logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମତେ ଦଶ ଟଙ୍କା ଦିଅ ସାପକୁ ଦେଖ

on 5 February
user_Tapasdas 6372788705
Tapasdas 6372788705
Photographer Dhenkanal Sadar, Odisha•
on 5 February

ମତେ ଦଶ ଟଙ୍କା ଦିଅ ସାପକୁ ଦେଖ

More news from ଓଡ଼ିଶା and nearby areas
  • ବହୁତ୍ କିଛି କହିଗଲେ ସମ୍ବଲପୁରର ବିଜେଡ଼ି ନେତା | ଆମ ବେଳେ ଏମିତି ନଥିଲା, ତୁମ ବେଳେ କାହିଁକି ! ଭୁବନେଶ୍ୱର ସ୍ଥିତ, ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ବହୁତ୍ କିଛି କହିଗଲେ ସମ୍ବଲପୁରର ବିଜେଡ଼ି ନେତା | ଆମ ବେଳେ ଏମିତି ନଥିଲା, ତୁମ ବେଳେ କାହିଁକି ! ଭୁବନେଶ୍ୱର ସ୍ଥିତ, ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ |
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ।  ଘଟଣା ସ୍ଥଳରେ ଉତ୍ତେଜନା !
ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    1
    ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    15 hrs ago
  • ଭିଡିଓ କରିବା ବନ୍ଦ କର,ଏଇ ଚୁପ, ଅଳିଆ ଗୋଟାଳି, ଉଚ୍ଚ ସ୍ବରରେ ଧମକ ଦେଇ ମାରଣାସ୍ତ୍ର ଦେଖାଇ ଧମକାଇଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ। ଜଣେ ଅଣ ଓଡ଼ିଆ ମହିଳା ଅନ୍ୟ ଜଣେ ଯୁବକଙ୍କୁ ପରିବା କଟା ଛୁରୀ ଦେଖାଇ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣଙ୍କ ପ୍ରଥମେ ଯୁବକଙ୍କୁ ଗାଳିଦେବା ପରେ ତାଙ୍କ ଭ୍ୟାନିଟି ବ୍ୟାଗରୁ ବଡ଼ ପରିବା କଟା ଛୁୁରୀ ଖୋଲି ଧମକାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ସେହି ସମୟରେ ପୁଲିସର ସହାୟତା ନେବାକୁ ମଧ୍ୟ କଲ କରିବା ପାଇଁ ଆଲୋଚନା କରୁଥିବା ଭିଡିଓରୁ ଜଣାପଡ଼ିଛି। ଏନେଇ ଟାଉନଥାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଜଣକ ମସ୍ତିଷ୍କ ବିକୃତ ବୋଲି ପୁଲିସ କହିଛି।
    1
    ଭିଡିଓ କରିବା ବନ୍ଦ କର,ଏଇ ଚୁପ, ଅଳିଆ ଗୋଟାଳି, ଉଚ୍ଚ ସ୍ବରରେ ଧମକ ଦେଇ ମାରଣାସ୍ତ୍ର ଦେଖାଇ ଧମକାଇଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ। ଜଣେ ଅଣ ଓଡ଼ିଆ ମହିଳା ଅନ୍ୟ ଜଣେ ଯୁବକଙ୍କୁ ପରିବା କଟା ଛୁରୀ ଦେଖାଇ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ମହିଳା ଜଣଙ୍କ ପ୍ରଥମେ ଯୁବକଙ୍କୁ ଗାଳିଦେବା ପରେ ତାଙ୍କ ଭ୍ୟାନିଟି ବ୍ୟାଗରୁ ବଡ଼ ପରିବା କଟା ଛୁୁରୀ ଖୋଲି ଧମକାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ସେହି ସମୟରେ ପୁଲିସର ସହାୟତା ନେବାକୁ ମଧ୍ୟ କଲ କରିବା ପାଇଁ ଆଲୋଚନା କରୁଥିବା ଭିଡିଓରୁ ଜଣାପଡ଼ିଛି। ଏନେଇ ଟାଉନଥାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଜଣକ ମସ୍ତିଷ୍କ ବିକୃତ ବୋଲି ପୁଲିସ କହିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.