logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଙ୍ଗଳରୁ 25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ଗଜପତି ଜିଲ୍ଲା ଅଡବା ଥାନା ଚନ୍ଦନପୁର ଗାଁ ନିକଟସ୍ଥ ଜଙ୍ଗଳରୁ 25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ l ତେବେ ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମlରିଛି l ଅଡବା ଥାନା ପୋଲିସ ପକ୍ଷରୁ ଗୁଲୁବା ଚନ୍ଦନପୁର ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ଚନ୍ଦନପୁର ଗାଁ ନିକଟସ୍ଥ ଜଙ୍ଗଲରେ କିଛି ବସ୍ତା ରଖାଯାଇଥିବା ଦେଖି ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ପରେ ଏଥିରେ 2 କୁଇଣ୍ଟାଲ 51 କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା l ଏହି ଗଞ୍ଜେଇ କୁ ମାଫିଆ ମାନେ ଚୋରା ଚାଲାଣ ପାଇଁ ରଖିଥିଲେ l ଏହାକୁ ଜବତ କରି ତଦନ୍ତ କରୁଛି ପୋଲିସ l ଖୁବଶୀଘ୍ର ଗଞ୍ଜେଇ ମାଫିଆ କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

15 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 13/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | 
ଗଣେଶ ପାଣିଗ୍ରାହୀ  ବରାଡ଼ବିଲି 13/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି   ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ  ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି  ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | 
ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    13 hrs ago
  • ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    20 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer ଆର୍. ଉଦୟଗିରି, ଗଜପତି, ଓଡ଼ିଶା•
    21 hrs ago
  • ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ
    1
    ରାଜ୍ୟ ସରକାରଙ୍କୁ ଘେରିବାକୁ ଚାଷୀ ନେତାଙ୍କ ଚେତାବନୀ
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    15 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    17 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    20 hrs ago
  • ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭଞ୍ଜନଗର ପୁରୁଣା ବଜାର ସାହିରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ରବିବାର ରାତି ପ୍ରାୟ ୧୦ ଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସୋରଡା: ନୁଆଗଡ ଗାଁ ନିକଟରେ ପୋଖରୀ ଭିତରକୁ ଖସିଗଲା ଟ୍ରାଭେଲର ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୧୯ ଜଣ ଯାତ୍ରୀ ... ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.