Shuru
Apke Nagar Ki App…
ହିନ୍ଦୋଳ ନୂଆବଗ ପଞ୍ଚାୟତ ଶାଳବଣି ସାହିରେ ଅଗ୍ନି ବିପର୍ଣ ପରିବାର ବର୍ଗଙ୍କୁ ଭେଟି ସହାୟତର ହାତ ବଢ଼ାଇଲେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପଂଚାୟତ ସାଳବଣୀ ସାହିରେ ଗତକାଲି ଅଗ୍ନିକାଣ୍ଡରେ ବିପର୍ଣ ପରିବାର ବର୍ଗଙ୍କୁ ଆଜି ପୂର୍ବତନ ସାଂସଦ ଭେଟି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଲେ. ଲୋକଙ୍କ ପାଇଁ ସେ ପକ୍କା ଘର ପାଇଁ ଦାବି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି.
BIKRAM SAHU

More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପଂଚାୟତ ସାଳବଣୀ ସାହିରେ ଗତକାଲି ଅଗ୍ନିକାଣ୍ଡରେ ବିପର୍ଣ ପରିବାର ବର୍ଗଙ୍କୁ ଆଜି ପୂର୍ବତନ ସାଂସଦ ଭେଟି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଲେ. ଲୋକଙ୍କ ପାଇଁ ସେ ପକ୍କା ଘର ପାଇଁ ଦାବି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି.1
- Post by Ranjan hota1
- Post by Dipak Kumar Nayak4
- ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।1
- ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ1
- Post by Dhenkanal News1
- ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କନ୍ତାମିଲା ପଂଚାୟତ ଗୋହିରାଛୋଡ ଏବଂ ଚିତ୍ତଲପୁର ପଂଚାୟତ ପଞ୍ଚୁପଡା ଗାଁରେ ପୃଥକ ଭାବେ ଗୋଟିଏ ଲେଖାଏଁ ପରିବାର ର ଘର ଜଳି ପାଉଁଶ. ବହୁ ସାମଗ୍ରୀ ଭଷ୍ମୀଭୁତ. ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ କଲେ ପ୍ରାଥମିକ ତଦନ୍ତ.1