logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 13/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ

4 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•

More news from ଓଡ଼ିଶା and nearby areas
  • ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    14 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    19 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    4 hrs ago
  • ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,? ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,, ଜବାବ ମାଗିଛନ୍ତି ଜନତା,,,
    1
    ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,?
ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,,
ଜବାବ ମାଗିଛନ୍ତି ଜନତା,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    50 min ago
  • ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
  • ସାମ୍ବାଦିକ ସମ୍ମିଳନୀରେ ମୁଁ ବିଧାୟକ ପ୍ରତିନିଧି ନୁହେଁ ସ୍ପଷ୍ଟୀକରଣ ହେଲେ କାମ୍ପ ବାଢେଇ ପୋଲସରା,୧୨/୩/୨୫ ଝିଟିକାବାଡି ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଙ୍କୁ ନିର୍ଯାତନା ଘଟଣା ଭିନ୍ନ ମୋଡ ଦେଇ ଗତି କରିଛି। ପ୍ରତୀମା ଓ ତାଙ୍କ ସ୍ୱାମୀ ସତ୍ୟନାରାୟଣ ଦାସଙ୍କ ଅଭିଯୋଗ ପ୍ରକାରେ ମନ୍ତ୍ରୀ ଙ୍କ ପ୍ରତିନିଧି ହଇରାଣ ହରକତ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି କାମ୍ପ ବାଢେଇ। ମୋତେ ବଦନାମ କରିବା ପାଈଁ ଏହା ଏକ ଷଡଯନ୍ତ୍ର ଏବଂ ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଅଙ୍ଗନବାଡି କେନ୍ଦ୍ର କୁ ନିୟମିତ ଆସୁନଥିବା ଏବଂ ଛୁଆଙ୍କ ଛତୁଆ ଓ ଅଣ୍ଡା ବାଟମାରଣା କରୁଥିବା ଅଭିଯୋଗ କରିବା ପରେ ସେ ଆକ୍ରୋଶ ମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନିଷ୍ପତି ନେଇଥିବା କାମ୍ପ ବାଢେଇ ପାଲଟା ଅଭିଯୋଗ କରି ବାଲିଛାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କର୍ମୀ ଜଣକ ନିଜ ଦ୍ଵାୟିତ୍ୱ ଠିକ ରେ ତୁଲାଇ ନପାରିବା ଏବଂ ତାଙ୍କ ମନଇଚ୍ଛା କାର୍ଯ୍ୟକଳାପ ପାଈଁ ଗଞ୍ଜାମ ଜିଲ୍ଲାପାଳ ଏବଂ ପୋଲସରା ସିଡିପିଓ ଙ୍କୁ ପୂର୍ବରୁ ଅବଗତ କରାଯାଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲସରା ବ୍ଲକ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଦ୍ୱାରା କୌଣସି ପ୍ରତିନିଧି ନିଯୁକ୍ତି ଦିଆଯାଇନଥିବା ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କେବେ ମଧ୍ଯ କାମ୍ପ ବାଢେଇ ଙ୍କୁ ନିଜ ପ୍ରତିନିଧି ଭାବେ ନିଯୁକ୍ତି ଦେଇନଥିବା ସିଧା ସିଧା କହିଛନ୍ତି। କିନ୍ତୁ ଅଭିଯୋଗକାରୀ ବାରମ୍ବାର କାମ୍ପ ବାଢେଇ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ପ୍ରତିନିଧି କହିବା ଏବଂ କାମ୍ପ ବାଢେଇ ଙ୍କୁ ପୋଲସରା ନିର୍ବାଚନ ମଣ୍ଡଳି ରେ ସବୁ ସଭାକାର୍ଯ୍ୟ ରେ ମନ୍ତ୍ରୀ ପ୍ରତିନିଧି କହି ସମ୍ବୋଧନ କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ କାମ୍ପ ବାଢେଇ ସରକାରୀ ସ୍ଥରରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇନଥିବା ବିଡ଼ିଓ ଶଶୀଭୁଷଣ ମହାପାତ୍ର ଙ୍କୁ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିନଥିବାରୁ ବୁଧବାର ଅଧିକ ଚିକିତ୍ସା ପାଈଁ ବ୍ରହ୍ମପୁର ନିଆଯାଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସାମ୍ବାଦିକ ସମ୍ମିଳନୀରେ ମୁଁ ବିଧାୟକ ପ୍ରତିନିଧି ନୁହେଁ ସ୍ପଷ୍ଟୀକରଣ ହେଲେ କାମ୍ପ ବାଢେଇ
ପୋଲସରା,୧୨/୩/୨୫ ଝିଟିକାବାଡି ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଙ୍କୁ ନିର୍ଯାତନା ଘଟଣା ଭିନ୍ନ ମୋଡ ଦେଇ ଗତି କରିଛି। ପ୍ରତୀମା ଓ ତାଙ୍କ ସ୍ୱାମୀ ସତ୍ୟନାରାୟଣ ଦାସଙ୍କ ଅଭିଯୋଗ ପ୍ରକାରେ ମନ୍ତ୍ରୀ ଙ୍କ ପ୍ରତିନିଧି ହଇରାଣ ହରକତ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି କାମ୍ପ ବାଢେଇ। ମୋତେ ବଦନାମ କରିବା ପାଈଁ ଏହା ଏକ ଷଡଯନ୍ତ୍ର ଏବଂ ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଅଙ୍ଗନବାଡି କେନ୍ଦ୍ର କୁ ନିୟମିତ ଆସୁନଥିବା ଏବଂ ଛୁଆଙ୍କ ଛତୁଆ ଓ ଅଣ୍ଡା ବାଟମାରଣା କରୁଥିବା ଅଭିଯୋଗ କରିବା ପରେ ସେ ଆକ୍ରୋଶ ମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନିଷ୍ପତି ନେଇଥିବା କାମ୍ପ ବାଢେଇ ପାଲଟା ଅଭିଯୋଗ କରି ବାଲିଛାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କର୍ମୀ ଜଣକ ନିଜ ଦ୍ଵାୟିତ୍ୱ ଠିକ ରେ ତୁଲାଇ ନପାରିବା ଏବଂ ତାଙ୍କ ମନଇଚ୍ଛା କାର୍ଯ୍ୟକଳାପ ପାଈଁ ଗଞ୍ଜାମ ଜିଲ୍ଲାପାଳ ଏବଂ ପୋଲସରା ସିଡିପିଓ ଙ୍କୁ ପୂର୍ବରୁ ଅବଗତ କରାଯାଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲସରା ବ୍ଲକ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଦ୍ୱାରା କୌଣସି ପ୍ରତିନିଧି ନିଯୁକ୍ତି ଦିଆଯାଇନଥିବା ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କେବେ ମଧ୍ଯ କାମ୍ପ ବାଢେଇ ଙ୍କୁ ନିଜ ପ୍ରତିନିଧି ଭାବେ ନିଯୁକ୍ତି ଦେଇନଥିବା ସିଧା ସିଧା କହିଛନ୍ତି। କିନ୍ତୁ ଅଭିଯୋଗକାରୀ ବାରମ୍ବାର କାମ୍ପ ବାଢେଇ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ପ୍ରତିନିଧି କହିବା ଏବଂ କାମ୍ପ ବାଢେଇ ଙ୍କୁ ପୋଲସରା ନିର୍ବାଚନ ମଣ୍ଡଳି ରେ ସବୁ ସଭାକାର୍ଯ୍ୟ ରେ ମନ୍ତ୍ରୀ ପ୍ରତିନିଧି କହି ସମ୍ବୋଧନ କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ କାମ୍ପ ବାଢେଇ ସରକାରୀ ସ୍ଥରରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇନଥିବା ବିଡ଼ିଓ ଶଶୀଭୁଷଣ ମହାପାତ୍ର ଙ୍କୁ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିନଥିବାରୁ ବୁଧବାର ଅଧିକ ଚିକିତ୍ସା ପାଈଁ ବ୍ରହ୍ମପୁର ନିଆଯାଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.