logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra

1 hr ago
user_Anuj Shrma
Anuj Shrma
Voice of people Ainthapali, Sambalpur•
1 hr ago

P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra

More news from Sambalpur and nearby areas
  • P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra
    1
    P24 NEWS EXPRESS | संबलपुरी दिवस विशेष

बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह

#P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra 
P24 NEWS EXPRESS | संबलपुरी दिवस विशेष
बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह
#P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • -: ଗୁମାଡେରାରେ ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ :- ୨।୮।୨୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ଗୁମାଡେରାଠାରେ ଆସନ୍ତା ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗାଁ ଜମିଦାରଙ୍କ ବାସଭବନ ପ୍ରାଙ୍ଗଣରେ ଆଜି ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମିଦାର ବ୍ରଜକିଶୋର ସିଂଦେଓ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷ ଦୁର୍ଗା ପୂଜାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାରେ ପୀତାମ୍ବର ମେହେର ଓ ତାଙ୍କ ଧର୍ମପତ୍ନୀ ସୀତା ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମଣ୍ଡପ ପରିସରରେ ସୁନ୍ଦର ସାଜସଜ୍ଜା କରିବା ସହିତ ଭସାଣୀ ଶୋଭାଯାତ୍ରା, ପ୍ରସାଦ ବଣ୍ଟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସୁପ୍ରସିଦ୍ଧ ସାମାଜିକ ଯାତ୍ରା ଦଳ ଧଉଳି ଗଣନାଟ୍ୟ ପକ୍ଷରୁ ସାମାଜିକ ନାଟକ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି ପୂଜା କମିଟିରେ ସଭାପତି ଭାବରେ ଜମିଦାର ବ୍ରଜକିଶୋର ସିଂଦେଓ, ଉପସଭାପତି ଗୌନ୍ତିଆ ଦୁବରାଜ ନାଏକ, କହ୍ନେଇ ଚରଣ ସେଠ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ସେଠ, ସହସମ୍ପାଦକ ଗିରିଶ ଚନ୍ଦ୍ର ଜୟପୁରିଆ, ବିଶାଳ ପତି, କୋଷାଧ୍ୟକ୍ଷ କ୍ରିଷ୍ଣେନ୍ଦୁ ବିଶ୍ଵାସ, ସହକୋଷାଧ୍ୟକ୍ଷ ରବି ରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ପୀତବାସ ପ୍ରଧାନ, ପୃଥିବୀରାଜ ସିଂଦେଓ, କିଶୋର ସାହୁ, ଆରତୀ ରାଏ, ସୁବାସ ପ୍ରଧାନ, କାହ୍ନେୟା ଶର୍ମା, ଶରତ ଚନ୍ଦ୍ର ସାହୁ, ରମାକାନ୍ତ ମଲ୍ଲିକ, କୁନୁ ଭୋଇ, ପୁରୁଷୋତ୍ତମ ଭୋଇ, ମନୋଜ ଦାଶ, ଶଙ୍କର ପ୍ରଧାନ, ରବୀନ୍ଦ୍ର ବଢ଼େଇ, ଶ୍ରୀଧର ମାଣିକ, ଦେବାନନ୍ଦ ଡିଲା, ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ଗୋପୀନାଥ ନାଏକ, ପ୍ରବୀର ମୋଦକ, ମାଧ ସେଠ, ଜନକଲାଲ ବିଶ୍ୱାଳ, ବିକ୍ରମ ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।
    3
    -: ଗୁମାଡେରାରେ ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ :-
୨।୮।୨୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ଗୁମାଡେରାଠାରେ ଆସନ୍ତା ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗାଁ ଜମିଦାରଙ୍କ ବାସଭବନ ପ୍ରାଙ୍ଗଣରେ ଆଜି ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମିଦାର ବ୍ରଜକିଶୋର ସିଂଦେଓ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷ ଦୁର୍ଗା ପୂଜାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାରେ ପୀତାମ୍ବର ମେହେର ଓ ତାଙ୍କ ଧର୍ମପତ୍ନୀ ସୀତା ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମଣ୍ଡପ ପରିସରରେ ସୁନ୍ଦର ସାଜସଜ୍ଜା କରିବା ସହିତ ଭସାଣୀ ଶୋଭାଯାତ୍ରା, ପ୍ରସାଦ ବଣ୍ଟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସୁପ୍ରସିଦ୍ଧ ସାମାଜିକ ଯାତ୍ରା ଦଳ ଧଉଳି ଗଣନାଟ୍ୟ ପକ୍ଷରୁ ସାମାଜିକ ନାଟକ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି ପୂଜା କମିଟିରେ ସଭାପତି ଭାବରେ ଜମିଦାର ବ୍ରଜକିଶୋର ସିଂଦେଓ, ଉପସଭାପତି ଗୌନ୍ତିଆ ଦୁବରାଜ ନାଏକ, କହ୍ନେଇ ଚରଣ ସେଠ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ସେଠ, ସହସମ୍ପାଦକ ଗିରିଶ ଚନ୍ଦ୍ର ଜୟପୁରିଆ, ବିଶାଳ ପତି, କୋଷାଧ୍ୟକ୍ଷ କ୍ରିଷ୍ଣେନ୍ଦୁ ବିଶ୍ଵାସ, ସହକୋଷାଧ୍ୟକ୍ଷ ରବି ରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ପୀତବାସ ପ୍ରଧାନ, ପୃଥିବୀରାଜ ସିଂଦେଓ, କିଶୋର ସାହୁ, ଆରତୀ ରାଏ, ସୁବାସ ପ୍ରଧାନ, କାହ୍ନେୟା ଶର୍ମା, ଶରତ ଚନ୍ଦ୍ର ସାହୁ, ରମାକାନ୍ତ ମଲ୍ଲିକ, କୁନୁ ଭୋଇ, ପୁରୁଷୋତ୍ତମ ଭୋଇ, ମନୋଜ ଦାଶ, ଶଙ୍କର ପ୍ରଧାନ, ରବୀନ୍ଦ୍ର ବଢ଼େଇ, ଶ୍ରୀଧର ମାଣିକ, ଦେବାନନ୍ଦ ଡିଲା, ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ଗୋପୀନାଥ ନାଏକ, ପ୍ରବୀର ମୋଦକ, ମାଧ ସେଠ, ଜନକଲାଲ ବିଶ୍ୱାଳ, ବିକ୍ରମ ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
  • ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ, ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....
    1
    ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,
ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ଅବସରରେ ସାଂସ୍କୃତିକ ଝଲକ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍‌ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍‌ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କ‌ହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।
    1
    ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ଅବସରରେ ସାଂସ୍କୃତିକ ଝଲକ 
ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ
ବରଗଡ଼ : ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍‌ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍‌ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କ‌ହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ 
ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • *✰कच्चा मकान, नेत्रहीन माता-पिता और भूख का संघर्ष!✰* *एक गरीब परिवार की दर्दनाक हकीकत..* अवश्य देखिए पूरी वीडियो *AnnaPurna Muhim* YouTube Channel पर
    1
    *✰कच्चा मकान, नेत्रहीन माता-पिता और भूख का संघर्ष!✰*
*एक गरीब परिवार की दर्दनाक हकीकत..*
अवश्य देखिए पूरी वीडियो *AnnaPurna Muhim* YouTube Channel पर
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    13 hrs ago
  • ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।
    1
    ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ 
କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.