ଚମ୍ପୁଆରେ ଦିନଦହାଡେ ଚୋରି, ଘର ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା–ରୂପା ଗହଣା ଲୁଟ ଚମ୍ପୁଆ, ୧୦/୫ ଚମ୍ପୁଆ ଥାନା ଅନ୍ତର୍ଗତ କଡୋଗଡିଆ ଗ୍ରାମରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ନଗଦ ଟଙ୍କା ସହ ସୁନା ଓ ରୂପାର ଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, କଡୋଗଡିଆ ଗ୍ରାମର ସୁଭେନ୍ଦୁ କୁମାର ମହାନ୍ତ (୩୮), ପିତା– ସୁକଦେବ ମହାନ୍ତ ଚମ୍ପୁଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଘରେ କେହି ନଥିବା ବେଳେ ଚୋରମାନେ ତାଲା ଭାଙ୍ଗି ଘରକୁ ପ୍ରବେଶ କରିଥିଲେ। ଚୋରମାନେ ଘର ଭିତରେ ଥିବା ଆଲମିରା ଓ ବାକ୍ସ ତାଡି ପ୍ରାୟ ୨୦ ହଜାର ଟଙ୍କା ନଗଦ ସହ ବହୁ ସୁନା ଓ ରୂପା ଗହଣା ଚୋରି କରି ନେଇଥିବା ଜଣାପଡ଼ିଛି। ଚୋରି ହୋଇଥିବା ଗହଣାମାନଙ୍କ ମଧ୍ୟରେ ୩ ହଳ ସୁନା କାନଫୁଲ, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ସୁନା ହାର, ୪ଟି ଲକେଟ, ଗୋଟିଏ ମୁଦି, ୪ଟି ନାକ ନଥ, ଗୋଟିଏ ରୂପା ବ୍ରାସଲେଟ, ଗୋଟିଏ ଚେନ, ୨ ହଳ ପାଉଁଜି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସୁଭେନ୍ଦୁଙ୍କ ମା ପ୍ରଥମେ ଘରକୁ ପହଞ୍ଚି ଘରର ତାଲା ଭଙ୍ଗା ଓ ସାମଗ୍ରୀ ତଡା ହୋଇଥିବା ଦେଖି ପରିବାର ସଦସ୍ୟଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପରେ ସମସ୍ତେ ଘରକୁ ଆସି ଦେଖିବା ବେଳେ ଘର ଭିତରେ ଲୁଗାପଟା ଓ ସାମଗ୍ରୀ ଭିଣାଭିଣି ଅବସ୍ଥାରେ ପଡିଥିବା ସହ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଘଟଣାକୁ ନେଇ ଚମ୍ପୁଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।1
- ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ1
- #ଚେତିଲା_ପୋଲିସ_ସବୁ_ଥାନାରେ_ବ୍ରିଫିଂ_ପରେଡ୍' ସକାଳ ୯ଟା ପୂର୍ବରୁ ରାଜ୍ୟର ସବୁ ଥାନାରେ 'ବ୍ରିଫିଂ ପରେଡ୍'। ଆଜି ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତା ପରେ ଆଇନଶୃଙ୍ଖଳା ସ୍ଥିତି ଟାଇଟ୍ କରାଯାଇଛି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି।1
- ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର..... ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....1
- ଆମ ବସ ରେ ଧୂଆଁ, ଅଳ୍ପକେ ବର୍ତିଲେ ଯାତ୍ରୀ!କିଛି ସମୟ ଯାତ୍ରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ରାଜଗାଙ୍ଗପୁର ରୁ ରାଉରକେଲା କୁ ଆସୁ ଥିବା ମୋ ବସ ରେ ହଟାତ ପ୍ରବଳ ଧୂଆଁ ବାହାରିବାରୁ ଯାତ୍ରୀ ମାନେ ଜୀବନ ବଞ୍ଚାଇ ବା ପାଇଁ ଯଥା ଶୀଘ୍ର ଓଲ୍ଲାଇ ପଡ଼ି ଥିଲେ!ପ୍ରବଳ ଗରମ ଯୋଗୁଁ ଇଂଜିନ ଅଧିକ ଗରମ ହୋଇ ଧୂଆଁ ବାହାରି ଥିବା ଡ୍ରାଇଭର ଅନୁମାନ କରାଯାଉଛି!!1
- ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .2
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।1
- #ସିମ_କିଣିବାର_ନୂଆ_ନିୟମ ସିମ୍ କାର୍ଡ କିଣିବା ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ। ମୋବାଇଲ ପାଇଁ ଆଉ ସହଜରେ କିଣି ପାରିବେନି ସିମ୍। ସରକାର ଆଣିବେ ନୂଆ ନିୟମ ।1