Shuru
Apke Nagar Ki App…
ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
Santosh kumar
ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
More news from ଓଡ଼ିଶା and nearby areas
- ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଚ୍ଚମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।1
- ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥିକ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୁଦାୟ ୯୦୦ ଜଣ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ କରାଯାଇଛି।1
- ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ଥାନାର ଦ୍ୱାରସ୍ଥ, ଚୋରା ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଅଭିଯୋଗ1
- ବାଦ୍ୟ ଓ ନୃତ୍ୟର ତାଳେତାଳେ ମାଥାଲପୁଟରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ1
- ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର1
- ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। AVO: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ। ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ।3
- ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ1
- ରାୟଗଡା ଜିଲ୍ଲା ଗୁଡ଼ାରୀ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ | ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି | ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ, ବ୍ୟାଙ୍କ ବନ୍ଦ କରାଯାଇଛି | ଯାନବାହାନ ଚଳାଚଳ ବନ୍ଦ ରହିଛି | ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର/କଟକକୁ ରାତ୍ରିକାଳୀନ ସରକାରୀ ବସ୍ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି | ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି | ଏହି ବନ୍ଦ ପାଳନ କୁ ବିଜେଡି, ସିପିଆଇ (ଏମଏଲ) ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ | ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଗୁଡାରି ଜନସାଧାରଣ ମୁଚିକି ପଦର kB ଲାଇନ ଅବରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।4