Shuru
Apke Nagar Ki App…
ହେ ନବୀନ ବାବୁ ଆମେ ତୁମ ଫ୍ଯାନ" ଗୀତ ବାଜିବାକୁ ନେଇ ଗଣ୍ଡଗୋଳ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ "ହେ ନବୀନ ବାବୁ ଆମେ ତୁମ ଫ୍ଯାନ" ଗୀତ ବାଜିବାକୁ ନେଇ ଗଣ୍ଡଗୋଳ, ପୋଲିସ ମୂତୟନ।
Sk Ajaruddin
ହେ ନବୀନ ବାବୁ ଆମେ ତୁମ ଫ୍ଯାନ" ଗୀତ ବାଜିବାକୁ ନେଇ ଗଣ୍ଡଗୋଳ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ "ହେ ନବୀନ ବାବୁ ଆମେ ତୁମ ଫ୍ଯାନ" ଗୀତ ବାଜିବାକୁ ନେଇ ଗଣ୍ଡଗୋଳ, ପୋଲିସ ମୂତୟନ।
More news from ଓଡ଼ିଶା and nearby areas
- ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ରେ ସରପଞ୍ଚ ମହେଶ୍ୱର ଜେନା ଅଯୋଗ୍ୟ ଘୋଷଣା ହେବା ପରେ ବହୁତ ଦିନ ଧରି ପଂଚାୟତ ଅଫିସ୍ ତାଲା ପକେଇ ରଖିଥିଲେ । ଜିଲ୍ଲାପାଳ ନାୟବ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପରେ ଆଜି ପ୍ରଶାସନ ପକ୍ଷରୁ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଲେ ।1
- ବାବା ତାଡକେସ୍ଵର ଯଜ୍ଞ ମହୋତ୍ସବ ର ସିଲଭର୍ ଜୁବଲି ଉଦଘାଟିତ।1
- ବାଲେଶ୍ୱର “ମିଶନ ସୁସ୍ଥ ବୃକକ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ବାଲେଶ୍ୱର ମେଡିକେୟାର ଡାୟାଗ୍ନୋଷ୍ଟିକ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ପରୀକ୍ଷା ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବ। ଏଥିରେ “PFT” (Pulmonary Function Test) ପରୀକ୍ଷା ସହିତ ଡାକ୍ତର ଅମିୟ ଦତ୍ତ ଗିରିଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ। ଏହି ଶିବିର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିପରି ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାକୁ ସମ୍ମାନ ଜଣାଇ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପାଥୋଲୋଜିକାଲ ପରୀକ୍ଷାରେ ୨୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି। ଏହି ଅବସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ନିର୍ମଳ କୁମାର ମୁଖାର୍ଜୀ ଓ ମେଡିକେୟାର ଡାୟାଗ୍ନୋଷ୍ଟିକର ପ୍ରତିଷ୍ଠାତା ଅଶ୍ୱିନୀ ଗିରିଙ୍କ ମଧ୍ୟରେ ଏକ MOU ସାକ୍ଷରିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା ସଭାପତି ନିର୍ମଳ କୁମାର ମୁଖାର୍ଜୀ କରିଥିବାବେଳେ ପ୍ରୋଜେକ୍ଟ କୋଅର୍ଡିନେଟର ତଥା ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ମେଡିକେୟାର ଡାୟାଗ୍ନୋଷ୍ଟିକର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଗିରି, ରୋଟାରୀଆନ ଓ ଶିକ୍ଷାବିତ ଡଃ ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସୁବ୍ରତ ରଥଙ୍କ ସହ ଗୌରହରି ମଲ୍ଲିକ, ନୀଲେଶ ଗାନ, ସୁଦର୍ଶନ ଦାସ, ଦେବାଶିଷ ମିଶ୍ର, ମନୋରଞ୍ଜନ ରାଉତ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ସିମିତ ମହାନ୍ତି, ସପନ ବେହେରା, ଅର୍ପିତା ମହାପାତ୍ର, ତାପସ ପ୍ରଧାନ, ଜୟନ୍ତ ରଣା ଓ ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।1
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ ବିଜେପି ନେତା ଅଂଶୁମାନ ମହାନ୍ତି1
- ଚାଷୀ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏଥି ସହିତ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ। କାର୍ଯ୍ୟକ୍ରମରେ କିଶାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁଙ୍କ ସମେତ ଜିଲ୍ଲା କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ।1
- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ କ୍ରମେ "ହେ ନବୀନ ବାବୁ ଆମେ ତମ ଫ୍ୟାନ" ଗୀତ ବାଜି ଥିଲା ଯାହା ଦ୍ଵାରା ଛାତ୍ରଛାତ୍ରୀ ମାନେ ନାଚିଥିଲେ।1
- VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।1
- ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।1