Shuru
Apke Nagar Ki App…
ଜଗତସିଂହପୁର ପୋଲିସ ଏକ ବଡ଼ ସାଇବର କ୍ରାଇମ୍ ଅପରାଧର ପର୍ଦ୍ଦାଫାସ କରିଛି। ଅତିରିକ୍ତ ଏସପି ରଞ୍ଜନ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
GANESH PANlGRAHl
ଜଗତସିଂହପୁର ପୋଲିସ ଏକ ବଡ଼ ସାଇବର କ୍ରାଇମ୍ ଅପରାଧର ପର୍ଦ୍ଦାଫାସ କରିଛି। ଅତିରିକ୍ତ ଏସପି ରଞ୍ଜନ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
More news from ଓଡ଼ିଶା and nearby areas
- ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା 12/5/2026 ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା 12/5/2026 👉ପଣାପାଣି ଯାତ୍ରାରେ ମା'ଙ୍କୁ ଦର୍ଶନ କରୁଥିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। 👉ବିଭିନ୍ନ ସାହିରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। #live_odisha_news_update #published_from #Braking_News1
- ଗଞ୍ଜାମର ଶେରଗଡ଼ ବ୍ଲକରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଧନନ୍ତର ଗ୍ରାମ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଧନନ୍ତର ନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ୨୭ଟି ସ୍କୁଲର ଟପ୍ପରଙ୍କୁ ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।2
- TMC ଗୁଣ୍ଡା ମାନଙ୍କ ଉପରେ ଦୃଢ଼ କାଯ୍ୟନୁଷ୍ଠାନ ପରେ ରାସ୍ତା ଅବରୋଧ TMC ଗୁଣ୍ଡା ମାନଙ୍କ ଉପରେ ଦୃଢ଼ କାଯ୍ୟନୁଷ୍ଠାନ ପରେ ରାସ୍ତା ଅବରୋଧ ହଟେଇବା ରେ ପୁଲିସ୍ ସଫଳ (କଲିକତା ) ହୋଇଛି।1
- ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ସାମିଲ ହୋଇଛନ୍ତି। ସେ ପ୍ରଭୁ ମଦନ ମୋହନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।1
- ଗଜପତି ଜିଲ୍ଲାର କାଶୀନଗର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଅଧୀକ୍ଷଣ ଯନ୍ତ୍ରୀ ତଦାରଖ କରିଛନ୍ତି। ଏହି ନିରୀକ୍ଷଣ ପ୍ରକଳ୍ପର ସୁରୁଖୁରୁରେ ସମ୍ପାଦନ ସୁନିଶ୍ଚିତ କରିବ।1
- ହିନ୍ଦୋଳ -ଗୁଡ଼ିଆକାଟେଣୀ ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ଏବଂ ବାଲିମୀ ପୋଲିସ ମିଳିତ ସହଯୋଗକ୍ରମେ ପଥଚାରୀଙ୍କୁ ଦହି ସର୍ବତ ବଣ୍ଟନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଖଜୁରିଆକଟା ମୁଖ୍ୟ ରାସ୍ତାରେ ଆଜି ଜୟ ଭୀମ ଅନୁଷ୍ଠାନ ସଦସ୍ୟ ଏବଂ ବାଲିମୀ ପୋଲିସ ସହାୟତା ରେ ଥଣ୍ଡା ପିଇବା ପାଣି ଏବଂ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ.1
- ଗଞ୍ଜାମର ଦୂର୍ବନ୍ଧ ଗାଁରେ ୧୫ ଦିନିଆ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଅସ୍ଥାୟୀ ମଣ୍ଡପରେ ମା'ଙ୍କ ଦର୍ଶନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।1
- ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୁର୍କେଲ ବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦେଇଛନ୍ତି। ଏହି ପ୍ରତିବାଦ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇଛି ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି।1
- Post by Bighne Rana1