logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ ଶୀତୁଳା ଯାତ୍ରା ଅନୁଷ୍ଠିତ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l

2 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
2 hrs ago

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ ଶୀତୁଳା ଯାତ୍ରା ଅନୁଷ୍ଠିତ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l

More news from Anugul and nearby areas
  • ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l
    1
    ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନାତ୍ମିକ ଯାତ୍ରାର ଶେଷ ଦିନ ବା ଶୀତୁଳା ଯାତ୍ରା ଅନୁଷ୍ଠିତ l ଆଜି ଅଗ୍ନି ରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ସଂନ୍ଧ୍ୟାରେ ତାଳଚେର ରାଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ଚାନ୍ଦୁଆ ପୋଡା ଯାଇଥିଲା l ମା ହିଙ୍ଗୁଳାଙ୍କ ଏହି ଶୀତୁଳା ଯାତ୍ରା ବା ଚାନ୍ଦୁଆ ଲାଗି ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆବିର୍ଭାବ ସ୍ଥଳୀ ଠାରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    13 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି.ବହୁ କ୍ଷୟକ୍ଷତି. ବ୍ୟାପକ କୁଆ ପଥର ମାଡ଼ରେ ଆଜବେଷ୍ଟ ଘର ଭାଙ୍ଗିଲା. ପରିବା ଫସଲ ହାନୀ ସୂଚନା.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି.ବହୁ କ୍ଷୟକ୍ଷତି. ବ୍ୟାପକ କୁଆ ପଥର ମାଡ଼ରେ ଆଜବେଷ୍ଟ ଘର ଭାଙ୍ଗିଲା. ପରିବା ଫସଲ ହାନୀ ସୂଚନା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
    1
    ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    1
    ବଣସିଂହ ନୂଆଗଡ ଛକରେ ହୁତୁ ହୁତୁ ହୋଇ ଜଳିଲା ବାଇକ
    user_Tapasdas 6372788705
    Tapasdas 6372788705
    Photographer Jamusara•
    19 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.