ଶ୍ରମ ବିଭାଗ ର ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର ଅସ୍ତରଙ୍ଗBT -୨୧/୨ ,ଦିନକୁ ଦିନ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସରକାର ଶିଶୁ ଶ୍ରମିକ ଆଇନ କୁ କଠୋର କରିବା ସହିତ ବିଭିନ୍ନ ସମୟ ରେ ସଚେତନତା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଏହାର ଓଲଟା ଦୃଶ୍ୟ ଅନେକ ସମୟ ରେ ଦେଖିବାକୁ ମିଳୁଛି l ଶିଶୁ ମାନଙ୍କୁ ନେଇ ଅନେକ ବ୍ୟବସାୟିକ ଅନୁଷ୍ଠାନ ଶ୍ରମିକ ହିସାବରେ କାର୍ଯ୍ୟ ରେ ନିୟୋଜିତ କରିବା ଏକ ପ୍ରକାର ଧର୍ତ୍ତବ୍ୟ ଅପରାଧ ଥିବା ବେଳେ ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଏହାକୁ ବେଖାତିର କରୁଛନ୍ତି ଅନେକ ବ୍ୟବସାୟୀ l ଏହାକୁ ଦୃଷ୍ଟି ରେ ରଖି ଆଜି ପୁରୀ ଜିଲ୍ଲା ଶ୍ରମ ବିଭାଗ ଓ ଚାଇଲିଡ ହେଲ୍ପ ଲାଇନ ର ମିଳିତ ତିନି ଜଣିଆ ଟିମ୍ ଓ ଅସ୍ତରଙ୍ଗ ପୋଲିସ ବିଭାଗ ର ସହାୟତା ରେ ଅସ୍ତରଙ୍ଗ ଅଞ୍ଚଳ ରେ ଚାରି ଗୋଟି ସ୍ଥାନରେ ଚଢ଼ାଉ ଜାରି କରିଥିଲେ l ଇତି ମଧ୍ୟ ରେ ଅସ୍ତରଙ୍ଗ ମୁଖ୍ୟ ବଜାର ସ୍ଥିତ ଏକ ହୋଟେଲ ରୁ ଜଣେ ଶିଶୁ ଶ୍ରମିକ କୁ ଉଦ୍ଧାର କରି ଅସ୍ତରଙ୍ଗ ଥାନା ରେ ରଖିଥିଲେ, ଅସ୍ତରଙ୍ଗ ପୋଲିସ ର ପଚରା ଉଚରା ପରେ ଜଣାପଡିଥିଲା ସେ ପିଲା ର ଘର ମୟୁରଭଞ୍ଜ ରେ, ଉକ୍ତ ପିଲା କୁ ଉଦ୍ଧାର କରି ପୁରି ସିଡବ୍ଲୁସି ରେ ଛଡାଯାଇଛି l ଏହାପରେ ଉକ୍ତ ପିଲା ର ପରିବାର କୁ ଯୋଗାଯୋଗ କରି ତାକୁ ଛାଡି ଦିଆଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ର ଅତିରିକ୍ତ ଶ୍ରମ ଅଧିକାରୀ ଚିନ୍ମୟ ପ୍ରିୟଦର୍ଶୀ ଙ୍କ ନେତୃତ୍ୱ ରେ ଏହି ଶିଶୁ ବାଳକ ଶ୍ରମିକ କୁ ଉଦ୍ଧାର କରାଯିବା ପରେ ଆଗାମୀ ଦିନରେ ଘଟଣା ର ତଦନ୍ତ କରାଯାଇ ସମ୍ପୃକ୍ତ ହୋଟେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ତଦନ୍ତ କାରି ଦଳ l

- Post by Manoj kumar baliyarsingh4
- ବିଧାୟକଙ୍କ ଖର୍ଚ୍ଚ ମାସକୁ ୮/୧୦ ଲକ୍ଷ.. ଦରମା ବଢ଼ୁନଥିବାରୁ ମନଦୁଃଖ କଲେ ଆସ୍କା ବିଧାୟକ ସରୋଜ ପାଢ଼ୀ #AskaMLA #SalaryHike #OdishaPolitics #Aska #OdishaAssembly #SarojPadhi1
- Jay Jagannath 🙏1
- India.1
- ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl1
- କଟକ ଖାନନଗର କାଳୀ ମନ୍ଦିର ନିକଟରେ ଦେଖୁ ଦେଖୁ ଜଳିଗଲା ବୁଲେଟ୍। ଲିଭାଉ ଲିଭାଉ ଜଳି ଉଠିଲା ବୁଲେଟ୍। କିଏ କିଛି ଭାବିବା ଆଗରୁ ଝୋର୍ ସେ ଜଳି ଉଠିଲା ବୁଲେଟ୍।1
- କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।1
- Post by Manoj kumar baliyarsingh3