କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କାଶୀପୁର /ରାୟଗଡ/: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କଁହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ,ସମିତି ଅଧ୍ୟକ୍ଷ, କଣ୍ଠମାଝି, ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ ୧୫୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୭୫ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୭୮ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହି ଅଭିଯୋଗ ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ।
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କାଶୀପୁର /ରାୟଗଡ/: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର
ରଞ୍ଜନ କଁହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର
ଵି ସରୋଜିନୀ ଦେବୀ,ସମିତି ଅଧ୍ୟକ୍ଷ, କଣ୍ଠମାଝି, ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ ୧୫୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୭୫ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୭୮ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l
ଏହି ଅଭିଯୋଗ ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ।
- ହାତୀ ର ଉତ୍ପାତ1
- bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ1
- ନା ଅଛି No Entry କଣ୍ଟ୍ରୋଲ, ନା ପୋଲିସ୍ ସୁରକ୍ଷା କର୍ମୀ! ପଦ୍ମପୁର ଅଞ୍ଚଳ ଏବେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ! ଧାନ ଟ୍ରକ୍ , ସିମେନ୍ଟ ଟ୍ରକ୍ ଏବଂ ଆଳୁ ଟ୍ରକ୍ ଭଳି ଅନେକ ଭାରିଯାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ ! ଭାରିଯାନ ପାଇଁ ମୁଖ୍ୟ ବଜାର ଭିଡ଼ ପ୍ରବଳ! ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଟିଉସନ୍ ଛାଡିବା ପାଇଁ ବାପା ମାଙ୍କ ଭୟ! ଅନେକ୍ ଦିନ ହେଲା ପୋଲିସ ସୁରକ୍ଷା କର୍ମୀ ମଧ୍ଯ ମାର୍କେଟରେ ଦେଖିବାକୁ ମିଳୁନାହିଁ! ଯଦ୍ୱାରା ଭିଡ ନିୟନ୍ତ୍ରଣ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳିଛି! ପଦ୍ମପୁର ଟାଉନକୁ ରାତ୍ରି ସମୟରେ ଗୁରୁଖା ହିଁ ଭରସା! ଚୋରି, ହତ୍ୟାକାଣ୍ଡ ଏବଂ ଯୌନକ୍ରିୟା ବଢିବାରେ ଲାଗିଛି!2
- ପଦ୍ମମପୁର1
- ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।1
- ଦାରିଙ୍ଗବାଡି ସ୍ଥାନ ର ମୋହା ଶିବ ରାତ୍ରି ରାମାୟଣ1
- କେବେ ହବ ଏହି ରାସ୍ତା କାମ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା ? ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି, ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।1
- Post by HABIL DONGRI1