Shuru
Apke Nagar Ki App…
କୁରୁମକେଲ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିବେଶ ପ୍ରଦୂଷଣ ର କେନ୍ଦ୍ର ସ୍ଥଳ ସରକାର ଦିନକୁ ଦିନ ବିକାଶର ପଥରେ ଆଗଉଥିବା କହୁଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱଚ୍ଚ ଭାରତ ଅଭିଯାନ ଚିତ୍ର ସମ୍ପୂର୍ଣ ଅଲଗା ।ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଥିବା ଆବର୍ଜନା ଗୃହ ପରିପାଶ୍ଵ ପୁରା ଦୃଶ୍ୟ ଦେଖାଉଛି । ବିଭିନ୍ନ ପ୍ରକାର ଆବର୍ଜନା ବାହାରେ ପଡ଼ି ରହିବା ଦ୍ଵାରା ତାର ଗନ୍ଧ ବାୟୁ ମଣ୍ଡଳରେ ମିଶି ପରିବେଶ ଦୂଷିତ କରୁଥିବା ବେଳେ ଶଢା ପୋଚା ଜିନିଷ ଖାଇ ଗାଈଗୋରୁ ରୋଗରେ ପଡ଼ିବା ଆଶଙ୍କା କରାଯାଉଛି । କେବଳ ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ନୀତି ଅବଲମ୍ବନ ହେଉଥିବାବେଳେ ସରକାର ଙ୍କ ନିୟମ ତା ବାଟରେ ରହିଛି ।
Raju kumar patel

More news from ଓଡ଼ିଶା and nearby areas
- ସରକାର ଦିନକୁ ଦିନ ବିକାଶର ପଥରେ ଆଗଉଥିବା କହୁଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱଚ୍ଚ ଭାରତ ଅଭିଯାନ ଚିତ୍ର ସମ୍ପୂର୍ଣ ଅଲଗା ।ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଥିବା ଆବର୍ଜନା ଗୃହ ପରିପାଶ୍ଵ ପୁରା ଦୃଶ୍ୟ ଦେଖାଉଛି । ବିଭିନ୍ନ ପ୍ରକାର ଆବର୍ଜନା ବାହାରେ ପଡ଼ି ରହିବା ଦ୍ଵାରା ତାର ଗନ୍ଧ ବାୟୁ ମଣ୍ଡଳରେ ମିଶି ପରିବେଶ ଦୂଷିତ କରୁଥିବା ବେଳେ ଶଢା ପୋଚା ଜିନିଷ ଖାଇ ଗାଈଗୋରୁ ରୋଗରେ ପଡ଼ିବା ଆଶଙ୍କା କରାଯାଉଛି । କେବଳ ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ନୀତି ଅବଲମ୍ବନ ହେଉଥିବାବେଳେ ସରକାର ଙ୍କ ନିୟମ ତା ବାଟରେ ରହିଛି ।1
- 2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ2
- Community center बनाने के नाम पर घोटाला #Bamra1
- ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ,ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳ ରେ ପାଣି ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ କିନ୍ତୁ ମହୁ ମାଛି ତାଙ୍କ ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି1
- Post by SonepurSambad1
- Post by Anantacharan Mohanta1
- Post by Sonepur news khulasa1
- मार्केट कॉम्पलेक्स बनाने के नाम पर घोटाला #bamra1