logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha

2 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
2 hrs ago

ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha

More news from ଓଡ଼ିଶା and nearby areas
  • ଜିଲ୍ଲା କଂଗ୍ରେସ ପକ୍ଷରୁ ନବନିର୍ବାଚିତ ଓକିଲ ସଙ୍ଘ ସଭାପତି ଙ୍କୁ ସମର୍ଧ୍ଵନା ବାରିପଦା --ଆଜି ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ନବନିର୍ବାଚିତ ବାରିପଦା ବାର ଆସୋସିଏସନ ର ନବ ନିର୍ବାଚିତ ସଭାପତି ଓ ସଦସ୍ୟ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା. ଜିଲ୍ଲା କଂଗ୍ରେସ ସଭାପତି ସହିତ ଅନ୍ୟ କଂଗ୍ରେସ ନେତା ମାନେ ପୁଷଗୁଛ ଓ ଉତ୍ତରୀୟ ଦେଇ ସ୍ୱମୋର୍ଦ୍ଧିତ କରିବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ. ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ, ଯୁଗ୍ମ ସମ୍ପାଦକ ସ୍ୱରପ କୁମାର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶ୍ରୀ ସୁସ୍ମିତା ଘୋସେଲ ଙ୍କୁ କଂଗ୍ରେସ କର୍ମୀ ଅଭିନନ୍ଦନ ଜଣାଇଥିଲେ. ଏହି ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏସ ଟି ସେଲ ରାଜ୍ୟ ଉପସଭାପତି ଚୈତନ୍ୟ ହାଁସଦା, ମୀନକେତନ ବେହେରା ଅଶୋକ ଗିରି, ଅଂଶୁମାନ ଦାଶ, ସମର ରଞ୍ଜନ ଦାଶ ଚନ୍ଦନ କିସ୍କୁ, ରଣା ସତ୍ୟକାମ ସେନାପତି, ଅସିତ ବେହେରା, ରକିମ ଭାଇ, ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା, ମହିଳା ନେତ୍ରୀ ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା,ସହିତ ଶତାଧିକ କଂଗ୍ରେସ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ.
    1
    ଜିଲ୍ଲା କଂଗ୍ରେସ ପକ୍ଷରୁ ନବନିର୍ବାଚିତ ଓକିଲ ସଙ୍ଘ ସଭାପତି ଙ୍କୁ ସମର୍ଧ୍ଵନା 
ବାରିପଦା --ଆଜି ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ନବନିର୍ବାଚିତ ବାରିପଦା ବାର ଆସୋସିଏସନ ର ନବ ନିର୍ବାଚିତ ସଭାପତି ଓ ସଦସ୍ୟ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା. ଜିଲ୍ଲା କଂଗ୍ରେସ ସଭାପତି ସହିତ ଅନ୍ୟ କଂଗ୍ରେସ ନେତା ମାନେ ପୁଷଗୁଛ ଓ ଉତ୍ତରୀୟ ଦେଇ ସ୍ୱମୋର୍ଦ୍ଧିତ କରିବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ. ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ, ଯୁଗ୍ମ ସମ୍ପାଦକ ସ୍ୱରପ କୁମାର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶ୍ରୀ ସୁସ୍ମିତା ଘୋସେଲ ଙ୍କୁ କଂଗ୍ରେସ କର୍ମୀ ଅଭିନନ୍ଦନ ଜଣାଇଥିଲେ. ଏହି ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏସ ଟି ସେଲ ରାଜ୍ୟ ଉପସଭାପତି ଚୈତନ୍ୟ ହାଁସଦା, ମୀନକେତନ ବେହେରା ଅଶୋକ ଗିରି, ଅଂଶୁମାନ ଦାଶ, ସମର ରଞ୍ଜନ ଦାଶ ଚନ୍ଦନ କିସ୍କୁ, ରଣା ସତ୍ୟକାମ ସେନାପତି, ଅସିତ ବେହେରା, ରକିମ ଭାଇ, ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା, ମହିଳା ନେତ୍ରୀ ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା,ସହିତ ଶତାଧିକ କଂଗ୍ରେସ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ.
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    38 min ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    43 min ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews 
Date - 29.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    1
    ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
    1
    କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    11 hrs ago
  • ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    2
    ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha
    1
    ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା
ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 
#OdishaNews_PaddyProcurement #KrushnaChandraPatra_Odisha
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.