ଗଞ୍ଜାମ ଜିଲ୍ଲା ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ l ଆସିକା,:(୧୪/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଦେଶରେ ଗୋ ମାତାଙ୍କୁ ଉପଯୁକ୍ତ ସୁରକ୍ଷା,ଭାରତରୁ ଗୋ ହତ୍ୟା –ସମ୍ପୂର୍ଣ ଭାବେ ବନ୍ଦ ସହ ଗୋ ସୁରକ୍ଷା ଏବଂ ଗୋ ମାତାଙ୍କୁ ରାଷ୍ଟ୍ରମାତା ର ସଂମ୍ମାନ ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂରୀ ବାଲିଘାଇ ଆଶ୍ରାମର କୃଷ୍ଣାନନ୍ଦ ଗିରି ମହାରାଜ, ଶ୍ରୀକାନ୍ତ ଗୌଡ଼ (ହିନ୍ଦୁ ଜାଗରଣ ମଞ୍ଚ) ଗଞ୍ଜାମ ଜିଲ୍ଲା. କାର୍ଯ୍ୟକର୍ତା,ସଭାପତି ବିମ୍ବାଧର ପାତ୍ର,ସମ୍ପାଦକ ନାରାୟଣ ରଥ, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ସାମ୍ବାଦିକ ହରିହର ପାଢ଼ୀ, ବୃନ୍ଦାବନ ବେହେରା, ବାବୁଲା ପାତ୍ର,ଶିବରାମ ମହାରଣା, ପ୍ରଦୀପ ପାତ୍ର,ପରମଗିରି, ମହାରାଜ , ଭେଙ୍କଟରମଣ ପାତ୍ର, ପ୍ରମୁଖ ଗୋ ଭକ୍ତ ଯୋଗ ଦେଇଥିଲେ । ଏପ୍ରେଲ ୨୭ ତାରିଖ ଦିନ କୁ ଗୋ ସମ୍ମାନ ଦିବସ ପାଳନ କରି ବାକୁ ରାଷ୍ଟ୍ର ପତି ଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀପତ୍ର ଦେବା ପାଇଁ ସ୍ଥିର ହୋଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ

- Babula Nanakଆସିକା, ଗଞ୍ଜାମ, ଓଡ଼ିଶାgood luck6 hrs ago
- Post by ନିମାଇଁ ଚରଣ ମହାରଣା1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.1
- Post by SOUMYA RANJAN1
- Post by Swapnendu Rout1
- ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର1
- Post by Manoj kumar baliyarsingh4
- ଅଁଳାଇ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ରେ ସାମିଲ ହେଲେ 100 ରୁ ଉର୍ଦ୍ଧ ମାନସିକ ବ୍ରତଧାରୀ ------------------------------------- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଂଚାୟତ ଅଧୀନ ଉଇଲ କିଶନ ନଗର ମା ଅଁଳାଇ ଦେବୀ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ଅଙ୍କୁରାରୋପଣ ଓ ମଣ୍ଡଳକରଣ ଗ୍ରାମରେ ପୂଜା ପାଉଥିବା ବିଭିନ୍ନ ଠାକୁର ଙ୍କୁ ନିମତ୍ରଣ କରାଯାଇଥିଲା l ଆଜି ଗ୍ରାମ କୁଳଗୁରୁ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ ର ଝାରିଆ ପୋଖରୀ ଠାରୁ ଶହେ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ପୋଖରୀରୁ ଜଳ କଳସ ଧରି ଗ୍ରାମ୍ୟ ପରିକ୍ରମା କରି ଶୋଭାଯାତ୍ରା ରେ ଆସିଥିଲେ l ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ର ଦାଣ୍ଡ l ଗ୍ରାମର ଭାଗବତ ଠାକୁର, ତ୍ରିନାଥ ଠାକୁର, ଧବଳେଶ୍ୱର ମହାଦେବ,ରାଧାକୃଷ୍ଣ ଆଦି ନିଜ ନିଜ ସୁସଜ୍ଜିତ ବିମାନ ରେ ଯଜ୍ଞ ସ୍ଥଳ କୁ ଯାଇଥିଲେ l ଏହି ଅବସରେ ବିଭିନ୍ନ ବାଣ ଫୁଟା , ରୋଷଣୀ କଳଘୋଡା ନୃତ୍ୟ, ବୁଢାବୁଢ଼ି ନୃତ୍ୟ କୁ ଦେଖିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଯଜ୍ଞ ସ୍ଥଳରେ ପହଂଚିବା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଓ ଅଗ୍ନି ସ୍ଥାପନ କରାଯାଇଥିଲା l ପରେ ଅପରାହ୍ନ ସମୟରେ ଯଜ୍ଞ କର୍ତ୍ତା ଆକାଶ ବିଶ୍ୱାଳ ଙ୍କ ଉପସ୍ଥିତି ରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଥିଲା l.ଏହି ବାର୍ଷିକ ଯଜ୍ଞ ଗ୍ରାମ ର ସମ୍ପାଦକ ସନାତନ ବିଶ୍ୱାଳ,ଙ୍କ ପରିଚାଳନା ରେ ଆୟୋଜନ ହେଉଥିଲା ବେଳେ ଆସନ୍ତାକାଲି ଅପରାହ୍ନ 5 ଟା ରେ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ ହେବା ପରେ ସମୂହ ପ୍ରସାଦ ସେବନ ହେବ ବୋଲି ପୁରୋହିତ ବିଶ୍ୱନାଥ ନନ୍ଦ ସୂଚନା ଦେଇଛନ୍ତି l1
- Post by SOUMYA RANJAN1
- Post by Manoj kumar baliyarsingh4