logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାଲକୋକୁ ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ମାଥାଲପୁଟ ବସଷ୍ଟାଣ୍ଡ ଶହିଦ ଲକ୍ଷ୍ମଣ ନାୟକ ଛକରେ ଡ୍ରେନେଜ ସମସ୍ୟା,ଦାମନଯୋଡି ଶ୍ମଶାନରେ ୨୪ ଘଣ୍ଟିଆ ପାଣି ସପ୍ଲାଏ ଏବଂ କାଠ ଗଚ୍ଛିତ ରଖିବା ପାଇଁ ଏକ ସେଡ ନିର୍ମାଣ, ଭେଜାପୁଟ ମେନ୍ ରୋଡ ଉପରେ ପାଣି ଜମି ରହୁଥିବା ଆଦି ସମସ୍ୟାର ମୁଳ ସମାଧାନ ନେଇ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଅମରେନ୍ଦ୍ର ଦାଶଙ୍କ ସହ ଏକ ଚାରି ଜଣିଆ ପ୍ରତିନିଧି ଦଳ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ସିଭିଲ ଡିଜିଏମ ସତ୍ୟକାମ ନାୟକଙ୍କ ଜରିଆରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ଦାଶ କହିଛନ୍ତି।

13 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
13 hrs ago

ନାଲକୋକୁ ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ମାଥାଲପୁଟ ବସଷ୍ଟାଣ୍ଡ ଶହିଦ ଲକ୍ଷ୍ମଣ ନାୟକ ଛକରେ ଡ୍ରେନେଜ ସମସ୍ୟା,ଦାମନଯୋଡି ଶ୍ମଶାନରେ ୨୪ ଘଣ୍ଟିଆ ପାଣି ସପ୍ଲାଏ ଏବଂ କାଠ ଗଚ୍ଛିତ ରଖିବା ପାଇଁ ଏକ ସେଡ ନିର୍ମାଣ, ଭେଜାପୁଟ ମେନ୍ ରୋଡ ଉପରେ ପାଣି ଜମି ରହୁଥିବା ଆଦି ସମସ୍ୟାର ମୁଳ ସମାଧାନ ନେଇ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଅମରେନ୍ଦ୍ର ଦାଶଙ୍କ ସହ ଏକ ଚାରି ଜଣିଆ ପ୍ରତିନିଧି ଦଳ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ସିଭିଲ ଡିଜିଏମ ସତ୍ୟକାମ ନାୟକଙ୍କ ଜରିଆରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ଦାଶ କହିଛନ୍ତି।

More news from ଓଡ଼ିଶା and nearby areas
  • ନାଲକୋକୁ ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ମାଥାଲପୁଟ ବସଷ୍ଟାଣ୍ଡ ଶହିଦ ଲକ୍ଷ୍ମଣ ନାୟକ ଛକରେ ଡ୍ରେନେଜ ସମସ୍ୟା,ଦାମନଯୋଡି ଶ୍ମଶାନରେ ୨୪ ଘଣ୍ଟିଆ ପାଣି ସପ୍ଲାଏ ଏବଂ କାଠ ଗଚ୍ଛିତ ରଖିବା ପାଇଁ ଏକ ସେଡ ନିର୍ମାଣ, ଭେଜାପୁଟ ମେନ୍ ରୋଡ ଉପରେ ପାଣି ଜମି ରହୁଥିବା ଆଦି ସମସ୍ୟାର ମୁଳ ସମାଧାନ ନେଇ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଅମରେନ୍ଦ୍ର ଦାଶଙ୍କ ସହ ଏକ ଚାରି ଜଣିଆ ପ୍ରତିନିଧି ଦଳ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ସିଭିଲ ଡିଜିଏମ ସତ୍ୟକାମ ନାୟକଙ୍କ ଜରିଆରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ଦାଶ କହିଛନ୍ତି।
    1
    ନାଲକୋକୁ ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା 
ମାଥାଲପୁଟ ବସଷ୍ଟାଣ୍ଡ ଶହିଦ ଲକ୍ଷ୍ମଣ ନାୟକ ଛକରେ ଡ୍ରେନେଜ ସମସ୍ୟା,ଦାମନଯୋଡି ଶ୍ମଶାନରେ ୨୪ ଘଣ୍ଟିଆ ପାଣି ସପ୍ଲାଏ ଏବଂ କାଠ ଗଚ୍ଛିତ ରଖିବା ପାଇଁ ଏକ ସେଡ ନିର୍ମାଣ, ଭେଜାପୁଟ ମେନ୍ ରୋଡ ଉପରେ ପାଣି ଜମି ରହୁଥିବା ଆଦି ସମସ୍ୟାର ମୁଳ ସମାଧାନ ନେଇ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଅମରେନ୍ଦ୍ର ଦାଶଙ୍କ ସହ ଏକ ଚାରି ଜଣିଆ ପ୍ରତିନିଧି ଦଳ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ସିଭିଲ ଡିଜିଏମ ସତ୍ୟକାମ ନାୟକଙ୍କ ଜରିଆରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ଦାଶ କହିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    13 hrs ago
  • ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍ ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍
    1
    ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା
ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍
ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା
ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    16 hrs ago
  • ଜୟପୁରରେ ଜାତୀୟ ଡ୍ରାଇଭର ଦିବସ ପାଳିତ #Jeypore #National24 #OdishaNews
    1
    ଜୟପୁରରେ ଜାତୀୟ ଡ୍ରାଇଭର ଦିବସ ପାଳିତ
#Jeypore #National24  #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    20 hrs ago
  • एंकर :- कलाहांडी जिले में सड़क की बदहाल स्थिति को लेकर ग्रामीणों में नाराजगी देखने को मिल रही है। सदरमहोकोमा क्षेत्र के ऊपरराचुगुड़ा बरड़ा पाड़ा को जोड़ने वाली सड़क लंबे समय से मरम्मत के अभाव में जर्जर हो चुकी है। सड़क पर जगह-जगह बड़े-बड़े गड्ढे बन गए हैं, जिससे लोगों को आवागमन में भारी परेशानियों का सामना करना पड़ रहा है। ग्रामीणों के अनुसार, पिछले कई वर्षों से इस सड़क की मरम्मत नहीं हुई है। बारिश के दौरान गड्ढों में पानी भर जाने से सड़क की स्थिति और भी खतरनाक हो जाती है। आए दिन बाइक और साइकिल सवारों को दुर्घटना का खतरा बना रहता है। सबसे ज्यादा परेशानी रात के समय और आपातकालीन स्थिति में होती है। एंबुलेंस के आवागमन में भी दिक्कत होने के कारण मरीजों और गर्भवती महिलाओं को परेशानी झेलनी पड़ती है। वहीं, स्कूली छात्र-छात्राओं, राहगीरों और किसानों को भी इसी सड़क से आने-जाने में काफी मुश्किलों का सामना करना पड़ रहा है। ग्रामीणों का कहना है कि सड़क ही ऊपरराचुगुड़ा बरड़ा पाड़ा के लोगों के लिए मुख्य आवागमन का साधन है और कोई वैकल्पिक रास्ता उपलब्ध नहीं है। सड़क की मरम्मत को लेकर स्थानीय पंचायत प्रतिनिधियों और ब्लॉक प्रशासन से कई बार गुहार लगाने के बावजूद अब तक कोई ठोस पहल नहीं हुई है। आखिरकार ग्रामीणों ने सड़क की समस्या को लेकर कलाहांडी जिलाधिकारी का ध्यान आकर्षित करते हुए लिखित शिकायत पत्र सौंपा है और जल्द से जल्द सड़क की मरम्मत कराने की मांग की है। अब देखना होगा कि ग्रामीणों की शिकायत पर प्रशासन कब तक कार्रवाई करता है और इस जर्जर सड़क की मरम्मत का काम कब शुरू होता है। कलाहांडी जिला से मानस कुमार नायक की रिपोर्ट, भारत समाचार।
    1
    एंकर :-
कलाहांडी जिले में सड़क की बदहाल स्थिति को लेकर ग्रामीणों में नाराजगी देखने को मिल रही है। सदरमहोकोमा क्षेत्र के ऊपरराचुगुड़ा बरड़ा पाड़ा को जोड़ने वाली सड़क लंबे समय से मरम्मत के अभाव में जर्जर हो चुकी है। सड़क पर जगह-जगह बड़े-बड़े गड्ढे बन गए हैं, जिससे लोगों को आवागमन में भारी परेशानियों का सामना करना पड़ रहा है।

ग्रामीणों के अनुसार, पिछले कई वर्षों से इस सड़क की मरम्मत नहीं हुई है। बारिश के दौरान गड्ढों में पानी भर जाने से सड़क की स्थिति और भी खतरनाक हो जाती है। आए दिन बाइक और साइकिल सवारों को दुर्घटना का खतरा बना रहता है।

सबसे ज्यादा परेशानी रात के समय और आपातकालीन स्थिति में होती है। एंबुलेंस के आवागमन में भी दिक्कत होने के कारण मरीजों और गर्भवती महिलाओं को परेशानी झेलनी पड़ती है। वहीं, स्कूली छात्र-छात्राओं, राहगीरों और किसानों को भी इसी सड़क से आने-जाने में काफी मुश्किलों का सामना करना पड़ रहा है।

ग्रामीणों का कहना है कि सड़क ही ऊपरराचुगुड़ा बरड़ा पाड़ा के लोगों के लिए मुख्य आवागमन का साधन है और कोई वैकल्पिक रास्ता उपलब्ध नहीं है। सड़क की मरम्मत को लेकर स्थानीय पंचायत प्रतिनिधियों और ब्लॉक प्रशासन से कई बार गुहार लगाने के बावजूद अब तक कोई ठोस पहल नहीं हुई है।

आखिरकार ग्रामीणों ने सड़क की समस्या को लेकर कलाहांडी जिलाधिकारी का ध्यान आकर्षित करते हुए लिखित शिकायत पत्र सौंपा है और जल्द से जल्द सड़क की मरम्मत कराने की मांग की है।

अब देखना होगा कि ग्रामीणों की शिकायत पर प्रशासन कब तक कार्रवाई करता है और इस जर्जर सड़क की मरम्मत का काम कब शुरू होता है।

कलाहांडी जिला से मानस कुमार नायक की रिपोर्ट, भारत समाचार।
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।
    1
    ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ଆଗ ଚକା ଫାଟି ଓଲଟିଲା ଷ୍ଟିଲ୍ ବୋଝେଇ ଟ୍ରକ MPV-23 ଛକ ନିକଟରେ ଦୁର୍ଘଟଣା, ଡ୍ରାଇଭର ଆହତ କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV-23 ନମ୍ବର ଛକ ନିକଟରେ ଏକ ଷ୍ଟିଲ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, TS-29-TB-9135 ନମ୍ବର ବିଶିଷ୍ଟ ଟ୍ରକଟି ଝାରସୁଗୁଡ଼ାରୁ ଷ୍ଟିଲ୍ ଲୋଡ୍ କରି ଚେନ୍ନାଇ ଅଭିମୁଖେ ଯାଉଥିଲା। MPV-23 ଛକ ନିକଟରେ ବ୍ରିଜ୍ ପାଖରେ ଯିବା ସମୟରେ ହଠାତ୍ ଟ୍ରକର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇବାରୁ ଭାରୀ ଯାନଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।
    4
    ଆଗ ଚକା ଫାଟି ଓଲଟିଲା ଷ୍ଟିଲ୍ ବୋଝେଇ ଟ୍ରକ
MPV-23 ଛକ ନିକଟରେ ଦୁର୍ଘଟଣା, ଡ୍ରାଇଭର ଆହତ
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV-23 ନମ୍ବର ଛକ ନିକଟରେ ଏକ ଷ୍ଟିଲ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, TS-29-TB-9135 ନମ୍ବର ବିଶିଷ୍ଟ ଟ୍ରକଟି ଝାରସୁଗୁଡ଼ାରୁ ଷ୍ଟିଲ୍ ଲୋଡ୍ କରି ଚେନ୍ନାଇ ଅଭିମୁଖେ ଯାଉଥିଲା। MPV-23 ଛକ ନିକଟରେ ବ୍ରିଜ୍ ପାଖରେ ଯିବା ସମୟରେ ହଠାତ୍ ଟ୍ରକର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇବାରୁ ଭାରୀ ଯାନଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
  • ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍‌ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍‌ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ ଚିତ୍ରକୋଣ୍ଡାରେ AM/NS ଇଣ୍ଡିଆ କମ୍ପାନୀର ସ୍ଲରି ପାଇପ୍‌ଲାଇନ୍‌ ଫାଟି ଯାଇଥିବା ଅଭିଯୋଗ। ଚିତ୍ରକୋଣ୍ଡା ବୁଷ୍ଟିଂ ସେଣ୍ଟର ନିକଟସ୍ଥ ପାବିଲିଗୁଡ଼ା ଗ୍ରାମ ନିକଟରେ ପାଇପ୍‌ ଫାଟି ଯିବାରୁ ପାଇପ୍‌ ଭିତରେ ପରିବହନ ହେଉଥିବା ଲୁହା ଗୁଣ୍ଡ ଓ ତରଳ ପଦାର୍ଥ ବାହାରକୁ ଛିଟି ପଡ଼ିଥିବା ଜଣାପଡ଼ିଛି। AM/NS Indiaର ଅଧିକାରିକ ତଥ୍ୟ ଅନୁସାରେ, କିରଣ୍ଡୁଲରୁ ବିଶାଖାପାଟଣମ ପର୍ଯ୍ୟନ୍ତ ଲୁହା ଗୁଣ୍ଡକୁ slurry ଆକାରରେ ପାଇପ୍‌ଲାଇନ୍‌ ଯୋଗେ ପରିବହନ କରାଯାଏ। ଏହି ପାଇପ୍‌ଲାଇନ୍‌ ଚତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଯାଇଛି। ପାଇପ୍‌ ଫାଟିବା ପରେ ଘଟଣାସ୍ଥଳ ଦେଇ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ଜଳାପୋଡ଼ା ଓ ନିଶ୍ୱାସ ନେବା କଷ୍ଟ କର୍ ଏଥିସହ ପାଇପ୍‌ରୁ ବାହାରିଥିବା ପଦାର୍ଥ ଚାଷଜମିରେ ପଡ଼ିଥିବାରୁ ଫସଲ ଓ ମାଟି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସେପଟେ ଘଟଣାସ୍ଥଳରେ କମ୍ପାନୀ ପକ୍ଷରୁ ମରାମତି ଓ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି, ଚାଷଜମି ନଷ୍ଟ ର ଅନୁଦାନ ପ୍ରଦାନ କରାଯିବ ନେଇ ସୂଚନା ଦେଇଛନ୍ତି।
    1
    ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍‌ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ
ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍‌ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ
ଚିତ୍ରକୋଣ୍ଡାରେ AM/NS ଇଣ୍ଡିଆ କମ୍ପାନୀର ସ୍ଲରି ପାଇପ୍‌ଲାଇନ୍‌ ଫାଟି ଯାଇଥିବା ଅଭିଯୋଗ। ଚିତ୍ରକୋଣ୍ଡା ବୁଷ୍ଟିଂ ସେଣ୍ଟର ନିକଟସ୍ଥ ପାବିଲିଗୁଡ଼ା ଗ୍ରାମ ନିକଟରେ ପାଇପ୍‌ ଫାଟି ଯିବାରୁ ପାଇପ୍‌ ଭିତରେ ପରିବହନ ହେଉଥିବା ଲୁହା ଗୁଣ୍ଡ ଓ ତରଳ ପଦାର୍ଥ ବାହାରକୁ ଛିଟି ପଡ଼ିଥିବା ଜଣାପଡ଼ିଛି।
AM/NS Indiaର ଅଧିକାରିକ ତଥ୍ୟ ଅନୁସାରେ, କିରଣ୍ଡୁଲରୁ ବିଶାଖାପାଟଣମ ପର୍ଯ୍ୟନ୍ତ ଲୁହା ଗୁଣ୍ଡକୁ slurry ଆକାରରେ ପାଇପ୍‌ଲାଇନ୍‌ ଯୋଗେ ପରିବହନ କରାଯାଏ। ଏହି ପାଇପ୍‌ଲାଇନ୍‌ ଚତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଯାଇଛି।
ପାଇପ୍‌ ଫାଟିବା ପରେ ଘଟଣାସ୍ଥଳ ଦେଇ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ଜଳାପୋଡ଼ା ଓ ନିଶ୍ୱାସ ନେବା  କଷ୍ଟ କର୍ ଏଥିସହ ପାଇପ୍‌ରୁ ବାହାରିଥିବା ପଦାର୍ଥ ଚାଷଜମିରେ ପଡ଼ିଥିବାରୁ ଫସଲ ଓ ମାଟି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। 
ସେପଟେ ଘଟଣାସ୍ଥଳରେ କମ୍ପାନୀ ପକ୍ଷରୁ ମରାମତି ଓ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି, ଚାଷଜମି ନଷ୍ଟ ର ଅନୁଦାନ ପ୍ରଦାନ କରାଯିବ ନେଇ ସୂଚନା ଦେଇଛନ୍ତି।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    17 hrs ago
  • ଶତକଥା କହି ମାନସିକ ଭାବେ ଭାଙ୍ଗିପଡ଼ିଲେ ଅଙ୍ଗନବାଡ଼ି କର୍ମୀ, ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ #AnganwadiWorker #Anganwadi #MentalHealth #MentalStress #WomenEmpowerment #WorkerRights #odishanewsepaper
    1
    ଶତକଥା କହି ମାନସିକ ଭାବେ ଭାଙ୍ଗିପଡ଼ିଲେ ଅଙ୍ଗନବାଡ଼ି କର୍ମୀ, ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ
 #AnganwadiWorker #Anganwadi #MentalHealth #MentalStress #WomenEmpowerment #WorkerRights #odishanewsepaper
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.