Shuru
Apke Nagar Ki App…
ଉଦିତନଗର ପୁଲିସ ଫାସରେ ୫ ଚେନ ଲୁଟେରା, ୩୮ ଗ୍ରାମ ସୁନା ସହ ବାଇକ ଜବତ
Rabindra Nayak
ଉଦିତନଗର ପୁଲିସ ଫାସରେ ୫ ଚେନ ଲୁଟେରା, ୩୮ ଗ୍ରାମ ସୁନା ସହ ବାଇକ ଜବତ
More news from ଓଡ଼ିଶା and nearby areas
- ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗୀତା । ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ। ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ କାର୍ଯ୍ୟ ତୁଲାଇଥିଲେ ।1
- *✰कच्चा मकान, नेत्रहीन माता-पिता और भूख का संघर्ष!✰* *एक गरीब परिवार की दर्दनाक हकीकत..* अवश्य देखिए पूरी वीडियो *AnnaPurna Muhim* YouTube Channel पर1
- P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra1
- -: ଗୁମାଡେରାରେ ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ :- ୨।୮।୨୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ଗୁମାଡେରାଠାରେ ଆସନ୍ତା ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗାଁ ଜମିଦାରଙ୍କ ବାସଭବନ ପ୍ରାଙ୍ଗଣରେ ଆଜି ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମିଦାର ବ୍ରଜକିଶୋର ସିଂଦେଓ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷ ଦୁର୍ଗା ପୂଜାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାରେ ପୀତାମ୍ବର ମେହେର ଓ ତାଙ୍କ ଧର୍ମପତ୍ନୀ ସୀତା ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମଣ୍ଡପ ପରିସରରେ ସୁନ୍ଦର ସାଜସଜ୍ଜା କରିବା ସହିତ ଭସାଣୀ ଶୋଭାଯାତ୍ରା, ପ୍ରସାଦ ବଣ୍ଟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସୁପ୍ରସିଦ୍ଧ ସାମାଜିକ ଯାତ୍ରା ଦଳ ଧଉଳି ଗଣନାଟ୍ୟ ପକ୍ଷରୁ ସାମାଜିକ ନାଟକ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି ପୂଜା କମିଟିରେ ସଭାପତି ଭାବରେ ଜମିଦାର ବ୍ରଜକିଶୋର ସିଂଦେଓ, ଉପସଭାପତି ଗୌନ୍ତିଆ ଦୁବରାଜ ନାଏକ, କହ୍ନେଇ ଚରଣ ସେଠ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ସେଠ, ସହସମ୍ପାଦକ ଗିରିଶ ଚନ୍ଦ୍ର ଜୟପୁରିଆ, ବିଶାଳ ପତି, କୋଷାଧ୍ୟକ୍ଷ କ୍ରିଷ୍ଣେନ୍ଦୁ ବିଶ୍ଵାସ, ସହକୋଷାଧ୍ୟକ୍ଷ ରବି ରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ପୀତବାସ ପ୍ରଧାନ, ପୃଥିବୀରାଜ ସିଂଦେଓ, କିଶୋର ସାହୁ, ଆରତୀ ରାଏ, ସୁବାସ ପ୍ରଧାନ, କାହ୍ନେୟା ଶର୍ମା, ଶରତ ଚନ୍ଦ୍ର ସାହୁ, ରମାକାନ୍ତ ମଲ୍ଲିକ, କୁନୁ ଭୋଇ, ପୁରୁଷୋତ୍ତମ ଭୋଇ, ମନୋଜ ଦାଶ, ଶଙ୍କର ପ୍ରଧାନ, ରବୀନ୍ଦ୍ର ବଢ଼େଇ, ଶ୍ରୀଧର ମାଣିକ, ଦେବାନନ୍ଦ ଡିଲା, ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ଗୋପୀନାଥ ନାଏକ, ପ୍ରବୀର ମୋଦକ, ମାଧ ସେଠ, ଜନକଲାଲ ବିଶ୍ୱାଳ, ବିକ୍ରମ ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।3
- ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ, ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....1
- ଉଦିତନଗର ପୁଲିସ ଫାସରେ ୫ ଚେନ ଲୁଟେରା, ୩୮ ଗ୍ରାମ ସୁନା ସହ ବାଇକ ଜବତ4