Shuru
Apke Nagar Ki App…
#ଜିଲ୍ଲାପାଳଙ୍କୁ_ଘେରିଲେ_ସୋନପୁର_ପଲିଟେକନିକର_ଛାତ୍ରୀଛାତ୍ର #rishitv #viralreelsシ #highlightseveryone #Subarnapur #polytechnic #student #subarnapurcollector #trendingreel #highlight ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।
Ranjan hota

More news from ଓଡ଼ିଶା and nearby areas
- Post by Ranjan hota1
- ଅମାନୁଷିକ ବାପା,ସୂର୍ଯ୍ୟମଣି ସାହୁ,ପ୍ରଥମ ସ୍ତ୍ରୀ ଓ ପୁଅ କୁ ଜୀବନ ନଷ୍ଟ କରି ଆଉ ଗୋଟିଏ ସ୍ତ୍ରୀ ରଖି କହୁଛି ,ମୁ କଂଗେସ ର ବଡ ନେତା,ଛି ଛି ରେ ପିତା1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #1
- Post by Dhenkanal News1
- ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ" ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।।🙏🙏🙏 ।।1
- Post by Dipak Kumar Nayak1
- ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।1
- Post by Ranjan hota1