्रामीणों ने ली राहत की सांस। परिजनों के चेहरे चमके। #GondaPolice #UPPolice #UttarPradesh1
- bachcha logo ke nakhare1
- Post by Jitendra Muduli1