Shuru
Apke Nagar Ki App…
ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
Utkal Gourav
ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ 4ଦଣ୍ଡୁଆ ଙ୍କ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ଆଜି ସାତମାଇଲ ଠାରେ ଗ୍ରାମବାସୀ ଏବଂ ଦଣ୍ଡୁଆ ମିଶି ରାସ୍ତା ରେ ଟାୟର ଜାଳି ଅବରୋଧ କରିବାବେଳେ ବିଧାୟିକା ସୀମାରାଣୀ ନାୟକ ପହଂଚି ରଖିଲେ ପ୍ରତିକ୍ରିୟା.1
- Post by Manoj kumar baliyarsingh4
- Post by SOUMYA RANJAN1
- Post by Rajesh Samantaray1
- ମଙ୍ଗଳବାର ହନୁମାନ ଜୟନ୍ତୀ ଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହିନ୍ଦୁ ଯୁବା ମୋର୍ଚ୍ଚା ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ରିଜ୍ ଛକରୁ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ଅନେକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।1
- ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।1
- ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ରେ ଦଣ୍ଡ ନୃତ୍ୟ ପାଇଁ ମଞ୍ଚ ବାନ୍ଧିବା ବେଳେ ଅଘଟଣ. ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆଜି 4ମୃତ୍ୟୁ. ଉତ୍ୟକ୍ତ ଲୋକ ଏବଂ ଦଣ୍ଡୁଆ ମାନେ ମିଳିତ ଭାବେ ରାସ୍ତାରେ ଟାୟାର ଜାଳି ଦୀର୍ଘ ସମୟ ଅବରୋଧ. ହିନ୍ଦୋଳ ପ୍ରଶାସନ ଏବଂ ଲୋକ ପ୍ରତିନିଧି ହେଲେ ନାକେଦମ. ଉପଯୁକ୍ତ କ୍ଷତି ପୂରଣ ଦାବିରେ ନାଛୋଡବନ୍ଧା ରହିବା ସହ ବିଦ୍ୟୁତ ବିଭାଗ ଅବହେଳା କୁ ଦାୟୀ କରି ଲୋକେ 6 ଘଣ୍ଟା କାଳ ଅସହ୍ୟ ଖରା ଗରମରେ ବସିଲେ.1
- Post by Manoj kumar baliyarsingh4