logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ

on 13 March
user_AK14TV
AK14TV
ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
on 13 March

ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ

More news from ଓଡ଼ିଶା and nearby areas
  • ଉଦଯାପିତ ହେଲା ଦୁଲଣା ମହୋତ୍ସବ #spnewstvliveodia #breakingnews #bankinews
    1
    ଉଦଯାପିତ ହେଲା ଦୁଲଣା ମହୋତ୍ସବ #spnewstvliveodia #breakingnews #bankinews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    19 hrs ago
  • CBSE ଦଶମ ବୋର୍ଡରେ 96% ରଖି କୋଟପାଡ଼ ଟପ୍ପର ହେଲେ ବନ୍ଦନା ପ୍ରିୟଦର୍ଶନୀ ରଥ l ଡକ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବନ୍ଦନା #kotpadbreakingnews #CBSE_KOTPAD_TOPPER #ଆଜି_ପ୍ରକାଶ_ପାଇଲା_CBSE_ରେଜଲ୍ଟ #Cbse_kotpad_topper
    1
    CBSE ଦଶମ ବୋର୍ଡରେ 96% ରଖି କୋଟପାଡ଼ ଟପ୍ପର ହେଲେ ବନ୍ଦନା ପ୍ରିୟଦର୍ଶନୀ ରଥ l ଡକ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବନ୍ଦନା #kotpadbreakingnews #CBSE_KOTPAD_TOPPER 
#ଆଜି_ପ୍ରକାଶ_ପାଇଲା_CBSE_ରେଜଲ୍ଟ  #Cbse_kotpad_topper
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    16 hrs ago
  • ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ । ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର କରି ବସବାସ କରୁଥିଲେ । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ ୦୮/୦୯/୨୦୨୫ ରେ O.P.L.E କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି ନଂ ୨୩୯୧୭/୨୫ ରେ ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬ ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    1
    ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରଣପୁର ତହସିଲଦାର ଙ୍କୁ ଗ୍ରାମବାସୀ ଙ୍କ ବିରୋଧ ।  
ଗ୍ରାମବାସୀ ଙ୍କ ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ।
ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଲୋଧଚୁଆ  ରାଜସ୍ୱ ନିରୀକ୍ଷକଙ୍କ ସର୍କଲ ରେ ଥିବା ବାଙ୍କପୁର ମୈଜା ର ଖାତା ନଂ -୨୩୬,ପ୍ଲଟ ନଂ -୪୩୨ ବଗାୟତ ୨ ଅନାବାଦୀ କିସମ ଜମିକୁ ଗ୍ରାମବାସୀ ଭୋଗଦଖଲ କରିଆସୁଥିବା ବେଳେ ସେହି ଗ୍ରାମ ର ପୃଥିରାଜ ସାମନ୍ତରାୟ ଏହାକୁ ନିଜର  ପୈତୃକ ସମ୍ପତ୍ତି ବୋଲି ଦାବି କରି ଆସୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମ ର କିଛି ଗରିବ ଶ୍ରେଣୀ ର ବାସହୀନ ଲୋକଙ୍କୁ ଘର କରିବା ପାଇଁ ଦେଇଥିଲେ ଏବଂ କିଛି ଜଣ ମଧ୍ୟ ଏହି ଜାଗା ରେ ଘର  କରି ବସବାସ କରୁଥିଲେ   । ଏହାକୁ ନେଇ ପୃଥିରାଜ ସାମନ୍ତରାୟ ମାନ୍ୟବର ହାଇକୋର୍ଟ ଙ୍କ ନିକଟରେ  ୦୮/୦୯/୨୦୨୫ ରେ  O.P.L.E  କେସ ନଂ ୩୬/୨୫-୨୬ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ୨୯/୦୯/୨୦୨୫ ରେ ଚିଠି  ନଂ ୨୩୯୧୭/୨୫ ରେ  ନୟାଗଡ଼ ସବ୍ କଲେକ୍ଟର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ତହସିଲଦାର ଓ ଲୋଧଚୁଆ ରାଜସ୍ୱ ବିଭାଗ ଏହାର ତଦନ୍ତ କରି ସବ୍ କଲେକ୍ଟର ଙ୍କୁ ରିପୋର୍ଟ ଦେଲାପରେ ରଣପୁର ତହସିଲଦାର ୨୬/୦୩/୨୦୨୬  ଚିଠି ନଂ ୨୪୯୭ ରେ ଜବରଦଖଲକାରୀ ଙ୍କୁ  ଜାଗା ଖାଲି କରିବା ପାଇଁ  ନୋଟିସ ଦେଇଥିଲେ ।ଆଜି ରଣପୁର ତହସିଲଦାର ଏନଫୋର୍ସମେଣ୍ଟ ଟିମ୍ ର ସହାୟତା ରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ପରେ ରଣପୁର ତହସିଲଦାର ଓ ପୋଲିସ ଅଧିକାରୀ ଲୋକଙ୍କୁ ବୁଝସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ବାଧ୍ୟ ହୋଇ ପ୍ରଶାସନ ଆଜିର ଉଚ୍ଛେଦ ପ୍ରକ୍ରିୟା କୁ ସ୍ଥଗିତ ରଖିଥିବା ବେଳେ ରଣପୁର ପୋଲିସ ସରକାରୀ କାର୍ଯ୍ୟ ରେ ବାଧା ଦେବା ପାଇଁ ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
    user_Biswajit Nayak
    Biswajit Nayak
    Court reporter ରଣପୁର, ନୟାଗଡ଼, ଓଡ଼ିଶା•
    23 hrs ago
  • ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    1
    ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    user_Santunu chanda
    Santunu chanda
    Local News Reporter Kosagumuda•
    33 min ago
  • Post by Sujit Tripathy
    1
    Post by Sujit Tripathy
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    23 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    13 min ago
  • ତିଜିମାଳି ର ଦେଖନ୍ତୁ 🙏🙏🙏
    1
    ତିଜିମାଳି ର ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    16 hrs ago
  • ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।
    1
    ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଦ୍ରିଘ ଦିନ ହେଲା ଚାଲିଛି ପାଟ ବାଲିଯାତ୍ରା ଏହି ଯାତ୍ରା ଆସନ୍ତା ମାସ ୬ ତାରିଖ ଦିନ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଉପବାସ ରହି ଯାତ୍ରା କରି ନାଚି ଥାଆନ୍ତି ଅନେକ ଦେବାଦେବୀ।
    user_Santunu chanda
    Santunu chanda
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    15 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.