logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘଟଗାଁ ରେ ନୂତନ ଭାବେ ଉଦଘାଟନ ହୋଇଛି ନିୟୁଟନ ଏ ଏନ ଏମ ଜି ଏନ ଏମ ନର୍ସିଂ କଲେଜ ଘଟଗାଁ, ୧୬। ୯ ( ତ୍ରିଲୋଚନ ପାତ୍ର ) ଘଟଗାଁ ଠାରେ ଉଦଘାଟିତ ହୋଇ ଯାଇଛି ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ। ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦଙ୍କ ଧର୍ମପତ୍ନୀ ତଥା ସମାଜ ସେବିକା ଶ୍ରୀମତୀ ଲବଙ୍ଗଲତା ନାୟକ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଫିତା କାଟିଥିବା ବେଳେ ସମ୍ମାନିତ ଅତିଥି ଭାବେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଘଟଗାଁ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ବରିଷ୍ଟ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂ ସମାଜ ସେବୀ ପବିତ୍ର ମୋହନ ସିଂ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୋଚ୍ଛ, ଉପଢୌକଣ ଓ ମା ତାରିଣୀଙ୍କ ଫୋଟ ଚିତ୍ର ଦେଇ ସମ୍ମାନିତ କରିଥିଲେ। ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଅଭିଭାଷଣରେ କହିଛନ୍ତି ଏହି କଲେଜ ଉଦଘାଟନ ଦ୍ୱାରା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ନିଜର ଉଜ୍ବଳ ଭବିଷ୍ୟତ ଗଢି ତୋଳିବାର ସହାୟକ ହେବେ। ଛାତ୍ରଛାତ୍ରୀ ମାନଙ୍କ ଲାଗି କଲେଜରେ ଅତ୍ୟାଧୁନିକ ଶିକ୍ଷା ସହ ପରୀକ୍ଷଣ ସୁବିଧା ମେଡିକାଲ ଓ କ୍ଲିନିକାଲି ପରୀକ୍ଷଣ ସୁବିଧା ସାଙ୍ଗକୁ ହଷ୍ଟେଲ ଓ ଯାତାୟାତ ସୁବିଧା ମଧ୍ୟ ଉପଲବୋଧ ଅଛି।ନର୍ସିଂ ଶିକ୍ଷା ଲାଗି ଅଞ୍ଚଳର ଇଛୁକ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ନର୍ସିଂ ଶିକ୍ଷା ଦାନର ଵେବସ୍ଥା ମଧ୍ୟ ରହିଛି ବୋଲି ନିୟୁଟନ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଦେବାଶିଷ ମହାନ୍ତ ପ୍ରକାଶ କରିଛନ୍ତି।

3 hrs ago
user_Trilochan North odisa buira chief
Trilochan North odisa buira chief
ଘାଟଗାଁ, କେନ୍ଦୁଝର, ଓଡ଼ିଶା•
3 hrs ago
28ea9e3b-f74d-44fe-bb7a-04654580a2f5

ଘଟଗାଁ ରେ ନୂତନ ଭାବେ ଉଦଘାଟନ ହୋଇଛି ନିୟୁଟନ ଏ ଏନ ଏମ ଜି ଏନ ଏମ ନର୍ସିଂ କଲେଜ ଘଟଗାଁ, ୧୬। ୯ ( ତ୍ରିଲୋଚନ ପାତ୍ର ) ଘଟଗାଁ ଠାରେ ଉଦଘାଟିତ ହୋଇ ଯାଇଛି ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ। ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦଙ୍କ ଧର୍ମପତ୍ନୀ ତଥା ସମାଜ ସେବିକା ଶ୍ରୀମତୀ ଲବଙ୍ଗଲତା ନାୟକ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଫିତା କାଟିଥିବା ବେଳେ ସମ୍ମାନିତ ଅତିଥି ଭାବେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ

12bff70c-33b7-4d06-92f9-bd88c574fd6e

ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଘଟଗାଁ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ବରିଷ୍ଟ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂ ସମାଜ ସେବୀ ପବିତ୍ର ମୋହନ ସିଂ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୋଚ୍ଛ, ଉପଢୌକଣ ଓ ମା ତାରିଣୀଙ୍କ ଫୋଟ ଚିତ୍ର ଦେଇ ସମ୍ମାନିତ କରିଥିଲେ। ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଅଭିଭାଷଣରେ କହିଛନ୍ତି ଏହି

4aa9fcfe-cdf0-41c6-93ac-e1895dd6e774

କଲେଜ ଉଦଘାଟନ ଦ୍ୱାରା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ନିଜର ଉଜ୍ବଳ ଭବିଷ୍ୟତ ଗଢି ତୋଳିବାର ସହାୟକ ହେବେ। ଛାତ୍ରଛାତ୍ରୀ ମାନଙ୍କ ଲାଗି କଲେଜରେ ଅତ୍ୟାଧୁନିକ ଶିକ୍ଷା ସହ ପରୀକ୍ଷଣ ସୁବିଧା ମେଡିକାଲ ଓ କ୍ଲିନିକାଲି ପରୀକ୍ଷଣ ସୁବିଧା ସାଙ୍ଗକୁ ହଷ୍ଟେଲ ଓ ଯାତାୟାତ ସୁବିଧା ମଧ୍ୟ ଉପଲବୋଧ ଅଛି।ନର୍ସିଂ ଶିକ୍ଷା ଲାଗି ଅଞ୍ଚଳର ଇଛୁକ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ନର୍ସିଂ ଶିକ୍ଷା ଦାନର ଵେବସ୍ଥା ମଧ୍ୟ ରହିଛି ବୋଲି ନିୟୁଟନ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଦେବାଶିଷ ମହାନ୍ତ ପ୍ରକାଶ କରିଛନ୍ତି।

More news from ଓଡ଼ିଶା and nearby areas
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l
    1
    ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    14 hrs ago
  • ନୂଆଗାଁ, ଜାରକା. ଯାଜପୁର ଗାରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା. ଧର୍ମଶାଳା.
    1
    ନୂଆଗାଁ, ଜାରକା. ଯାଜପୁର ଗାରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା. ଧର୍ମଶାଳା.
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • Neha Bora in Azamgarh #nehabora #cjp #aisa #uttamnews #uttamnewsarchanayadav
    1
    Neha Bora in Azamgarh #nehabora #cjp #aisa #uttamnews #uttamnewsarchanayadav
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    7 hrs ago
  • କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    1
    କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter
 କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ ।
ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ସମସ୍ତ ଙ୍କୁ ଅନୁରୋଧ... ବହୁତ୍ video post କରୁଛନ୍ତି ବୋଲି ସମସ୍ତେ ନ ଦେଖି delete କରି ଦିଅନ୍ତି, କିନ୍ତୁ ଏ ଭିଡିଓ ଟା କୁ tk ଦେଖିଲେ ଆଖିରେ ଥିବା ସବୁ ତକ୍ କଚଡା , ଧୂଳି ମଳି ଆପେ ଆପେ ସଫା ହୋଇ ଯିବ, ଆଉ eye drop ପକାଇବାର ଆବଶ୍ୟକ ହେବ ନାହିଁ।
    1
    ସମସ୍ତ ଙ୍କୁ ଅନୁରୋଧ...
ବହୁତ୍ video post କରୁଛନ୍ତି ବୋଲି ସମସ୍ତେ ନ ଦେଖି delete କରି ଦିଅନ୍ତି,
କିନ୍ତୁ ଏ ଭିଡିଓ ଟା କୁ tk ଦେଖିଲେ 
ଆଖିରେ ଥିବା ସବୁ ତକ୍ କଚଡା , ଧୂଳି ମଳି ଆପେ ଆପେ ସଫା ହୋଇ ଯିବ, ଆଉ eye drop ପକାଇବାର ଆବଶ୍ୟକ ହେବ ନାହିଁ।
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    1
    ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter
ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |
    1
    #ପୂର୍ବ_ଶତ୍ରୁତାରୁ_ମାରିଦେଲେ 
ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    15 hrs ago
  • ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha
    1
    ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ
ଯାଜପୁର ର ଚାଞ୍ଚଲ୍ୟକର ଖବର। 
 #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha
    user_Jitubehera     news19ଓଡ଼ିଶା
    Jitubehera news19ଓଡ଼ିଶା
    ଯାଜପୁର, ଯାଜପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.