ଏଥର_ସୁସ୍ଥ_ହେବା_ପକ୍କା ! #ଡାକ୍ତର_ମନାକଲେ_ଡାକିଲା_ଜଗା ଯେଉଁଠି ବିଜ୍ଞାନ ହାରିଯାଇଛି, ସେଇଠି ଏ ବଡ଼ଦାଣ୍ଡ କୋଳେଇ ନେଇଛି । ଡାକ୍ତର ଆଶା ଛାଡ଼ି ଫେରାଇଦେବା ପରେ ବ୍ରହ୍ମାଣ୍ଡର ମାଲିକ ନିଜେ ତାଙ୍କ ପାଖକୁ ଡାକିଛନ୍ତି । ଏ ମା’ ପାଇଁ ଦୁଃଖର ଦିନଟା ବୋଧହୁଏ ସରିସରି ଆସୁଛି । ସେଥିପାଇଁ ତ ଶ୍ରୀମନ୍ଦିରକୁ ନଯାଇପାରୁଥିଲେ ମଧ୍ୟ ସିଂହଦ୍ବାର ପାଖରୁ ପତିତପାନଙ୍କ ଚକାଚକା ଆଖିକୁ ଦେଖି ନିଜର ନିସ୍ତେଜ ଚର୍ମ ଚକ୍ଷ୍ୟୁରେ ଲୁହଗୁଡ଼ାକ ଝରାଇ ପକାଉଛନ୍ତି । #HumanInterest_JhunuPanigrahi #ଏଥର_ସୁସ୍ଥ_ହେବା_ପକ୍କା ! #ଡାକ୍ତର_ମନାକଲେ_ଡାକିଲା_ଜଗା ଯେଉଁଠି ବିଜ୍ଞାନ ହାରିଯାଇଛି, ସେଇଠି ଏ ବଡ଼ଦାଣ୍ଡ କୋଳେଇ ନେଇଛି । ଡାକ୍ତର ଆଶା ଛାଡ଼ି ଫେରାଇଦେବା ପରେ ବ୍ରହ୍ମାଣ୍ଡର ମାଲିକ ନିଜେ ତାଙ୍କ ପାଖକୁ ଡାକିଛନ୍ତି । ଏ ମା’ ପାଇଁ ଦୁଃଖର ଦିନଟା ବୋଧହୁଏ ସରିସରି ଆସୁଛି । ସେଥିପାଇଁ ତ ଶ୍ରୀମନ୍ଦିରକୁ ନଯାଇପାରୁଥିଲେ ମଧ୍ୟ ସିଂହଦ୍ବାର ପାଖରୁ ପତିତପାନଙ୍କ ଚକାଚକା ଆଖିକୁ ଦେଖି ନିଜର ନିସ୍ତେଜ ଚର୍ମ ଚକ୍ଷ୍ୟୁରେ ଲୁହଗୁଡ଼ାକ ଝରାଇ ପକାଉଛନ୍ତି । #HumanInterest_JhunuPanigrahi #PuriNews_ShreeMandir #OdishaNews_Brahmapur #FaithStory_Jagannath #DivineFaith #WheelchairLife #NeurologicalDisorder #EmotionalStory #JhunuPanigrahi_PuriVisit #JagannathDarshan

- #ଏଥର_ସୁସ୍ଥ_ହେବା_ପକ୍କା ! #ଡାକ୍ତର_ମନାକଲେ_ଡାକିଲା_ଜଗା ଯେଉଁଠି ବିଜ୍ଞାନ ହାରିଯାଇଛି, ସେଇଠି ଏ ବଡ଼ଦାଣ୍ଡ କୋଳେଇ ନେଇଛି । ଡାକ୍ତର ଆଶା ଛାଡ଼ି ଫେରାଇଦେବା ପରେ ବ୍ରହ୍ମାଣ୍ଡର ମାଲିକ ନିଜେ ତାଙ୍କ ପାଖକୁ ଡାକିଛନ୍ତି । ଏ ମା’ ପାଇଁ ଦୁଃଖର ଦିନଟା ବୋଧହୁଏ ସରିସରି ଆସୁଛି । ସେଥିପାଇଁ ତ ଶ୍ରୀମନ୍ଦିରକୁ ନଯାଇପାରୁଥିଲେ ମଧ୍ୟ ସିଂହଦ୍ବାର ପାଖରୁ ପତିତପାନଙ୍କ ଚକାଚକା ଆଖିକୁ ଦେଖି ନିଜର ନିସ୍ତେଜ ଚର୍ମ ଚକ୍ଷ୍ୟୁରେ ଲୁହଗୁଡ଼ାକ ଝରାଇ ପକାଉଛନ୍ତି । #HumanInterest_JhunuPanigrahi #PuriNews_ShreeMandir #OdishaNews_Brahmapur #FaithStory_Jagannath #DivineFaith #WheelchairLife #NeurologicalDisorder #EmotionalStory #JhunuPanigrahi_PuriVisit #JagannathDarshan1
- ବାରିପଦା, ୧୦/୦୪ (ନିପ୍ର) :- ମୟୂରଭଞ୍ଜ ଜିଲ୍ଲାରେ ରେ ଚିନ୍ତା ବଢ଼ାଉଛି ଏନିମିଆ ବା ରକ୍ତହୀନତା। ଜିଲ୍ଲାରେ ୬୪ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ପୀଡ଼ିତ ଥିବାବେଳେ ଶିଶୁ ଙ୍କୁ ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା ୮୪ ହଜାର। ଯାହାକି ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲାକୁ ଏନିମିଆରୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା ଖିମଜି ଦୟା ଭାଇ ଆଣ୍ଡ କୋ.। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସହଯୋଗିତାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧିନରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ୍ ରେ ବୁଲି ଏହି ସଚେତନତା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଖିମଜି ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡକୁ ୧୬ଟି ଏନିମିଆ ପରୀକ୍ଷଣ ଯନ୍ତ୍ର ସହିତ ୧୬ ହଜାର ଟେଷ୍ଟିଙ୍ଗ କିଟ୍ ଓ ଅନ୍ୟାନ୍ୟ ଔଷଧ ପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ଶୁକ୍ରବାର ସ୍ଥାନୀୟ ସହିଦସ୍ମୃତି ଭବନ ଠାରେ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏଥି ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଓ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଦୁଇଟି ସଚେତନତା ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି। ଏଭଳି ଏକ ଚିନ୍ତାଜନକ ସ୍ଥିତିରେ ମୟୂରଭଞ୍ଜ କୁ ଏନିମିଆ ବା ରକ୍ତହୀନତା ଭଳି ଏକ ମାରାତ୍ମକ ବ୍ୟାଧିରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଖିମଜି ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା କୁ ପ୍ରଶଂସା କରିଛନ୍ତି ଅତିଥି ମାନେ। ଦୀର୍ଘ ୮୯ ବର୍ଷ ଧରି ମୟୂରଭଞ୍ଜ ର ଜନସାଧାରଣ ଯେଉଁଭଳି ଖିମଜୀ ସଂସ୍ଥାକୁ ବିଶ୍ୱାସ ଓ ଭଲପାଇବା ଦେଇଛନ୍ତି ତା ପ୍ରତିବଦଳ ସ୍ବରୂପ ଏଭଳି ଏକ ପରିସ୍ଥିତି ରେ ଖିମଜୀ ସଂସ୍ଥା ଜିଲ୍ଲାବାସୀ ଙ୍କୁ ଏକ ଉତ୍ତମ ସ୍ୱାସ୍ଥ୍ୟ ତଥା ସୁସ୍ଥ ସମାଜ ଦେବାକୁ ନିଜର କର୍ତ୍ତବ୍ୟ ବୋଲି ଖିମଜୀ ଦୟାଭାଇ କମ୍ପାନୀ ର ସି.ଇ.ଓ. ନିଶିଥ ନନ୍ଦା କହିଛନ୍ତି। #mayurbhanj #dlh_khabar #baripada1
- Post by Khabar1
- ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର? ବେଙ୍ଗଲ୍ ମହାଲଢ଼େଇ: ଏହି ନିର୍ବାଚନ କେମିତି ବଦଳାଇବ ଦେଶର ରାଜନୈତିକ ମାନଚିତ୍ର?1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 10.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- କରଞ୍ଜିଆ,୧୨/୪,(ପାର୍ଥ ପ୍ରଶନ୍ନ ମିଶ୍ର): ଖଣ୍ଡିଆଧର ଗ୍ରାମ ସଂଲଗ୍ନ ନାଳ ପାର୍ଶ୍ଵ ଜଙ୍ଗଲ ମାନଙ୍କରେ ବିପୁଳ ପରିମାଣର ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ,ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ସୁକୃଳି ଓଆଇସି ମୋନାଲିସା ସାମଲଙ୍କ ସହିତ ଏକ ମିଳିତ ଦଳ ଚଢ଼ାଉ କରିଥିଲା। ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ଏହି ସ୍ଥାନରୁ ୫ ହଜାର ୮ ଶହ କିଲୋ ପୋଚ ସହିତ ୪ ଶହ ୮୦ ଲିଟର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ଗୁଡ଼ିକ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୧୦/୨୬,୨୭ ନମ୍ୱରରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।1
- Post by Jitendra raj1
- Post by Rajib Behera1