ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗୀତା । ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ। ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ କାର୍ଯ୍ୟ ତୁଲାଇଥିଲେ ।
ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗୀତା । ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ। ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ କାର୍ଯ୍ୟ ତୁଲାଇଥିଲେ ।
- ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗୀତା । ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ। ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ କାର୍ଯ୍ୟ ତୁଲାଇଥିଲେ ।1
- P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra1
- ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି। ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଧାୟକ ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।3
- ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.1
- *✰कच्चा मकान, नेत्रहीन माता-पिता और भूख का संघर्ष!✰* *एक गरीब परिवार की दर्दनाक हकीकत..* अवश्य देखिए पूरी वीडियो *AnnaPurna Muhim* YouTube Channel पर1
- ଦେବଗଡ଼ ତା.୦୧.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଳକ ପ୍ରାଥମିକ ବିଦ୍ୟାଳୟ ଓ ମନ୍ଦାକିନୀ ବାଳିକା ଉନ୍ନିତ ବିଦ୍ୟାଳୟ ଠାରେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା । ଦେବଗଡ଼ ତା.୦୧.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଳକ ପ୍ରାଥମିକ ବିଦ୍ୟାଳୟ ଓ ମନ୍ଦାକିନୀ ବାଳିକା ଉନ୍ନିତ ବିଦ୍ୟାଳୟ ଠାରେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ । ପ୍ରାଥମିକ ସ୍ତରର ମନ୍ଦାକିନୀ ପ୍ରାଥମିକ ବିଦ୍ୟାଳୟ ର ଭାନୁମତୀ ପଥୁରିଆ ୧ମ, ନୋଟାରି ଡେମ୍ ଏକାଡେମୀ ର ସାଇ ପ୍ରତୀକ୍ଷା ପାତ୍ର ୨ୟ, ଡିଭାଇନ୍ ପବ୍ଲିକ୍ ସ୍କୁଲ୍ ର ଦେବାଞ୍ଜନ ଜେନା ,କେନ୍ଦ୍ରୀୟ ବିଦ୍ୟାଳୟ ର ଆରାଧ୍ୟା ଶତପଥି ୩ୟ, ମଧ୍ୟ ଇଂରାଜୀ ସ୍ତର ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍ନିଗ୍ଧାରାଣୀ ପାତ୍ର ୧ମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଦେବସ୍ମିତା ପ୍ରଧାନ ୨ୟ, ଡିଭାଇନ୍ ପବ୍ଲିକ ସ୍କୁଲ ର ଶ୍ରଦ୍ଧାଞ୍ଜଳି ବିଶ୍ବାଳ ୩ୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ୧ମ, ବାଲଭାରତି ଇଂରାଜୀ ବିଦ୍ୟାଳୟ ର ସାହାନା ସଞ୍ଚିତ ସାହୁ ୨ୟ, ଜବାହାର ନବୋଦୟ ବିଦ୍ୟାଳୟ ର ରିତେଶ ସ୍ୱାଇଁ ୩ୟ, ମହାବିଦ୍ୟାଳୟ ସ୍ତରରେ ଆପ୍ରାଇଜ୍ ଉଚ୍ଚ ବିଦ୍ୟାଳୟର ଶୃଷ୍ଟି ଖଡିରତ୍ନ ୧ମ, ଏ ଏନ୍ ଏମ୍ ତାଲିମ ଶିବିର ର ଶିଳ୍ପା ପାତ୍ର,ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବର୍ଷାରାଣୀ ପ୍ରଧାନ୨ୟ, ଆଦର୍ଶ ମହାବିଦ୍ୟାଳୟ ର ସୁବାଶିଷ ବଡ଼ପଣ୍ଡା, ଆପ୍ରାଇଜ୍ ଉଚ୍ଚ ବିଦ୍ୟାଳୟର ବିଶ୍ୱଜିତ୍ ସ୍ୱାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ସମୀର ରଞ୍ଜନ ପ୍ରଧାନ, ସଭାପତି ଯୁବ ସେବକ ସଂଘ ପ୍ରଫୁଲ୍ଲ କୁମାର ନାୟକ , ଦେବଗଡ଼ ମହାବିଦ୍ୟାଳୟ ର ରଞ୍ଜନ କୁମାର ପ୍ରଧାନ, ସମ୍ପାଦକ ମ୍ୟୁଜିକା ସଙ୍ଗମ ଏଣ୍ଡ ସଙ୍ଗମ ବାସୁଦେବ ମିଶ୍ର , ଜାଗରଣ ଆର୍ଟ ଇଣ୍ଟରନେସନାଲ ସଦସ୍ୟ ଆମ୍ଳାଂଶୁ ପୂଜାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର,ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ଜନ୍ମାଜୟ ନାଏକ୍,ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ସଦସ୍ୟ ସଙ୍ଗୀତ ନାଟକ ଏକାଡେମୀ ହେମନ୍ତ କୁମାର ମହାପାତ୍ର , ସଦସ୍ୟ ଜିଲ୍ଲା ସଂସ୍କୃତି ପରିଷଦ ସୁମିତ୍ରା ପୁରୋହିତ ଓ ରୁପେନ୍ଦ୍ର କୁମାର ଗୁମାନସିଂ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ ।1
- ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।1