logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖଣ୍ଡୋକଟା ସରସ୍ବତୀ ବିଦ୍ୟାମନ୍ଦିର ରେ ବାର୍ଷିକୋତ୍ସବ ପାଳିତ

9 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
9 hrs ago

ଖଣ୍ଡୋକଟା ସରସ୍ବତୀ ବିଦ୍ୟାମନ୍ଦିର ରେ ବାର୍ଷିକୋତ୍ସବ ପାଳିତ

More news from ଓଡ଼ିଶା and nearby areas
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    17 hrs ago
  • दिल्ली-गुरुग्राम-जयपुर हाईवे NH-48 पर एक थार SUV के साइन बोर्ड में घुसने का वीडियो सोशल मीडिया पर तेजी से वायरल हो रहा है। वीडियो में गाड़ी तेज रफ्तार से अनियंत्रित होकर सड़क किनारे के बड़े बोर्ड से टकराती नजर आ रही है, लेकिन इसकी प्रामाणिकता सिद्ध नहीं हुई है। घटना का विवरणवीडियो में NH-48 का साइन बोर्ड दिख रहा है, जहां थार जयपुर की ओर जाती हुई प्रतीत होती है। सोशल मीडिया यूजर्स ने इसे 'थार वालों के कारनामे' करार दिया है। कोई आधिकारिक पुष्टि या चश्मदीद बयान उपलब्ध नहीं है। पुलिस या प्रशासन की ओर से कोई रिपोर्ट जारी नहीं हुई। वीडियो Al-जनरेटेड या एडिटेड होने के संकेत मिले हैं, क्योंकि बोर्ड का टेक्स्ट अस्पष्ट है। पिछले थार हादसों से इसका कोई संबंध नहीं पाया गया।
    1
    दिल्ली-गुरुग्राम-जयपुर हाईवे NH-48 पर एक
थार SUV के साइन बोर्ड में घुसने का वीडियो सोशल मीडिया पर तेजी से वायरल हो रहा है। वीडियो में गाड़ी तेज रफ्तार से अनियंत्रित होकर सड़क किनारे के बड़े बोर्ड से टकराती नजर आ रही है, लेकिन इसकी प्रामाणिकता सिद्ध नहीं हुई है।
घटना का विवरणवीडियो में NH-48 का साइन बोर्ड दिख रहा है, जहां थार जयपुर की ओर जाती हुई प्रतीत होती है। सोशल मीडिया यूजर्स ने इसे 'थार वालों के कारनामे' करार दिया है। कोई आधिकारिक पुष्टि या चश्मदीद बयान उपलब्ध नहीं है।
पुलिस या प्रशासन की ओर से कोई रिपोर्ट जारी नहीं हुई। वीडियो Al-जनरेटेड या एडिटेड होने के संकेत मिले हैं, क्योंकि बोर्ड का टेक्स्ट अस्पष्ट है। पिछले थार हादसों से इसका कोई संबंध नहीं पाया गया।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ୨୦୨୬ ମସିହାର ମ୍ୟାଟ୍ରିକ ବୋଡ଼ ପରୀକ୍ଷା ବୌଦ୍ଧ ଜିଲାର ବିଭନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା ପକ୍ଷରୁ ଆୟୋଜିତ ପରୀକ୍ଷା ବୌଦ୍ଧ ଜିଲ୍ଲାର ୩୩ଟି କେନ୍ଦ୍ରରେ ସୁଚାରୁ ରୂପେ ଗୁରୁବାର ଦିନ ମାତୃଭାଷା ଓଡ଼ିଆ ରୁ ଆରାମ୍ଭ ହୋଇଛି। ଉକ୍ତ ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ 19ରୁ ମାର୍ଚ୍ଚ 3ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ 33ଗୋଟି ସେଣ୍ଟର ରେ ସମୁଦାୟ 6601 ଜଣ ରେଗୁଲାର ଓ 16ଜଣ ଏକ୍ସ ରେଗୁଲାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ରେ 8ଟି ପରୀକ୍ଷା କେନ୍ଦ୍ରରେ ମୋଟ 1612 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 1611 ଜଣ ରେଗୁଲାର ଓ 1ଜଣ ଏକ୍ସ ରେଗୁଲାର ଉପସ୍ଥିତ ହୋଇ ପରୀକ୍ଷା ଦେଇଛନ୍ତି। ଏହି ଆଠ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାବା ବାଦ୍ୟନାଥ ନୋଡାଲ ହାଇସ୍କୁଲ ସରସରା ଠାରେ 226ପରୀକ୍ଷାର୍ଥୀ, ୟୁ ଜି ହାଇସ୍କୁଲ ବାମଣ୍ଡା ରେ 182, ଗ୍ରାମପଞ୍ଚାୟତ ହାଇସ୍କୁଲ କୁସଙ୍ଗ ରେ 160,ସରକାରୀ ବାଳିକା ହାଇସ୍କୁଲ ବଡ଼ବନ୍ଧ ରେ 259 ଜଣ, ହରଭଙ୍ଗା ହାଇସ୍କୁଲ ରେ 241ଜଣ, ଲାଲ ବହାଦୁର ବିଦ୍ୟାପୀଠ ତିଲେଶ୍ୱର ଠାରେ 153,ପୁରୁଣାକଟକ ହାଇସ୍କୁଲ ରେ ରେଗୁଲାର 222ଓ ଏକ୍ସ ରେଗୁଲାର 1ଜଣ ସହିତ ସାଧୁ ଚରଣ ହାଇସ୍କୁଲ ବିରନରସିଂହ ପୁର ଠାରେ 168 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି lବ୍ଲକ ର ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଫ୍ଲାଇଂ ସ୍କ୍ୱାଡ୍, ମ୍ୟାଜିଷ୍ଟ୍ରେଟ୍ ଓ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ରଖାଯାଇଛି। ପ୍ରଶ୍ନପତ୍ର ନିରାପଦ ଭାବେ ପହଞ୍ଚାଇବା ଓ ସମୟମାନ୍ୟ ଭାବେ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ନକଲ ରୋକିବାକୁ କଡା ନଜର ଓ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଛି। ପରୀକ୍ଷାର୍ଥୀମାନେ ମଧ୍ୟ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଉଥିବା ଦେଖାଯାଇଛି।
    1
    ୨୦୨୬ ମସିହାର ମ୍ୟାଟ୍ରିକ ବୋଡ଼ ପରୀକ୍ଷା ବୌଦ୍ଧ ଜିଲାର ବିଭନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ 
ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା ପକ୍ଷରୁ ଆୟୋଜିତ ପରୀକ୍ଷା ବୌଦ୍ଧ ଜିଲ୍ଲାର ୩୩ଟି କେନ୍ଦ୍ରରେ ସୁଚାରୁ ରୂପେ ଗୁରୁବାର ଦିନ ମାତୃଭାଷା ଓଡ଼ିଆ ରୁ ଆରାମ୍ଭ ହୋଇଛି। ଉକ୍ତ ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ 19ରୁ ମାର୍ଚ୍ଚ 3ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ 33ଗୋଟି ସେଣ୍ଟର ରେ ସମୁଦାୟ 6601 ଜଣ ରେଗୁଲାର ଓ 16ଜଣ ଏକ୍ସ ରେଗୁଲାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ରେ 8ଟି ପରୀକ୍ଷା କେନ୍ଦ୍ରରେ ମୋଟ 1612 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 1611 ଜଣ ରେଗୁଲାର ଓ 1ଜଣ ଏକ୍ସ ରେଗୁଲାର ଉପସ୍ଥିତ ହୋଇ ପରୀକ୍ଷା ଦେଇଛନ୍ତି। ଏହି ଆଠ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାବା ବାଦ୍ୟନାଥ ନୋଡାଲ ହାଇସ୍କୁଲ ସରସରା ଠାରେ 226ପରୀକ୍ଷାର୍ଥୀ, ୟୁ ଜି ହାଇସ୍କୁଲ ବାମଣ୍ଡା ରେ 182, ଗ୍ରାମପଞ୍ଚାୟତ ହାଇସ୍କୁଲ କୁସଙ୍ଗ ରେ 160,ସରକାରୀ ବାଳିକା ହାଇସ୍କୁଲ ବଡ଼ବନ୍ଧ ରେ 259 ଜଣ, ହରଭଙ୍ଗା ହାଇସ୍କୁଲ ରେ 241ଜଣ, ଲାଲ ବହାଦୁର ବିଦ୍ୟାପୀଠ ତିଲେଶ୍ୱର ଠାରେ 153,ପୁରୁଣାକଟକ ହାଇସ୍କୁଲ ରେ ରେଗୁଲାର 222ଓ ଏକ୍ସ ରେଗୁଲାର 1ଜଣ ସହିତ ସାଧୁ ଚରଣ ହାଇସ୍କୁଲ ବିରନରସିଂହ ପୁର ଠାରେ 168 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି lବ୍ଲକ ର ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଫ୍ଲାଇଂ ସ୍କ୍ୱାଡ୍, ମ୍ୟାଜିଷ୍ଟ୍ରେଟ୍ ଓ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ରଖାଯାଇଛି। ପ୍ରଶ୍ନପତ୍ର ନିରାପଦ ଭାବେ ପହଞ୍ଚାଇବା ଓ ସମୟମାନ୍ୟ ଭାବେ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି l
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ନକଲ ରୋକିବାକୁ କଡା ନଜର ଓ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଛି। ପରୀକ୍ଷାର୍ଥୀମାନେ ମଧ୍ୟ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଉଥିବା ଦେଖାଯାଇଛି।
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ  ଉପାଧ୍ୟକ୍ଷ ନାରାୟଣ ଲୁହା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • dekhiye kaese phansi hai board me
    1
    dekhiye kaese phansi hai board me
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    9 hrs ago
  • ସୋନପୁର ଜିଲ୍ଲା ରାମପୁର ପୋଲିସ ର ବଡ଼ ସଫଳତା ୩୦ ଲିଟର ଦେଶିମଦ ଜବତ ସହିତ ଅଭିଯୁକ୍ତଙ୍କୁ କୋଟ ଚାଲାଣ l
    1
    ସୋନପୁର ଜିଲ୍ଲା ରାମପୁର ପୋଲିସ ର ବଡ଼ ସଫଳତା ୩୦ ଲିଟର ଦେଶିମଦ ଜବତ ସହିତ ଅଭିଯୁକ୍ତଙ୍କୁ କୋଟ ଚାଲାଣ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • भारत AI से डरता नहीं है; बल्कि, वह इसमें अपनी अच्छी किस्मत और एक बेहतर भविष्य देखता है। आज, भारत में वर्ल्ड-क्लास टैलेंट, मज़बूत एनर्जी कैपेसिटी और साफ़ पॉलिसी डायरेक्शन है: PM श्री @narendramodi जी #IndiaAIImpactSummit2026
    1
    भारत AI से डरता नहीं है; बल्कि, वह इसमें अपनी अच्छी किस्मत और एक बेहतर भविष्य देखता है। आज, भारत में वर्ल्ड-क्लास टैलेंट, मज़बूत एनर्जी कैपेसिटी और साफ़ पॉलिसी डायरेक्शन है: PM श्री @narendramodi जी
#IndiaAIImpactSummit2026
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ | ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ | ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ | ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ 20 ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ | ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l
    1
    କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ | ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି  ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ | ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ | ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ 20 ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ | ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    19 hrs ago
  • ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ସବୁଠି ପ୍ରସ୍ତୁତି ଚୁଡାନ୍ତ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲା ରେ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ବୀରମହାରାଜପୁର ଶିକ୍ଷା ଜିଲ୍ଲାରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସମୁଦାୟ ୧୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକ ରେ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ, ଜଟେସିଂହା ହାଇସ୍କୁଲ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ,ସୁବଳୟା ପିଏମଶ୍ରୀ ହାଇସ୍କୁଲ,ପିତମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ, ଲୁତୁରପଙ୍କ ହାଇସ୍କୁଲ ଓ ମୁର୍ଷୁଣ୍ଢୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି। ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି। ବୀରମହାରାଜପୁର ସଦର ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ରେ ୨୮୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ଥିବା ବେଳେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସୁବିଳୟା ଉଚ୍ଚ ବିଦ୍ୟାଳୟ ରେ ୪ ଜଣ ମଧ୍ୟମା ପରିକ୍ଷାର୍ଥୀ ଙ୍କୁ ମିଶାଇ ସମୁଦାୟ ୧୨୩ ଜଣ ପରୀକ୍ଷା ଦେବେ। ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ୨୨୯ ଜଣ , ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ , ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୧୮୧ ଜଣ ,ଜଟେସିଂହା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୯ ଓ ପିତାମହୁଲ ଉଚ୍ଚ ବିଦ୍ୟାଳୟରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କ ରେ ସି ସି କ୍ୟାମେରା ନଜର ରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯିଇଛି। ଏହା ସହିତ କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡେଇବା ପାଇଁ ଆରକ୍ଷୀ ବାହିନୀ ଙ୍କୁ ବିଭିନ୍ନ କେନ୍ଦ୍ର ରେ ମୁତୟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।
    2
    ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ସବୁଠି  ପ୍ରସ୍ତୁତି ଚୁଡାନ୍ତ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲା ରେ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ବୀରମହାରାଜପୁର ଶିକ୍ଷା ଜିଲ୍ଲାରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସମୁଦାୟ ୧୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକ ରେ  ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ, ଜଟେସିଂହା ହାଇସ୍କୁଲ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ,ସୁବଳୟା ପିଏମଶ୍ରୀ ହାଇସ୍କୁଲ,ପିତମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ, ଲୁତୁରପଙ୍କ ହାଇସ୍କୁଲ ଓ ମୁର୍ଷୁଣ୍ଢୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି। ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି।  ବୀରମହାରାଜପୁର ସଦର  ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ରେ ୨୮୩  ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ଥିବା ବେଳେ ବୀରମହାରାଜପୁର ସରକାରୀ  ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ  ୧୬୨  ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସୁବିଳୟା ଉଚ୍ଚ ବିଦ୍ୟାଳୟ ରେ  ୪ ଜଣ ମଧ୍ୟମା ପରିକ୍ଷାର୍ଥୀ ଙ୍କୁ ମିଶାଇ ସମୁଦାୟ   ୧୨୩ ଜଣ ପରୀକ୍ଷା ଦେବେ। ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ  ରେ ୨୨୯ ଜଣ , ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ , ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୧୮୧ ଜଣ  ,ଜଟେସିଂହା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ  ୧୬୯ ଓ ପିତାମହୁଲ ଉଚ୍ଚ ବିଦ୍ୟାଳୟରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।  ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କ ରେ ସି ସି କ୍ୟାମେରା ନଜର ରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ପାଇଁ  ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯିଇଛି।  ଏହା ସହିତ କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡେଇବା ପାଇଁ ଆରକ୍ଷୀ ବାହିନୀ ଙ୍କୁ ବିଭିନ୍ନ କେନ୍ଦ୍ର ରେ ମୁତୟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.