logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ

19 hrs ago
user_Rabindra Nayak
Rabindra Nayak
ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
19 hrs ago
a0cf5761-c8a8-4dcf-b5fc-f24f473fda9e

2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ

More news from ଓଡ଼ିଶା and nearby areas
  • 2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ
    2
    2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    19 hrs ago
  • ସରକାର ଦିନକୁ ଦିନ ବିକାଶର ପଥରେ ଆଗଉଥିବା କହୁଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱଚ୍ଚ ଭାରତ ଅଭିଯାନ ଚିତ୍ର ସମ୍ପୂର୍ଣ ଅଲଗା ।ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଥିବା ଆବର୍ଜନା ଗୃହ ପରିପାଶ୍ଵ ପୁରା ଦୃଶ୍ୟ ଦେଖାଉଛି । ବିଭିନ୍ନ ପ୍ରକାର ଆବର୍ଜନା ବାହାରେ ପଡ଼ି ରହିବା ଦ୍ଵାରା ତାର ଗନ୍ଧ ବାୟୁ ମଣ୍ଡଳରେ ମିଶି ପରିବେଶ ଦୂଷିତ କରୁଥିବା ବେଳେ ଶଢା ପୋଚା ଜିନିଷ ଖାଇ ଗାଈଗୋରୁ ରୋଗରେ ପଡ଼ିବା ଆଶଙ୍କା କରାଯାଉଛି । କେବଳ ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ନୀତି ଅବଲମ୍ବନ ହେଉଥିବାବେଳେ ସରକାର ଙ୍କ ନିୟମ ତା ବାଟରେ ରହିଛି ।
    1
    ସରକାର ଦିନକୁ ଦିନ ବିକାଶର ପଥରେ ଆଗଉଥିବା କହୁଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱଚ୍ଚ ଭାରତ ଅଭିଯାନ ଚିତ୍ର ସମ୍ପୂର୍ଣ ଅଲଗା ।ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଥିବା ଆବର୍ଜନା ଗୃହ ପରିପାଶ୍ଵ ପୁରା ଦୃଶ୍ୟ ଦେଖାଉଛି । ବିଭିନ୍ନ ପ୍ରକାର ଆବର୍ଜନା ବାହାରେ ପଡ଼ି ରହିବା ଦ୍ଵାରା ତାର ଗନ୍ଧ ବାୟୁ ମଣ୍ଡଳରେ ମିଶି ପରିବେଶ ଦୂଷିତ କରୁଥିବା ବେଳେ ଶଢା ପୋଚା ଜିନିଷ ଖାଇ ଗାଈଗୋରୁ ରୋଗରେ ପଡ଼ିବା ଆଶଙ୍କା କରାଯାଉଛି । କେବଳ ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ନୀତି ଅବଲମ୍ବନ ହେଉଥିବାବେଳେ ସରକାର ଙ୍କ ନିୟମ ତା ବାଟରେ ରହିଛି ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    6 hrs ago
  • ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ,ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳ ରେ ପାଣି ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ କିନ୍ତୁ ମହୁ ମାଛି ତାଙ୍କ ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    1
    ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ,ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳ ରେ ପାଣି  ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ କିନ୍ତୁ ମହୁ ମାଛି ତାଙ୍କ ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    6 hrs ago
  • Post by Anantacharan Mohanta
    1
    Post by Anantacharan Mohanta
    user_Anantacharan Mohanta
    Anantacharan Mohanta
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    6 hrs ago
  • Community center बनाने के नाम पर घोटाला #Bamra
    1
    Community center बनाने के नाम पर घोटाला #Bamra
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    1
    କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    6 hrs ago
  • ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l
    1
    ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    2 hrs ago
  • Post by Anantacharan Mohanta
    1
    Post by Anantacharan Mohanta
    user_Anantacharan Mohanta
    Anantacharan Mohanta
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.