Shuru
Apke Nagar Ki App…
ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି l President Droupadi Murmu visit in Rairangapaur l Dhenkanal news l ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି l President Droupadi Murmu visit in Rairangapaur l Dhenkanal news l
Dhenkanal News
ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି l President Droupadi Murmu visit in Rairangapaur l Dhenkanal news l ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି l President Droupadi Murmu visit in Rairangapaur l Dhenkanal news l
More news from ଓଡ଼ିଶା and nearby areas
- ବହୁତ୍ କିଛି କହିଗଲେ ସମ୍ବଲପୁରର ବିଜେଡ଼ି ନେତା | ଆମ ବେଳେ ଏମିତି ନଥିଲା, ତୁମ ବେଳେ କାହିଁକି ! ଭୁବନେଶ୍ୱର ସ୍ଥିତ, ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- Post by NEWS MANORANJAN1
- Post by Sibanava Panda1
- Post by Gagan Bhoi1
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- ଭିଡିଓ କରିବା ବନ୍ଦ କର,ଏଇ ଚୁପ, ଅଳିଆ ଗୋଟାଳି, ଉଚ୍ଚ ସ୍ବରରେ ଧମକ ଦେଇ ମାରଣାସ୍ତ୍ର ଦେଖାଇ ଧମକାଇଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ। ଜଣେ ଅଣ ଓଡ଼ିଆ ମହିଳା ଅନ୍ୟ ଜଣେ ଯୁବକଙ୍କୁ ପରିବା କଟା ଛୁରୀ ଦେଖାଇ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣଙ୍କ ପ୍ରଥମେ ଯୁବକଙ୍କୁ ଗାଳିଦେବା ପରେ ତାଙ୍କ ଭ୍ୟାନିଟି ବ୍ୟାଗରୁ ବଡ଼ ପରିବା କଟା ଛୁୁରୀ ଖୋଲି ଧମକାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ସେହି ସମୟରେ ପୁଲିସର ସହାୟତା ନେବାକୁ ମଧ୍ୟ କଲ କରିବା ପାଇଁ ଆଲୋଚନା କରୁଥିବା ଭିଡିଓରୁ ଜଣାପଡ଼ିଛି। ଏନେଇ ଟାଉନଥାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଜଣକ ମସ୍ତିଷ୍କ ବିକୃତ ବୋଲି ପୁଲିସ କହିଛି।1
- Post by NEWS MANORANJAN1
- Post by Gagan Bhoi1