logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ଥାନାର ଦ୍ୱାରସ୍ଥ, ଚୋରା ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଅଭିଯୋଗ

8 hrs ago
user_ଦୁଷ୍ମନ୍ତ କୁମାର ଗହିର
ଦୁଷ୍ମନ୍ତ କୁମାର ଗହିର
Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
8 hrs ago

ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ଥାନାର ଦ୍ୱାରସ୍ଥ, ଚୋରା ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଅଭିଯୋଗ

More news from ଓଡ଼ିଶା and nearby areas
  • ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ଥାନାର ଦ୍ୱାରସ୍ଥ, ଚୋରା ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଅଭିଯୋଗ
    1
    ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ଥାନାର ଦ୍ୱାରସ୍ଥ, ଚୋରା ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଅଭିଯୋଗ
    user_ଦୁଷ୍ମନ୍ତ କୁମାର ଗହିର
    ଦୁଷ୍ମନ୍ତ କୁମାର ଗହିର
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    8 hrs ago
  • ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    1
    ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର 
ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    user_Udanti Live Office
    Udanti Live Office
    ସିନାପାଲି, ନୂଆପଡ଼ା, ଓଡ଼ିଶା•
    9 hrs ago
  • ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
    1
    ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।


ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
    user_Santosh kumar
    Santosh kumar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    10 hrs ago
  • ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥିକ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୁଦାୟ ୯୦୦ ଜଣ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ କରାଯାଇଛି।
    1
    ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥିକ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୁଦାୟ ୯୦୦ ଜଣ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ କରାଯାଇଛି।
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • #ଠେଙ୍ଗା_ବାଡ଼ି_ଧରି_କୋଟପାଡ଼_ଥାନା_ଘେରାଉ କୋଟପାଡ଼ : ମଦ ବିକ୍ରି ବନ୍ଦ ଦାବିରେ ୩ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ କୋଟପାଡ଼ ଥାନା ଘେରାଉ l କୋଟପାଡ଼ ବ୍ଲକର ବତାସନା ଓ ଗୀର୍ଲ୍ଲା ଏବଂ ବୋରିଗୁମ୍ମା ବ୍ଲକର ସାନପରିଆ ପଞ୍ଚାୟତରୁ ହଜାର ହଜାର ମହିଳା ମଦ ବନ୍ଦ ପାଇଁ ଏକାଠି ହୋଇଥିଲେ l #kotpad #boriguma #madamukti #koraput #fbviralvideo #viralvideo #nonfollowers #thankyou #odisha #OdishaNews #KotpadBreaking
    1
    #ଠେଙ୍ଗା_ବାଡ଼ି_ଧରି_କୋଟପାଡ଼_ଥାନା_ଘେରାଉ
କୋଟପାଡ଼ : ମଦ ବିକ୍ରି ବନ୍ଦ ଦାବିରେ ୩ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ କୋଟପାଡ଼ ଥାନା ଘେରାଉ l କୋଟପାଡ଼ ବ୍ଲକର ବତାସନା ଓ ଗୀର୍ଲ୍ଲା ଏବଂ ବୋରିଗୁମ୍ମା ବ୍ଲକର ସାନପରିଆ ପଞ୍ଚାୟତରୁ ହଜାର ହଜାର ମହିଳା ମଦ ବନ୍ଦ ପାଇଁ ଏକାଠି ହୋଇଥିଲେ l #kotpad #boriguma #madamukti #koraput #fbviralvideo #viralvideo #nonfollowers #thankyou #odisha #OdishaNews #KotpadBreaking
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 day ago
  • 🇹🇯🇹🇯♥️♥️♥️♥️♥️♥️♥️
    1
    🇹🇯🇹🇯♥️♥️♥️♥️♥️♥️♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ
    1
    ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା 
କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • ରାୟଗଡା ଜିଲ୍ଲା ଗୁଡ଼ାରୀ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ | ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି | ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ, ବ୍ୟାଙ୍କ ବନ୍ଦ କରାଯାଇଛି | ଯାନବାହାନ ଚଳାଚଳ ବନ୍ଦ ରହିଛି | ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍‌ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର/କଟକକୁ ରାତ୍ରିକାଳୀନ ସରକାରୀ ବସ୍‌ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍‌ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି | ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି | ଏହି ବନ୍ଦ ପାଳନ କୁ ବିଜେଡି, ସିପିଆଇ (ଏମଏଲ) ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ | ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଗୁଡାରି ଜନସାଧାରଣ ମୁଚିକି ପଦର kB ଲାଇନ ଅବରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
    4
    ରାୟଗଡା ଜିଲ୍ଲା ଗୁଡ଼ାରୀ ରେ  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ |  ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି |  ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ, ବ୍ୟାଙ୍କ ବନ୍ଦ କରାଯାଇଛି | ଯାନବାହାନ ଚଳାଚଳ ବନ୍ଦ ରହିଛି |  ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍‌ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର/କଟକକୁ ରାତ୍ରିକାଳୀନ ସରକାରୀ  ବସ୍‌ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍‌ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି | ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି | ଏହି ବନ୍ଦ ପାଳନ କୁ ବିଜେଡି, ସିପିଆଇ (ଏମଏଲ) ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ |
        ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଗୁଡାରି ଜନସାଧାରଣ ମୁଚିକି ପଦର kB ଲାଇନ ଅବରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    49 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.