logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗାଇବା ବୁରୁଡା କାଶୀନଗର ରାସ୍ତା ନିର୍ମାଣ ପାଇଁ ଦାବି କେବେ ହବ ଏହି ରାସ୍ତା କାମ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା ? ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି, ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

5 hrs ago
user_GUMMA UPDATE NEWS
GUMMA UPDATE NEWS
ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • କେବେ ହବ ଏହି ରାସ୍ତା କାମ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା ? ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି, ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।
    1
    କେବେ ହବ ଏହି ରାସ୍ତା କାମ 
ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି  ରାସ୍ତା ?
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ  ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି  |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି  ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ  | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ  ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି, ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
  • ନା ଅଛି No Entry କଣ୍ଟ୍ରୋଲ, ନା ପୋଲିସ୍ ସୁରକ୍ଷା କର୍ମୀ! ପଦ୍ମପୁର ଅଞ୍ଚଳ ଏବେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ! ଧାନ ଟ୍ରକ୍ , ସିମେନ୍ଟ ଟ୍ରକ୍ ଏବଂ ଆଳୁ ଟ୍ରକ୍ ଭଳି ଅନେକ ଭାରିଯାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ ! ଭାରିଯାନ ପାଇଁ ମୁଖ୍ୟ ବଜାର ଭିଡ଼ ପ୍ରବଳ! ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଟିଉସନ୍ ଛାଡିବା ପାଇଁ ବାପା ମାଙ୍କ ଭୟ! ଅନେକ୍ ଦିନ ହେଲା ପୋଲିସ ସୁରକ୍ଷା କର୍ମୀ ମଧ୍ଯ ମାର୍କେଟରେ ଦେଖିବାକୁ ମିଳୁନାହିଁ! ଯଦ୍ୱାରା ଭିଡ ନିୟନ୍ତ୍ରଣ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳିଛି! ପଦ୍ମପୁର ଟାଉନକୁ ରାତ୍ରି ସମୟରେ ଗୁରୁଖା ହିଁ ଭରସା! ଚୋରି, ହତ୍ୟାକାଣ୍ଡ ଏବଂ ଯୌନକ୍ରିୟା ବଢିବାରେ ଲାଗିଛି!
    2
    ନା ଅଛି No Entry କଣ୍ଟ୍ରୋଲ, ନା ପୋଲିସ୍ ସୁରକ୍ଷା କର୍ମୀ! ପଦ୍ମପୁର ଅଞ୍ଚଳ ଏବେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ! ଧାନ ଟ୍ରକ୍ , ସିମେନ୍ଟ ଟ୍ରକ୍ ଏବଂ ଆଳୁ ଟ୍ରକ୍ ଭଳି ଅନେକ ଭାରିଯାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ ! ଭାରିଯାନ ପାଇଁ ମୁଖ୍ୟ ବଜାର ଭିଡ଼ ପ୍ରବଳ! ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଟିଉସନ୍ ଛାଡିବା ପାଇଁ ବାପା ମାଙ୍କ ଭୟ! ଅନେକ୍ ଦିନ ହେଲା ପୋଲିସ ସୁରକ୍ଷା କର୍ମୀ ମଧ୍ଯ ମାର୍କେଟରେ ଦେଖିବାକୁ ମିଳୁନାହିଁ! ଯଦ୍ୱାରା ଭିଡ ନିୟନ୍ତ୍ରଣ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳିଛି! ପଦ୍ମପୁର ଟାଉନକୁ ରାତ୍ରି ସମୟରେ ଗୁରୁଖା ହିଁ ଭରସା! ଚୋରି, ହତ୍ୟାକାଣ୍ଡ ଏବଂ ଯୌନକ୍ରିୟା ବଢିବାରେ ଲାଗିଛି!
    user_Jayadev Padmapur
    Jayadev Padmapur
    ପଦ୍ମପୁର, ରାୟଗଡା, ଓଡ଼ିଶା•
    5 hrs ago
  • ପଦ୍ମମପୁର
    1
    ପଦ୍ମମପୁର
    user_Semajagrnga
    Semajagrnga
    ପଦ୍ମପୁର, ରାୟଗଡା, ଓଡ଼ିଶା•
    12 hrs ago
  • ମୋହନା ଥାନା ଲାଦ୍ରୁମା ନିକଟରେ ବାଇକ କୁ ପଛ ପଟୁ ଧକା ଦେଲା ବାଇକ ଯାହା ଦ୍ୱାରା ଜଣେ ଗୁରୁତର ଦୁଇ ଆହାତ ଅବସ୍ଥା ରେ ମୋହନା ମେଡିକାଲ ରେ ଭର୍ତ୍ତୀ ଗୁରୁତର ହେଲେ କିରାମା ଅଂଚଳ ରେ ଦୁଇ ଆହାତ ଓ ଗୁରୁତର ଅନ୍ୟ ଆହାତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବଡ଼ଗାଡ ଅଂଚଳ ର ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି
    1
    ମୋହନା ଥାନା ଲାଦ୍ରୁମା ନିକଟରେ ବାଇକ କୁ ପଛ ପଟୁ ଧକା ଦେଲା ବାଇକ ଯାହା ଦ୍ୱାରା ଜଣେ ଗୁରୁତର ଦୁଇ ଆହାତ ଅବସ୍ଥା ରେ ମୋହନା ମେଡିକାଲ ରେ ଭର୍ତ୍ତୀ ଗୁରୁତର ହେଲେ କିରାମା ଅଂଚଳ ରେ ଦୁଇ ଆହାତ ଓ ଗୁରୁତର ଅନ୍ୟ ଆହାତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବଡ଼ଗାଡ ଅଂଚଳ ର ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    14 hrs ago
  • ହାତୀ ର ଉତ୍ପାତ
    1
    ହାତୀ ର ଉତ୍ପାତ
    user_Satyanarayan Bidika
    Satyanarayan Bidika
    Agistment service Rayagada, Odisha•
    6 hrs ago
  • bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ
    1
    bandlamera ଗ୍ରାମର କୁକୁଡ଼ା ଧରା 
ଭୋଜି  ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ
    user_Nambrata
    Nambrata
    Rayagada, Odisha•
    13 hrs ago
  • ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    1
    ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    4 hrs ago
  • ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ
    1
    ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.