Shuru
Apke Nagar Ki App…
ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ଦିବସ, ଆଗାମୀ ନିର୍ବାଚନ ପାଇଁ ପାଗ ବାନ୍ଧୁଛି ବିଜେଡ଼ି।
ମଳୟ ବେନୁଆଁ.
ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ଦିବସ, ଆଗାମୀ ନିର୍ବାଚନ ପାଇଁ ପାଗ ବାନ୍ଧୁଛି ବିଜେଡ଼ି।
More news from ଓଡ଼ିଶା and nearby areas
- ନୂଆପଡା ଜିଲ୍ଲା ରୁ ଏକ ଭାଇରାଲ ଭିଡ଼ିଓ ଜୋର ସୋର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।1
- ଫୁର୍ତ୍ତବିଭାଗ ପକ୍ଷରୁ ନୂତନ ରାସ୍ତା ନିର୍ମାଣ ର ଭିତ୍ତିପସ୍ତର ସ୍ଥାପନ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଖଇରମାଲ ରୁ ମାନପଦର ରାସ୍ତା ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ1
- Post by KOSAL TIMES1
- ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ତିନୋଟି ସ୍ଥାନରେ ନିଆଁ ଲାଗି ଯାଇଥିବା ବେଳେ ଟିଟିଲାଗଡ ରେଳ ଅଣ୍ଡର ବ୍ରିଜ ଉପର ରେଳ ଧାରଣା ରେ ନିଆଁ ଲାଗି ଯାଇଥିଲା। ରେଳ ଲାଇନ କଡ଼ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ବେଳେ ଏକ ବଡ ବିପଦ ଟଳି ଯାଇଛି। ରେଳ ଷ୍ଟେସନ ନିକଟ ରେ ତଥା ରେଳ ଲାଇନ କଡ଼ରେ ରେଳ ବିଭାଗ ତରଫରୁ ଅଳିଆ ଆବର୍ଜ୍ଜନା ରେ ନିଆଁ ବ୍ୟାପି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ନିଆଁ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଆୟତ୍ତ କରିଥିଲେ। ବିଭାଗୀୟ ଅଧିକାରୀ ଏ ସ୍ଥିତି ପୁନଃ ସୃଷ୍ଟି ନ ହେଉ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି1
- ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- କୋଟପାଡ଼ : ଦିନରେ ଅସହ୍ୟ ଗରମ ପରେ ସନ୍ଧ୍ୟାରେ ପ୍ରବଳ ବର୍ଷୀଲା1
- ଭେଜାପୁଟ ସ୍ଥିତ ମା ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ମା'ଙ୍କ ଦୈନନ୍ଦିନ ନୀତି ସହ ମାର୍ଜନା,ମହାସ୍ନାନ,ବେଶ, ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ରଙ୍କ ସହ ପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସରୋଜ କୁମାର ସ୍ବାଇଁ, ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ ଜେନା ପ୍ରମୁଖ କମିଟି କାର୍ଯ୍ୟକର୍ତ୍ତାଙ୍କ ସମେତ ମାର୍କେଟର ବ୍ୟବସାୟୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- ମନ୍ତ୍ର ରେ କମ୍ପୁଛି ବିବାହ ମଣ୍ଡପ। ମଞ୍ଚ ରେ ରହିଛନ୍ତି ପ୍ରଶାସନ ସମେତ ରାଜନେତା। ବିବାହ କୁ ଆସିଛନ୍ତି ବରଯାତ୍ରୀ। ମନ୍ତ୍ର ସାଙ୍ଗକୁ ଶଙ୍ଖ ହୁଳହୁଳି ରେ କମ୍ପୁଛି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ର ବିବାହ ମଣ୍ଡପ।1
- #ଆରମ୍ଭ_ହେବ_ଦମୟନ୍ତୀସାଗର_ପୁନଃରୁଦ୍ଧାର_କାଯ୍ୟ ଦମୟନ୍ତୀ ସାଗରର ପୁନଃରୁଦ୍ଧାର ନିମନ୍ତେ ସମୀକ୍ଷା ବୈଠକ1