logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ରେ ଗୁଳି ଫୁଟିଲା ବିକ୍ରମ ମହାରଣା(ବିକି) ନାମକ ଜଣେ ବ୍ୟକ୍ତି ମୃତ। କାରଣ ଅସ୍ପଷ୍ଟ। ସୋନପୁର ପୁଲିସ ତଦନ୍ତ ଜାରି ରଖିଛି। #BreakingNews #viralreelsシ #Birmaharajpur #rishitv #Gunpoint #highlight #Subarnapur

5 hrs ago
user_Ranjan hota
Ranjan hota
କୋଲିୟରୀ, ଅନୁଗୁଳ, ଓଡ଼ିଶା•
5 hrs ago

ବୀରମହାରାଜପୁର ରେ ଗୁଳି ଫୁଟିଲା ବିକ୍ରମ ମହାରଣା(ବିକି) ନାମକ ଜଣେ ବ୍ୟକ୍ତି ମୃତ। କାରଣ ଅସ୍ପଷ୍ଟ। ସୋନପୁର ପୁଲିସ ତଦନ୍ତ ଜାରି ରଖିଛି। #BreakingNews #viralreelsシ #Birmaharajpur #rishitv #Gunpoint #highlight #Subarnapur

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନା ରାସୋଳ ଚିତ୍ତଳପୁର ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଅଜଣା ଯୁବକ ଭାରସାମ୍ୟ ହରାଇ ପଡିଯିବା ପରେ ଗୁରୁତର. ଖବର ପାଇ ରାସୋଳ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଚିକିତ୍ସା କରିଥିବା ସୂଚନା.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନା ରାସୋଳ ଚିତ୍ତଳପୁର ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଅଜଣା ଯୁବକ ଭାରସାମ୍ୟ ହରାଇ ପଡିଯିବା ପରେ ଗୁରୁତର. ଖବର ପାଇ ରାସୋଳ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଚିକିତ୍ସା କରିଥିବା ସୂଚନା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    21 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
  • ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ" ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।।🙏🙏🙏 ।।
    1
    ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ"  ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି  ।।🙏🙏🙏 ।।
    user_Tapasdas 6372788705
    Tapasdas 6372788705
    Photographer ଢେଙ୍କାନାଳ•
    21 hrs ago
  • ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।
    1
    ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    19 hrs ago
  • ଆମ ମେଡିକାଲରେ ରୋଗ ଦେଖାଯାଏ, କାହା ପକେଟ୍ ଦେଖା ଯାଏନାହିଁ | ଓଡ଼ିଆ ଫିଲ୍ମ ଆଫା' ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଆମ ମେଡିକାଲରେ ରୋଗ ଦେଖାଯାଏ, କାହା ପକେଟ୍ ଦେଖା ଯାଏନାହିଁ | ଓଡ଼ିଆ ଫିଲ୍ମ ଆଫା'
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.