Shuru
Apke Nagar Ki App…
କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
Tuna Behera
କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
More news from ଓଡ଼ିଶା and nearby areas
- କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।1
- video like share comment follow kar please 🙏1
- Post by ମଳୟ ବେନୁଆଁ.1
- Post by HABIL DONGRI1
- ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- ମନ୍ତ୍ର ରେ କମ୍ପୁଛି ବିବାହ ମଣ୍ଡପ। ମଞ୍ଚ ରେ ରହିଛନ୍ତି ପ୍ରଶାସନ ସମେତ ରାଜନେତା। ବିବାହ କୁ ଆସିଛନ୍ତି ବରଯାତ୍ରୀ। ମନ୍ତ୍ର ସାଙ୍ଗକୁ ଶଙ୍ଖ ହୁଳହୁଳି ରେ କମ୍ପୁଛି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ର ବିବାହ ମଣ୍ଡପ।1
- କୋଟପାଡ଼ : ଦିନରେ ଅସହ୍ୟ ଗରମ ପରେ ସନ୍ଧ୍ୟାରେ ପ୍ରବଳ ବର୍ଷୀଲା1
- ଭୋଜି ଖାଇ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି1