୨୦ ପ୍ରକାର ବ୍ୟଞ୍ଜନ ସହ ଦହି ପଖାଳର ପ୍ରୀତି ଭୋଜନ। ଗାଁ ଗହଳିରେ ଦେଖିବାକୁ ମିଳିଲା ଭରପୁର ଉତ୍ସାହ ଓ ଆନନ୍ଦର ପରିବେଶରେ ପଖାଳ ଦିବସ ପାଳନ କଲେ। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳକୁ ନେଇ ଘରେ ଘରେ ପାଳିତ ହେଲା ଏହି ବିଶେଷ ଦିନ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଜୟପୁରୁ ଗାଁରେ ଦୋଳଗୋବିନ୍ଦ ସାମନ୍ତରାୟଙ୍କ ପକ୍ଷରୁ ନିଆରା ଢଙ୍ଗରେ ପଖାଳ ଦିବସ ପାଳନ କରାଯାଇଥିଲା। ନିଜ ଖର୍ଚ୍ଚରେ ସେ ୨୦ ପ୍ରକାର ବ୍ୟଞ୍ଜନ ସହ ଦହି ପଖାଳ ପ୍ରସ୍ତୁତ କରି ଆଖପାଖର ବନ୍ଧୁବର୍ଗ ଓ ବରିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ପ୍ରୀତି ଭୋଜନରେ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ପଖାଳ ସହ ଆଳୁ ଚଟଣି, ବାଇଗଣ ଚଟଣି, ଭରତା, ବିଭିନ୍ନ ପ୍ରକାର ଭଜା, ଶାଗ ଓ ମାଛ ଭଜା ପରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। କଂସା ବେଲାରେ ଭାତକୁ ଦହି ସହ ପ୍ରସ୍ତୁତ କରି ପଖାଳ ତିଆରି କରାଯାଇଥିଲା, ଯାହା ଓଡ଼ିଆ ପରମ୍ପରାର ଏକ ଅଂଶ। ପଖାଳ ଦିବସ କେବଳ ଖାଦ୍ୟ ଉତ୍ସବ ନୁହେଁ, ଏହା ଓଡ଼ିଆ ଜାତିର ପରିଚୟ ଓ ସଂସ୍କୃତିର ପ୍ରତୀକ ବୋଲି ମତ ପ୍ରକାଶ ପାଇଛି।

- Post by Manoj kumar baliyarsingh4
- Post by Rajesh Samantaray1
- Post by ମାନସ କୁମାର ଦାସ1
- Post by NEWS MANORANJAN1
- ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।1
- ଗାନ୍ଧୀଜୀ ଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ (ଗାନ୍ଧୀ ଦିବସ ) ସ୍ଥାନ : ସ୍ୱରାଜ ଆଶ୍ରମ କଟକ ତା 23/03/2026 ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ ଉପଲକ୍ଷେ କଟକ ସ୍ଥିତ ସ୍ୱରାଜ ଆଶ୍ରମ ରେ ଗାନ୍ଧୀ ଦିବସ ଉତ୍ସବ ଗମ୍ବୀର ଓ ଗୌରବ ମୟ ପରିବେଶ ରେ ପାଳିତ ହୋଇ ଯାଇଛି, ଏହି ଅବସରରେ ଗାନ୍ଧୀ ଜିଙ୍କ ଆଦର୍ଶ ତାଙ୍କ ର ସତ୍ୟ ଓ ଅହିଂସା ମହାନ ବାର୍ତ୍ତାକୁ ସୁମରଣ କରାଯାଇଥିଲା, ଏହି ପବିତ୍ର ଅବସରରେ ବିଶିଷ୍ଟ ସମାଜ ସେଵୀ, ଗାନ୍ଧୀ ବାଦୀ ଏବଂ କଟକ ର ବରିଷ୍ଟ ଆଇନଜୀଵୀ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ଓ ଗାନ୍ଧୀ ବାଦୀ ଜ୍ଞନ ରଞ୍ଜନ ସାମନ୍ତରାୟ ମୋହାନ ଗାନ୍ଧୀ ବାଦୀ ସେ ଜଣେ ଜଣାଶୁଣା ସମ୍ବାଦିକ, ଗାନ୍ଧୀ ଜିଙ୍କ ଜୀବନ ଦର୍ଶନ ଓ ତାଙ୍କ ଆଦର୍ଶ ଉପରେ ଆଲୋକ ପାତ କରିଥିଲେ, ସେ କହିଥିଲେ ଯେ ଗାନ୍ଧୀ ଙ୍କ ସତ୍ୟ ଅହିଂସା, ସେ ବା ଓ ନିଷ୍ଠା ର ମାର୍ଗ ଆଜିର ସମାଜ ପାଇଁ ଅତୀୟନ୍ତ ପ୍ରସ ଙ୍ଗିକ ଓ ପ୍ରେରଣଦାୟକ,4
- କଟକ ଲିଙ୍କରୋଡ lic office ରେ ଅଗ୍ନିକାଣ୍ଡ1
- Post by Manoj kumar baliyarsingh4