logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳର ଦୁଇ ଗୋଟି ପଂଚାୟତରେ ଦୁଇ ପରିବାରର ଘର ପୋଡି ପାଉଁଶ. ରାଜସ୍ବ ନିରୀକ୍ଷକ ତଦନ୍ତକରି ଫେରିଲେ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ପଂଚାୟତ ଗୋହିରାଛୋଡ ଏବଂ ଚିତ୍ତଲପୁର ପଂଚାୟତ ପଞ୍ଚୁପଡା ଗାଁରେ ପୃଥକ ଭାବେ ଗୋଟିଏ ଲେଖାଏଁ ପରିବାର ର ଘର ଜଳି ପାଉଁଶ. ବହୁ ସାମଗ୍ରୀ ଭଷ୍ମୀଭୁତ. ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ କଲେ ପ୍ରାଥମିକ ତଦନ୍ତ.

7 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
7 hrs ago

ହିନ୍ଦୋଳର ଦୁଇ ଗୋଟି ପଂଚାୟତରେ ଦୁଇ ପରିବାରର ଘର ପୋଡି ପାଉଁଶ. ରାଜସ୍ବ ନିରୀକ୍ଷକ ତଦନ୍ତକରି ଫେରିଲେ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ପଂଚାୟତ ଗୋହିରାଛୋଡ ଏବଂ ଚିତ୍ତଲପୁର ପଂଚାୟତ ପଞ୍ଚୁପଡା ଗାଁରେ ପୃଥକ ଭାବେ ଗୋଟିଏ ଲେଖାଏଁ ପରିବାର ର ଘର ଜଳି ପାଉଁଶ. ବହୁ ସାମଗ୍ରୀ ଭଷ୍ମୀଭୁତ. ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ କଲେ ପ୍ରାଥମିକ ତଦନ୍ତ.

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପଂଚାୟତ ସାଳବଣୀ ସାହିରେ ଗତକାଲି ଅଗ୍ନିକାଣ୍ଡରେ ବିପର୍ଣ ପରିବାର ବର୍ଗଙ୍କୁ ଆଜି ପୂର୍ବତନ ସାଂସଦ ଭେଟି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଲେ. ଲୋକଙ୍କ ପାଇଁ ସେ ପକ୍କା ଘର ପାଇଁ ଦାବି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପଂଚାୟତ ସାଳବଣୀ ସାହିରେ ଗତକାଲି ଅଗ୍ନିକାଣ୍ଡରେ ବିପର୍ଣ ପରିବାର ବର୍ଗଙ୍କୁ ଆଜି  ପୂର୍ବତନ ସାଂସଦ ଭେଟି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଲେ. ଲୋକଙ୍କ ପାଇଁ ସେ ପକ୍କା ଘର ପାଇଁ ଦାବି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    17 min ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    1
    ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା ।  ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ
    1
    ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ
    user_Tapasdas 6372788705
    Tapasdas 6372788705
    Photographer ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    37 min ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ପଂଚାୟତ ଗୋହିରାଛୋଡ ଏବଂ ଚିତ୍ତଲପୁର ପଂଚାୟତ ପଞ୍ଚୁପଡା ଗାଁରେ ପୃଥକ ଭାବେ ଗୋଟିଏ ଲେଖାଏଁ ପରିବାର ର ଘର ଜଳି ପାଉଁଶ. ବହୁ ସାମଗ୍ରୀ ଭଷ୍ମୀଭୁତ. ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ କଲେ ପ୍ରାଥମିକ ତଦନ୍ତ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ପଂଚାୟତ ଗୋହିରାଛୋଡ ଏବଂ ଚିତ୍ତଲପୁର ପଂଚାୟତ ପଞ୍ଚୁପଡା ଗାଁରେ ପୃଥକ ଭାବେ ଗୋଟିଏ ଲେଖାଏଁ ପରିବାର ର ଘର ଜଳି ପାଉଁଶ. ବହୁ ସାମଗ୍ରୀ ଭଷ୍ମୀଭୁତ. ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ କଲେ ପ୍ରାଥମିକ ତଦନ୍ତ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.