Shuru
Apke Nagar Ki App…
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଣ୍ଡୋକଟା ରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମପି ନୋମିନି ରୁଦ୍ରପ୍ରତାପ ଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ସଂକୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ କୁନି ସେଉଲ, ଯୁଗ୍ମ ସଂପାଦକ ସୁକାନ୍ତ ନାଏକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ନାଏକ,ପାରୁଆଭାଡି ପଞ୍ଚାୟତ ସରପଞ୍ଚ ସୁବାସିନୀ ଧାନ, ଅବସର ପ୍ରାପ୍ତ ବିଡ଼ିଓ ଜୟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ।
Hemanta bhainsa

More news from Sambalpur and nearby areas
- मध्य प्रदेश के धार जिले के कुक्षी क्षेत्र के अंतर्गत टकारी गांव मे सीमेंट फैक्ट्री का विरोध सैंपलिंग करने गई टीम पर जमकर हमला किया ग्रामीणों ने वाहनों पर,मोके पर पहुची कई थाना पुलिस टीम, फील हाल प्रसासन ने माहौल को शांत कराया है,1
- ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମପି ନୋମିନି ରୁଦ୍ରପ୍ରତାପ ଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ସଂକୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ କୁନି ସେଉଲ, ଯୁଗ୍ମ ସଂପାଦକ ସୁକାନ୍ତ ନାଏକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ନାଏକ,ପାରୁଆଭାଡି ପଞ୍ଚାୟତ ସରପଞ୍ଚ ସୁବାସିନୀ ଧାନ, ଅବସର ପ୍ରାପ୍ତ ବିଡ଼ିଓ ଜୟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ।1
- Post by Jitendra Muduli1
- ସମ୍ବଲପୁର ଏସପି ଙ୍କ ତତ୍ୱବଧାନରେ ପୋଲିସ କୁ ବଡ ସଫଳତା ୧୧୦ କୋଟି ଟଙ୍କାରୁ ଉର୍ଦ୍ଧ ସାଇବର ଠକେଇ ର କରିଛେ ପର୍ଦାଫାଶ, ପ୍ରାୟ ୧୫ ରୁ ଉର୍ଦ୍ଧ ଜଣ ଗିରଫ1
- ସୋନପୁର ଜିଲ୍ଲା ରାମପୁର ପୋଲିସ ର ବଡ଼ ସଫଳତା ୩୦ ଲିଟର ଦେଶିମଦ ଜବତ ସହିତ ଅଭିଯୁକ୍ତଙ୍କୁ କୋଟ ଚାଲାଣ l1
- ଦୃଷ୍ଟିହୀନ ବୁଲୁ ସାହୁଙ୍କୁ କେବେ ମିଲବା ସରକାରୀ ସହାୟତା1
- ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।1
- दिल्ली-गुरुग्राम-जयपुर हाईवे NH-48 पर एक थार SUV के साइन बोर्ड में घुसने का वीडियो सोशल मीडिया पर तेजी से वायरल हो रहा है। वीडियो में गाड़ी तेज रफ्तार से अनियंत्रित होकर सड़क किनारे के बड़े बोर्ड से टकराती नजर आ रही है, लेकिन इसकी प्रामाणिकता सिद्ध नहीं हुई है। घटना का विवरणवीडियो में NH-48 का साइन बोर्ड दिख रहा है, जहां थार जयपुर की ओर जाती हुई प्रतीत होती है। सोशल मीडिया यूजर्स ने इसे 'थार वालों के कारनामे' करार दिया है। कोई आधिकारिक पुष्टि या चश्मदीद बयान उपलब्ध नहीं है। पुलिस या प्रशासन की ओर से कोई रिपोर्ट जारी नहीं हुई। वीडियो Al-जनरेटेड या एडिटेड होने के संकेत मिले हैं, क्योंकि बोर्ड का टेक्स्ट अस्पष्ट है। पिछले थार हादसों से इसका कोई संबंध नहीं पाया गया।1