Shuru
Apke Nagar Ki App…
7/4/2026କାଳବୈଶାଖୀ ବର୍ଷା ସହିତ କୁଆପଥର ମାଡ ରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହେବା ସହ ଢେର ସାରା ଗାଡ଼ିର କାଚ ଭାଙ୍ଗି ଛି ଏବଂ ସମ୍ପୂର୍ଣ୍ଣ ପନିପରିବା ଚାଷ ଉଜୁଡି ଯାଇଛି । ଏ ସବୁର କ୍ଷତିପୂରଣ ପାଇଁ ମଲ୍ଲୀପଶି ଛକରେ(NH220) ରାସ୍ତା ଅବରୋଧ ହୋଇଅଛି।
Anantacharan Mohanta
7/4/2026କାଳବୈଶାଖୀ ବର୍ଷା ସହିତ କୁଆପଥର ମାଡ ରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହେବା ସହ ଢେର ସାରା ଗାଡ଼ିର କାଚ ଭାଙ୍ଗି ଛି ଏବଂ ସମ୍ପୂର୍ଣ୍ଣ ପନିପରିବା ଚାଷ ଉଜୁଡି ଯାଇଛି । ଏ ସବୁର କ୍ଷତିପୂରଣ ପାଇଁ ମଲ୍ଲୀପଶି ଛକରେ(NH220) ରାସ୍ତା ଅବରୋଧ ହୋଇଅଛି।
More news from ଓଡ଼ିଶା and nearby areas
- Post by Anantacharan Mohanta1
- କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।1
- ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା।1
- 👇 ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର — ଉଦଳାରେ ଚଞ୍ଚଳତା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ନାବରା ସଂରକ୍ଷିତ ଶାଳ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭୁଲ ନିଷ୍ପତ୍ତି ନେଇଗଲେ ଯୁବକ l 📌 ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। 📌 ଘଟଣାସ୍ଥଳରୁ ଗୋଟିଏ ସାଇକେଲ ମଧ୍ୟ ମିଳିଥିବା ଜଣାପଡିଛି। 👉 ପରେ ମୃତକଙ୍କ ପରିଚୟ କଟୁରୀଆ ହୁଡ଼ିସାହି ଗ୍ରାମର ବାରିଆ ସୋରେନ ବୋଲି ଚିହ୍ନଟ ହୋଇଛି। ସେ ବିବାହିତ ଥିବା ସହ ଦୁଇ ସନ୍ତାନର ପିତା ଥିଲେ ଏବଂ ଉଦଳାରେ ଏକ ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ। ⚠️ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଘଟଣା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ। 👮♂️ ଉଦଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 💔 ଘଟଣା ପରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ। #odiabharatlive #Mayurbhanj #Udala #BreakingNews #OdishaNews #LocalNews #Justice #RIP1
- Abhi bhi Samay hai mere dost Sadhi karle#kedar1
- 2ଟି ପାଉଁଶ ହାଇବା ଗାଡିକୁ ଜବତ କଲା କାଂସବାହାଲ ପୋଲିସ2
- ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l1
- Post by Anantacharan Mohanta1